Monday, May 25, 2026 10:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ମଚାରୀ ଖୁସ୍, ସରକାର ବେହାଲ୍

by Our Correspondent
29 Aug, 2017- 11:50 PM
in Latest News, News
1 min read
0
କର୍ମଚାରୀ ଖୁସ୍, ସରକାର ବେହାଲ୍
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୧ ରୁ ସେମାନଙ୍କୁ ମିଳିବ ସପ୍ତମ ବେତନ କମିଶନଙ୍କ ଦରମା । ଏ ନେଇ ଗଠିତ ଫିଟମେଣ୍ଟ କମିଟି ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତିରେ ୪ ଲକ୍ଷ ୫୦ ହଜାର କର୍ମଚାରୀ ଓ ୩ ଲକ୍ଷ ୫୦ ହଜାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପକୃତ ହେବେ । ସେମାନଙ୍କୁ ଅଧିକ ଦରମା ଓ ପେନସନ୍ ମିଳିବ । ବର୍ଦ୍ଧିତ ଦରମା ଓ ପେନସନ୍ ବାବଦରେ ରାଜ୍ୟ ସରକାର ବର୍ଷକୁ ୪୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ସମ୍ଭାଳିବେ ।
ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗତବର୍ଷ ଜାନୁଆରୀ ମାସରୁ ଲାଗୁ କରିସାରିଛନ୍ତି । ଅଧିକାଂଶ ରାଜ୍ୟ ସରକାର ଏହାକୁ ଲାଗୁ କରିସାରିଥିଲେ ମଧ୍ୟ ଓଡ଼ିଶାର ଆର୍ଥିକ ସଙ୍କଟ ରାଜ୍ୟ ସରକାରଙ୍କ ହାତ ବାନ୍ଧି ଦେଇଥିଲା । ରାଜ୍ୟର ଆର୍ଥିକ ସ୍ଥିତି ଓ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଅନୁଧ୍ୟାନ କରିବାକୁ ସରକାର ଏକ ଫିଟମେଣ୍ଟ କମିଟି ଗଠନ କରିଥିଲେ । କମିଟି ଗତ ଜୁନ୍ ମାସରୁ ସରକାରଙ୍କୁ ରିପୋର୍ଟ ଦେଇସାରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ମାତ୍ର ଆଗକୁ ଭୋଟ ଥିବାରୁ ବିଜେଡ଼ି ସରକାର ତାହାକୁ ବେଶୀ ଦିନ ଗଡ଼ାଇବାକୁ ଚାହିଁ ନାହାନ୍ତି । ଦଶହରା ପୂର୍ବରୁ କର୍ମଚାରୀଙ୍କୁ ଖୁସି କରାଇବାକୁ ପ୍ରୟାସ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ତିନିମାସରେ ରାଜ୍ୟ ସରକାର ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା ଋଣ ଉଠାଇଛନ୍ତି । ଅର୍ଥାତ୍ ସରକାର ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏବେ ସପ୍ତମ ବେତନ କମିଶନ ଲାଗୁ ହୋଇଥିବାରୁ ଅତିରିକ୍ତ ଖର୍ଚ୍ଚ ବୋଝ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।
Previous Post

ମାରା ହେଇଚି ବିଜେପି ଅଫିସ୍

Next Post

ମହାନଦୀ: ପୁଣି ଧକ୍କା ଖାଇଲା ଛତିଶଗଡ

Next Post
ମହାନଦୀ: ପୁଣି ଧକ୍କା ଖାଇଲା ଛତିଶଗଡ

ମହାନଦୀ: ପୁଣି ଧକ୍କା ଖାଇଲା ଛତିଶଗଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA