Tuesday, May 26, 2026 01:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳିଙ୍ଗ ସେନାର ଦାବି: ଆଗ ସ୍ୱର୍ଗଦ୍ୱାରରୁ ଜବରଦଖଲ ହଟାଅ

by Our Correspondent
28 Aug, 2019- 11:25 PM
in Latest News, News
1 min read
0
କଳିଙ୍ଗ ସେନାର ଦାବି: ଆଗ ସ୍ୱର୍ଗଦ୍ୱାରରୁ ଜବରଦଖଲ ହଟାଅ
ଭୁୁବନେଶ୍ୱର: ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିପୀଠ ପାଇଁ ୬୪ ଡିସିମିଲି ଜମି ଜବରଦଖଲ କରାଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଜବରଦଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଜବରଦଖଲ ଜମିକୁ ମୁକ୍ତ କରି ଉଦାହରଣ ସୃଷ୍ଟି କରିବାକୁ ଦାବି କରିଛି କଳିଙ୍ଗ ସେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି, ପୁରୀର ବିକାଶ ନାଁରେ ମଠ ମନ୍ଦିର ଭଙ୍ଗା ଚାଲିଛି । ସେଥିଲାଗି ପୁରୀବାସୀ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ତେବେ ମୁଖ୍ୟମନ୍ତ୍ରୀ ଆଗ ସ୍ୱର୍ଗଦ୍ୱାର ଜବରଦଖଲ ଜମିକୁ ହଟାଇ ମହାନତାର ପରିଚୟ ଦେବା ଉଚିତ ।
ଶ୍ରୀ ରଥ କହିଛନ୍ତି, ପୁରୀବାସୀଙ୍କ ତ୍ୟାଗ ଯୋଗୁଁ ଆଜି ସେଠାରେ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସୁରକ୍ଷିତ ରହିଛି । ତେବେ ପୁରୀର ବିକାଶ ନାଁରେ ମୁଖ୍ୟମନ୍ତ୍ରୀ ଯେଭଳି ଭଙ୍ଗାରୁଜାରେ ମାତିଛନ୍ତି ତାହା ଏହି ଐତିହ୍ୟ ସହରରେ ଆତଙ୍କରାଜ ଭଳି ଅବସ୍ଥା ସୃଷ୍ଟି କରିଛି । ହଜାର ହଜାର ବର୍ଷର ପ୍ରାଚୀନ ମଠ ଯାହାକି ଜଗନ୍ନାଥ ମନ୍ଦିରର ପରମ୍ପରା ସହିତ ଜଡ଼ିତ ତାକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ତ୍ୟାଗର ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ସର୍ବପୁରାତନ ଐତିହ୍ୟ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ନାଁରେ ଜବରଦଖଲରେ ରହିଛି ୬୪ ଡିସିମିଲି ଜାଗା । ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ ହଟାଇବା ଦରକାର ବୋଲି କହିଛନ୍ତି । ଏହାହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁରୀବାସୀଙ୍କର ଆସ୍ଥା ବଢ଼ିବ ଓ ସେମାନେ ତ୍ୟାଗ ପାଇଁ ଆଗେଇ ଆସିବେ ବୋଲି ଶ୍ରୀ ରଥ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସବ୍ୟସାଚୀ ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ ରାଜ, ସଂଗଠନ ମନ୍ତ୍ରୀ ଭକ୍ତଶେଖର ରାୟ ଏବଂ ସମ୍ପାଦକ ପ୍ରଦୀପ ସାହୁ ଉପସ୍ଥିତ ଥିଲେ ।
Previous Post

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

Next Post

ଆଇଏଏସ୍ ଅଦଳବଦଳ: ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଶାଲ ଗଗନଙ୍କୁ ଜଳସମ୍ପଦ ଦାୟିତ୍ୱ

Next Post
ଆଇଏଏସ୍ ଅଦଳବଦଳ: ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଶାଲ ଗଗନଙ୍କୁ ଜଳସମ୍ପଦ ଦାୟିତ୍ୱ

ଆଇଏଏସ୍ ଅଦଳବଦଳ: ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଶାଲ ଗଗନଙ୍କୁ ଜଳସମ୍ପଦ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA