Tuesday, May 26, 2026 05:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ସର୍ବକ୍ଷମା ଯୋଜନା ଘୋଷଣା !

by Our Correspondent
19 Jun, 2018- 10:46 PM
in Latest News, News
1 min read
0
କାଲି ସର୍ବକ୍ଷମା ଯୋଜନା ଘୋଷଣା !
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷରେ ଲାଗୁ ହେବ ସର୍ବକ୍ଷମା ଯୋଜନା । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତାକାଲି ଏହି ଘୋଷଣା ହେବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ୨୦୦୭ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ)ରେ ଲାଗୁ ହୋଇଥିଲା ସର୍ବକ୍ଷମା ଯୋଜନା । ଦ୍ୱିତୀୟ ଥର ପାଇଁ ଲାଗୁ ହେବାକୁ ଯାଉଥିବା ସର୍ବକ୍ଷମା ଯୋଜନା ବିଡ଼ିଏ ସମେତ ୯ଟି ଉନ୍ନୟନ କର୍ତ୍ତୃପକ୍ଷରେ କାର୍ଯ୍ୟକାରୀ ହେବ । ସେଗୁଡ଼ିକ ହେଲା କଟକ ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦ୍ୱୀପ ଉନ୍ନୟନ କର୍ତ୍ତୃପକ୍ଷ ।
ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ବେଆଇନ ନିର୍ମାଣ(ପ୍ଲାନ ଅନୁମୋଦନ ବାହାରେ କୋଠା ନିର୍ମାଣ)କୁ ନିୟମିତ ବା ବୈଧୀକରଣ ପାଇଁ ସର୍ବକ୍ଷମା ଯୋଜନାର ସୃଷ୍ଟି । ଏହି ଯୋଜନାରେ ବେଆଇନ ନିର୍ମାଣକାରୀଙ୍କୁ ବର୍ଗଫୁଟ ହିସାବରେ ଜରିମାନା ଦେବାକୁ ପଡ଼ିବ । ପ୍ରଥମ ଥର ପାଇଁ ବିଡ଼ିଏରେ ଲାଗୁ ହୋଇଥିବା ସର୍ବକ୍ଷମା ଯୋଜନାରେ ଯେତିକି ଜରିମାନା ଧାର୍ଯ୍ୟ ହୋଇଥିଲା ଏଥର ତାହା ଯଥେଷ୍ଟ ଅଧିକ ବୋଲି ନଗର ଉନ୍ନୟନ ବିଭାଗର ଜଣେ ପଦସ୍ଥ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ସମ୍ପ୍ରସାରିତ ଯୋଜନାରେ ବାସଗୃହ ପାଇଁ ବର୍ଗଫୁଟ୍ ପିଛା ୬୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ତାହା ୧୭୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।
୨୦୦୭-୦୮ ରେ ବିଡ଼ିଏରେ ବର୍ଷକ ପାଇଁ ଲାଗୁ ହୋଇଥିବା ସର୍ବଶିକ୍ଷା ଯୋଜନା ସେଭଳି ଆଖିଦୃଶିଆ ସଫଳତା ପାଇ ନ ଥିଲା । ୪୦୦୦ ଆବେଦନକାରୀଙ୍କଠାରୁ ବିଡ଼ିଏକୁ ରାଜସ୍ୱ ମିଳିଥିଲା ମାତ୍ର ୧୮ କୋଟି । ଏଥର ସମ୍ପ୍ରସାରିତ ଯୋଜନାରେ କ’ଣ ବ୍ୟବସ୍ଥା ରଖାଯାଇଛି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇପାରେ ।
Previous Post

୧ରେ ଆସିବେ ଅମିତ୍ ଶାହା; ଏଥର ଟିକେଟ୍ ମନ୍ଥନ !

Next Post

ଘୋଷଣା ହେଲା ସର୍ବକ୍ଷମା ଯୋଜନା

Next Post
ଘୋଷଣା ହେଲା ସର୍ବକ୍ଷମା ଯୋଜନା

ଘୋଷଣା ହେଲା ସର୍ବକ୍ଷମା ଯୋଜନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA