Thursday, April 30, 2026 12:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଲେ ୧୦୦୦ ରୋଗୀ

by Our Correspondent
12 Jun, 2020- 11:55 PM
in News
1 min read
0
କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଲେ ୧୦୦୦ ରୋଗୀ
ଭୁବନେଶ୍ୱର: କିମ୍‌ସ ଓଡ଼ିଶା କୋଭିଡ୍‌ ହସ୍‌ପିଟାଲ୍‌ରେ ଜୁନ୍‌ ୧୧ ତାରିଖ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ମୋଟ ୩ହଜାର ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ରୋଗୀ କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିିତ୍ସିତ ହେଉଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିମ୍‌ସ ପରିଚାଳନାରେ ରାଜ୍ୟର କନ୍ଧମାଳ, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୩ଟି କୋଭିଡ୍‌ ହସ୍‌ପିଟାଲ୍‌ ମଧ୍ୟ କାର୍ଯ୍ୟ କରୁଛି । ଅପ୍ରେଲ୍‌ ୨ ତାରିଖରେ କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହେବା ପରେ ୫ତାରିଖରେ ପ୍ରଥମ ରୋଗୀ ଭର୍ତ୍ତି ହୋଇଥିଲେ । ଜୁନ୍‌ ୧୧ ସୁଦ୍ଧା କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ରେ ୭୦୦ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବଲାଙ୍ଗୀରସ୍ଥିତ କିମ୍‌ସ କୋଭିଡ୍‌ ହସ୍‌ପିଟାଲ୍‌ରେ ୧୪୮, ଫୁଲବାଣୀରେ ୧୦୧ ଓ ମୟୂରଭଞ୍ଜରେ ୮୪ଜଣଙ୍କୁ ଚକିତ୍ସା କରାଯାଇଛି ।
ଏହି ସବୁ ହସ୍‌ପିଟାଲ୍‌ରେ ରୋଗୀ କେବଳ ଚିକିତ୍ସିତ ହେଉନାହାନ୍ତି, କରୋନା ଆକ୍ରାନ୍ତମାନେ କିମ୍‌ସ ଡାକ୍ତର ଓ ନର୍ସଙ୍କ ସେବାରେ ବ୍ୟାପକ ସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି । ଏଥି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କିଟ୍‌ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଥେଷ୍ଟ ପୂର୍ବରୁ ସଚେତନ ହୋଇ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସହରରେ କୋଭିଡ୍‌ ହସ୍‌ପିଟାଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କ୍ରମେ କିମ୍‌ସରେ ୫ଶହ ଶଯ୍ୟା ଓ ୫୦ଟି ଆଇସିୟୁ ଶଯ୍ୟା ବିଶିଷ୍ଟ କିମ୍‌ସ ଓଡିଶା କୋଭିଡ ହସ୍‌ପିଟାଲ୍‌ ହେଉଛି ଦେଶର ପ୍ରଥମ କୋଭିଡ୍‌ ହସ୍‌ପିଟାଲ୍‌ ଆରମ୍ଭ ହେଲା । ଜୁନ୍‌ ୧୧ ତାରିଖ ସୁଦ୍ଧା ମାତ୍ର ୬୮ ଦିନ ମଧ୍ୟରେ କିମ୍‌ସ ରାଜ୍ୟର ସର୍ବାଧିକ ୧ହଜାର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ଯୋଗାଇ ଦେଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ଏହା ସହିତ ଓଡ଼ିଶା କୋଭିଡ୍‌ ହସ୍‌ପିଟାଲ୍‌ କିମ୍‌ସରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ରୋଗୀ ସେବା କରିଆସୁଥିବା ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି । ଏଭଳି ସେବା କରିବା ପାଇଁ କିମ୍‌ସକୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କିମ୍‌ସ ଦ୍ୱାରା ପରିଚାଳିତ ଏହି ୩ଟି ଯାକ ହସ୍‌ପିଟାଲ୍‌ ଭବିଷ୍ୟତରେ ମଧ୍ୟ ଓଡ଼ିଶାର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ରହିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
Previous Post

ଚୂଡ଼ାନ୍ତ ସୋପାନରେ ରଥ ନିର୍ମାଣ

Next Post

ରେକର୍ଡ; ଦିନକରେ ୨୨୫ କରୋନା ଆକ୍ରାନ୍ତ

Next Post
ରେକର୍ଡ;  ଦିନକରେ ୨୨୫ କରୋନା ଆକ୍ରାନ୍ତ

ରେକର୍ଡ; ଦିନକରେ ୨୨୫ କରୋନା ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA