କାହାଠାରୁ କେତେ ପୁଞ୍ଜି
– ହଳଦିଆ ପେଟ୍ରୋକେମିକାଲସ୍ ଲିମିଟେଡ଼- ୭୦,୦୦୦ କୋଟି – ୩୧,୦୦୦ ନିଯୁକ୍ତି
– ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ- ୬୦,୯୫୦ କୋଟି– ୩,୪୧,୬୫୦ ନିଯୁକ୍ତି
– ମହାନଦୀ କୋଲଡଫିଲଡସ୍ ଲିମିଟେଡ଼-୫୮,୭୯୭ କୋଟି– ୧, ୦୪,୮୯୬ ନିଯୁକ୍ତି
– ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ(ସେଲ୍)-୪୧,୦୪୦ କୋଟି– ୫,୦୦୦ ନିଯୁକ୍ତି
– ନାଲକୋ- ୩୭,୮୬୧ କୋଟି – ୪,୬୦୧ ନିଯୁକ୍ତି
– ବେଦାନ୍ତ ଲିମିଟେଡ଼-୧୫,୬୭୮ କୋଟି– ୨୦,୬୯୪ ନିଯୁକ୍ତି
– ଆଦିତ୍ୟ ବିର୍ଲା ଗ୍ରୁପ୍-୧୪,୫୦୦ କୋଟି– ୧,୫୫୦ ନିଯୁକ୍ତି
– ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ଼- ୧୦,୨୭୩.୫୯ କୋଟି– ୮୨୯ ନିଯୁକ୍ତି
– ଟାଟା ଷ୍ଟିଲ୍- ୧୦,୦୦୦ କୋଟି– ୩,୦୦୦ ନିଯୁକ୍ତି
କୋଉଥିରେ କେତେ ପୁଞ୍ଜି
– ମିନେରାଲ୍, ମେଟାଲସ୍ ଆଣ୍ଡ ମେଟାଲ୍ ଡାଉନଷ୍ଟ୍ରିମ୍- ୨,୩୬,୪୩୫.୫୧ କୋଟି– ୧୮୮,୬୩୫ କର୍ମନିଯୁକ୍ତି
– ଫର୍ଟିଲାଇଜର,ରିଫାଇନାରି,ପେଟ୍ରୋକେମିକାଲ,କେମିକାଲ୍ ଆଣ୍ଡ ପ୍ଲାଷ୍ଟିକ୍- ୧,୩୫,୩୦୯.୩୧ କୋଟି– ୭୩,୨୦୫ ନିଯୁକ୍ତି
– ଲଜିଷ୍ଟିକସ୍ ଆଣ୍ଡ ଇନଫ୍ରାଷ୍ଟ୍ରକଚର- ୧୯,୧୨୪.୧୦ କୋଟି– ୨୫,୭୩୧ ନିଯୁକ୍ତି
– ଇଣ୍ଡଷ୍ଟ୍ରିଆଲ୍ ପାର୍କସ୍- ୮,୪୩୨ କୋଟି– ୧,୪୧,୮୦୦ ନିଯୁକ୍ତି
– କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ- ୫,୨୨୫.୯୨ କୋଟି– ୪୧,୬୭୦ ନିଯୁକ୍ତି
– ଆଇଟି ଏବଂ ଇଏସଡିଏମ୍- ୩,୯୧୮.୯୫ କୋଟି– ୪୨,୩୭୩ ନିଯୁକ୍ତି
– ଗ୍ଲାସ୍- ୩,୩୦୦ କୋଟି– ୨୩,୪୦୦ ନିଯୁକ୍ତି
– ହେଲଥ୍ କେୟାର୍- ୨,୯୧୪ କୋଟି– ୩,୩୬୫ ନିଯୁକ୍ତି
– ପାୱାର୍ ଆଣ୍ଡ ରିନ୍ୟୁବେଲ୍ ଏନର୍ଜି- ୨,୦୨୫ କୋଟି– ୧୭,୯୧୫ ନିଯୁକ୍ତି
– ପ୍ରତିରକ୍ଷା- ୧,୬୫୦ କୋଟି– ୧୧,୨୦୦ ନିଯୁକ୍ତି
– ଟେକ୍ସଟାଇଲ୍ ଆଣ୍ଡ ଆପାରାଲ୍- ୫୮୯.୪୦ କୋଟି– ୧୮,୮୦୫ ନିଯୁକ୍ତି
– ପର୍ଯ୍ୟଟନ- ୨୮୪.୯୮ କୋଟି– ୨,୪୪୧ ନିଯୁକ୍ତି
– ଇଲେକଟ୍ରିକ୍ ଭେଇକିଲ୍- ୨୦୨.୪୧ କୋଟି– ୫୮୨ ନିଯୁକ୍ତି
– ଗବେଷଣା ଏବଂ ଦକ୍ଷତା ବିକାଶ- ୧୧୦ କୋଟି-୨୫୦ ନିଯୁକ୍ତି
– ବର୍ଯ୍ୟ ପରିଚାଳନା- ୫୨ କୋଟି- ୭୫ ନିଯୁକ୍ତି
ସମୁଦାୟ ପୁଞ୍ଜି- ୪,୧୯,୫୭୪.୫୩ କୋଟି
କର୍ମନିଯୁକ୍ତି-୫,୯୧,୪୪୭