Monday, May 25, 2026 05:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ

by Our Correspondent
28 Jul, 2020- 05:49 PM
in Latest News, News
1 min read
0
କ୍ୟାପିଟାଲ୍ ହସ୍ପିଟାଲ୍ ରେ ପ୍ଲାଜମା ବ୍ୟାଙ୍କ
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଏହା ହେଉଛି ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ । ଗତ ୧୫ ତାରିଖରେ କଟକଏସସିବି ମେଡ଼ିକାଲ୍ କଲେଜରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହୋଇଥିଲା । ଆସନ୍ତାକାଲି ରାଉରକେଲା ଆଇଜିଏଚ୍ ରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବ । ପରେ ପରେ ବ୍ରହ୍ମପୁର ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ ।
କୋଭିଡ୍ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ପ୍ଲାଜମାରେ ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା କରାଯାଏ । ରାଜ୍ୟରେ ଏହାର ସୁଫଳ ମିଳିଛି । କଟକର ଜଣେ ଗୁରୁତର ଆକ୍ରାନ୍ତ ମହିଳା ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଇତିମଧ୍ୟରେ ଘରକୁ ଫେରିଛନ୍ତି । ଅନ୍ୟ କେତେ ଜଣ ଗୁରୁତର ରୋଗୀ ଏହି ଚିକିତ୍ସା ବଳରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ।
ପ୍ଲାଜମା ଥେରାପି ଚିକିତ୍ସା ହେଉଛି, କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମାକୁ ଗୁରୁତର କରୋନା ଆକ୍ରାନ୍ତଙ୍କ ଦେହରେ ଇଂଜେକ୍ଟ କରାଯିବା । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଦେହରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ିକୁ ପ୍ଲାଜମା ଜରିଆରେ ଗୁରୁତର ରୋଗୀଙ୍କୁ ଦିଆଯିବା ଦ୍ୱାରା ତାଙ୍କ ଦେହରେ ଏହି ଆଣ୍ଟିବଡ଼ି ଗୁରୁତର ରୋଗୀଙ୍କୁ ଆରୋଗ୍ୟ କରିଥାଏ । ଜଣେ ବ୍ୟକ୍ତିଙ୍କ ପ୍ଲାଜମାରେ ଦୁଇଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଉଛି ।
ପ୍ଲାଜମା ଦାନକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାରୀ କଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି ।
Previous Post

ଆଜି ୧୨୧୫ ପଜିଟିଭ୍, ୭ ମୃତ: ଗଞ୍ଜାମ ନିକଟତର ଖୋର୍ଦ୍ଧା ଜିଲ୍ଲା

Next Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଡ୍ୟୁଟିରେ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ୫୦ ଲକ୍ଷ

Next Post
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଡ୍ୟୁଟିରେ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ୫୦ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଡ୍ୟୁଟିରେ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ୫୦ ଲକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA