Thursday, April 30, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗଠନ ହେଲା ଓବିସି କମିଶନ,ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଅଧ୍ୟକ୍ଷ

by Our Correspondent
12 Feb, 2020- 08:16 PM
in Latest News, News
1 min read
0
ଗଠନ ହେଲା ଓବିସି କମିଶନ,ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଅଧ୍ୟକ୍ଷ
ଭୁୁବନେଶ୍ୱର: ରାଜ୍ୟ ସରକାର ଗଠନ କରିଛନ୍ତି ଓବିସି କମିଶନ । ଏହାର ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଫେସର ନବନୀତା ରଥ, ପ୍ରଫେସର ଡ. ମିତାଲି ଚିନରା ଏବଂ ଡ. ପ୍ରସନ୍ନ କୁମାର ପାତ୍ରଙ୍କୁ କମିଶନ ସଦସ୍ୟ କରାଯାଇଛି । ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ସଦସ୍ୟ ସଚିବ ଭାବେ ମନୋନୀତ କରାଯାଇଛି ।
ଓବିସି କମିଶନ ର ନବନିଯୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଅବସର ନେଇଛନ୍ତି । ୨୦୧୨ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ଯାଏଁ ଓସିଡିଆରସି ଅଧ୍ୟକ୍ଷ ଥିଲେ । କମିଶନର ଅନ୍ୟ ତିନି ସଦସ୍ୟ ପ୍ରଫେସର ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡ. ମିତାଲି ଚିନରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଉକ୍ରଳ ବିଶ୍ୱବିଦ୍ୟାଳୟର ଯଥାକ୍ରମେ ସୋସିଓଲୋଜି, ଆପ୍ଲାଏଡ଼ ଇକୋନମିକସ୍ ଏବଂ ଆନ୍ଥୋ୍ରପୋଲୋଜି ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ । ନିଜ ନିଜ କ୍ଷେତ୍ରରେ ସେମାନଙ୍କର ବିଶେଷ ଦକ୍ଷତା ଓ ଗବେଷଣା ରହିଛି ।
ଓଡ଼ିଶା ରାଜ୍ୟ ଓବିସି ଆକ୍ଟ ୧୯୯୩ ର ପ୍ରାବଧାନ ଅନୁଯାୟୀ ସରକାର ଏହି କମିଶନ ଗଠନ କରିଛନ୍ତି ।
ସୂଚନାଯୋଗ୍ୟ, ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାର ସହନଶୀଳ ନୁହେଁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଓବିସି ଜାତୀୟ କମିଶନ ଅଧ୍ୟକ୍ଷ ଭଗବାନ ଲାଲ୍ ସାହାନୀ ଗତକାଲି ସରକାରଙ୍କୁ ସମାଲୋଚନା କରିଥିଲେ । ଓବିସି କମିଶନ ଗଠନରେ ସରକାରଙ୍କ ବିଳମ୍ବକୁ ନେଇ ମଧ୍ୟ ସମାଲୋଚନା କରିଥିଲେ ।
Previous Post

ଫୋକସ୍ କୁ ଆସିଲା ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ

Next Post

ମା-ଝିଅ ହତ୍ୟା ମାମଲାରେ ଫସିଲେ ଅନୁପ ସାଏ

Next Post
ମା-ଝିଅ ହତ୍ୟା ମାମଲାରେ ଫସିଲେ ଅନୁପ ସାଏ

ମା-ଝିଅ ହତ୍ୟା ମାମଲାରେ ଫସିଲେ ଅନୁପ ସାଏ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA