Thursday, April 30, 2026 06:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମା-ଝିଅ ହତ୍ୟା ମାମଲାରେ ଫସିଲେ ଅନୁପ ସାଏ

by Our Correspondent
13 Feb, 2020- 04:19 PM
in Latest News, News
1 min read
0
ମା-ଝିଅ ହତ୍ୟା ମାମଲାରେ ଫସିଲେ ଅନୁପ ସାଏ

ବିଜେଡ଼ିରୁ ବିଦା ହେଲେ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି । ଗତକାଲି ରାତିରେ ବ୍ରଜରାଜନଗର ଅନ୍ତର୍ଗତ ନିଜ ଗାଁ ପାଖ ସାଇମନ୍ଦିରରେ ଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା । ୪ ବର୍ଷ ତଳେ ଘଟିଥିବା ଏକ ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ତେବେ ଏ ସମ୍ପର୍କରେ କୌଣସି ଠୋସ୍ ସୂଚନା ମିଳିନାହିଁ ।
ଘଟଣାରୁ ଜଣାପଡ଼ିଛି, ୨୦୧୬ ମସିହା ଏପ୍ରିଲ୍ ମାସରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତରୁ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(୧୪)ଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । କେହି ସେମାନଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲା । ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଜିବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ପ୍ରବଳ ଖୋଳତାଡ଼ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲା । ତେବେ ଘଟଣାକୁ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ପୁଲିସକୁ କିଛି ସୁରାକ୍ ମିଳିଛି । କଂଗ୍ରେସର ପୂର୍ବତନ ଟାଣୁଆ ବିଧାୟକ ତଥା ଏବେକାର ବିଜେଡ଼ି ନେତାଙ୍କୁ ପୁଲିସ ଉଠାଇ ନେଇଥିବାରୁ ମାମଲାର ଗମ୍ଭୀରତା ବାରି ହୋଇଯାଉଛି ।
ରାୟଗଡ଼ ଜିଲ୍ଲା ଚକ୍ରଧରପୁର ଥାନା ପୁଲିସ ଅନୁପଙ୍କୁ ଅଟକ ରଖି ପଚରାଉଚୁରା ପରେ ଗୁରୁବାର ରାତିରେ ଗିରଫ କରିଛି । ତେବେ ଏହି ଘଟଣାରେ ଅନୁପଙ୍କର କେଉଁଭଳି ସଂପୃକ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।
ସୂଚନାଯୋଗ୍ୟ, ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅନୁପ । ୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡ଼ିରେ ମିଶିଥିଲେ ଏବଂ ବିଜେଡ଼ି ଟିକେଟରେ ବ୍ରଜରାଜନଗରରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଚଳିତଥର ସେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ କରାଯାଇଥିଲା ।

ତେବେ ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ପୁଲିସ ଧରିବା ପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଇ ଦେବା ସହ ଦଳରୁ ବହିଷ୍କୃତ କରିଛନ୍ତି । ତତକ୍ଷଣାତ୍ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

Previous Post

ଗଠନ ହେଲା ଓବିସି କମିଶନ,ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଅଧ୍ୟକ୍ଷ

Next Post

ମାର୍କେଟ୍ ର ନୂଆ ପ୍ଲେୟାର୍ ‘ନନ୍ଦିଘୋଷ’, ଚାଲେଞ୍ଜ ଅନେକ

Next Post
ମାର୍କେଟ୍ ର ନୂଆ ପ୍ଲେୟାର୍ ‘ନନ୍ଦିଘୋଷ’, ଚାଲେଞ୍ଜ ଅନେକ

ମାର୍କେଟ୍ ର ନୂଆ ପ୍ଲେୟାର୍ ‘ନନ୍ଦିଘୋଷ’, ଚାଲେଞ୍ଜ ଅନେକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA