ଗତସପ୍ତାହର ଟିଆରପି ରେଟିଂ ଆଜି ଆସିଛି । ବାର୍କ ର ସମୁଦାୟ ଦର୍ଶକ(ନମୁନା) ମଧ୍ୟରୁ ଓଟିଭିକୁ ୧୦୬.୩୯% ଦର୍ଶକ ଦେଖିଥିଲା ବେଳେ କଳିଙ୍ଗ ଟିଭିକୁ ୪୨.୨୩% ଦର୍ଶକ ଏବଂ କନକ ନ୍ୟୁଜ୍ ୨୬.୪୮% ଦର୍ଶକ ଦେଖିଛନ୍ତି । ୧୫+ ବର୍ଗ ମଧ୍ୟରେ ଓଟିଭିକୁ ୧୨୦.୪୯% ଦର୍ଶକ, କଳିଙ୍ଗ ଟିଭିକୁ ୪୭.୪୪% ଦର୍ଶକ ଏବଂ କନକ ନ୍ୟୁଜ୍ ୨୯.୬୦% ଦର୍ଶକ ଦେଖିଛନ୍ତି । ଦର୍ଶକ ସଂଖ୍ୟା ଦେଖିଲେ, ଓଟିଭିକୁ ୨,୫୭, ୦୫, ୦୦୦ ଦର୍ଶକ, କଳିଙ୍ଗ ଟିଭିକୁ ୧,୦୨, ୦୪,୦୦୦ ଏବଂ କନକ ନ୍ୟୁଜ୍ କୁ ୬୩,୯,୦୦୦ ଦର୍ଶକ ଦେଖିଛନ୍ତି । ତାଲିକାରେ ନ୍ୟୁଜ୍ ୧୮ ଓଡ଼ିଆ ଚତୁର୍ଥ ସ୍ଥାନ ଏବଂ ନ୍ୟୁଜ୍ ୭ ପଞ୍ଚମ ସ୍ଥାନରେ ଅଛି ।


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA