Monday, May 25, 2026 12:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗହଣା, ରିଅଲ୍ ଇଷ୍ଟେଟ୍ ବେପାରରେ ହାକିମଙ୍କ ଟଙ୍କା !

by Our Correspondent
17 Mar, 2018- 12:24 PM
in Latest News, News
1 min read
0
ଗହଣା, ରିଅଲ୍ ଇଷ୍ଟେଟ୍ ବେପାରରେ ହାକିମଙ୍କ ଟଙ୍କା !
ଭୁବନେଶ୍ୱର: ଭୁବନେଶ୍ୱରର ଦୁଇଟି ନାମୀ ସୁନାଗହଣା ଦୋକାନରେ ଲାଗିଛି ପ୍ରଭାବଶାଳୀ ପୁଲିସ ହାକିମଙ୍କ ଟଙ୍କା । ବର୍ଷ ବର୍ଷ ଧରି ନିଜର ରୋଜଗାରକୁ ସେମାନେ ଏହି ବେପାରରେ ଖଟାଇଛନ୍ତି । ସେଥିରୁ ଲାଭ ଆକାରରେ ଆସୁଛି ବାର୍ଷିକ କୋଟି କୋଟି ଟଙ୍କା । ଏଥିସହ ଭୁବନେଶ୍ୱରର କିଛି ବଡ଼ ବଡ଼ ରିଅଲ୍ ଇଷ୍ଟେଟ୍ ରେ ଲାଗିଛି ପ୍ରଭାବଶାଳୀ ବାବୁଙ୍କ ଟଙ୍କା । ଏବେକୁ ରିଅଲ୍ ଇଷ୍ଟେଟ୍ ବେପାର ଧିମେଇ ଯାଇଥିଲେ ମଧ୍ୟ ସେମାନଙ୍କୁ ଫରକ୍ ପଡ଼ିନି । ଗୁଇନ୍ଦା ସୂତ୍ରରୁ ଏଭଳି ସୂଚନା ପାଇ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ସଂପୃକ୍ତ ବାବୁମାନଙ୍କ ଉପରେ ସରକାର ତୀକ୍ଷ୍ମ ନଜର ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ସେହି ବାବୁମାନେ କିଏ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ପରେ ଭୁବନେଶ୍ୱରରୁ ଏକ ନାମୀ ଗହଣା ଦୋକାନରୁ ଏହାର ଚେର ମିଳିଥିଲା । ଦୋକାନ ସଟର୍ ବାହାରୁ ବନ୍ଦ ଥାଇ ଭିତରେ ଜଣେ ମହିଳା ସୁନା କିଣୁଥିବା ବେଳେ ଧରାପଡ଼ିଥିଲେ । ସଂପୃକ୍ତ ମହିଳାଜଣଙ୍କ ଜଣେ ଆଇପିଏସ୍ ଅଫିସରଙ୍କ ପତ୍ନୀ ବୋଲି ଚର୍ଚ୍ଚା ହୋଇଥିଲା । ପୁଲିସ ମାମଲାକୁ ରଫାଦଫା କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ କରିଥିବା ଜଣାପଡ଼ିଛି । ସେଥିରୁ ଅନେକ ସଙ୍ଗୀନ କାରବାରର ସନ୍ଧାନ ମିଳିଥିବା ଜଣେ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ଭୁବନେଶ୍ୱରର ଦୁଇଟି ନାମୀ ସୁନାଗହଣା ଦୋକାନରେ ୨ ଜଣ ପୁଲିସ ହାକିମଙ୍କ ଟଙ୍କା ଲାଗିଥିବା ବେଳେ ରିଅଲ୍ ଇଷ୍ଟେଟ୍ ବେପାରରେ ୩ ଜଣ ବ୍ୟୁରୋକ୍ରାଟ୍ ଙ୍କ ଟଙ୍କା ଲାଗିଥିବା ସେ ସୂଚନା ଦେଇଛନ୍ତି ।
ଖାଲି ସେତିକି ନୁହେଁ, ଏହି ଘରୋଇ ଗହଣା ଦୋକାନର ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିବା ଏକ ବାହାର ସଂସ୍ଥାର ଗହଣା ଦୋକାନ ଉପରେ ସେମାନଙ୍କ ଆଖିପଡ଼ିଛି । ନିଜ ବେପାରରେ କଣ୍ଟା ସାଜିଥିବା ଏହି ଦୁଇ ଘରୋଇ ସଂସ୍ଥା ସଂପୃକ୍ତ ବାହାର ସଂସ୍ଥାକୁ ନାଲିଆଖି ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ପ୍ରଭାବଶାଳୀ ବାବୁଙ୍କ ଛତ୍ରଛାୟା ତଳେ ଏହା ଚାଲୁଛି ବୋଲି ଅଭିଯୋଗ ହୋଇଥିବାରୁ ରାଜ୍ୟ ସରକାର ଖୋଳତାଡ଼ ଆରମ୍ଭ କରିଥିବା ସଂପୃକ୍ତ ଅଧିକାରୀ କହିଛନ୍ତି । ସଂପୃକ୍ତ ହାକିମ ଏବଂ ବାବୁମାନଙ୍କ ସାଧୁତା ଓ ବିଶ୍ୱସନୀୟତା ଉପରେ ସରକାରଙ୍କର ବହୁ ପୂର୍ବରୁ ସନ୍ଦେହ ଥିବା ସେ ସୂଚନା ଦେଇଛନ୍ତି ।
Previous Post

ଓଡ଼ିଶାରେ ରାଷ୍ଟ୍ରପତି

Next Post

ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ

Next Post
ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ

ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA