Monday, May 25, 2026 04:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର

by Our Correspondent
27 Feb, 2018- 04:07 PM
in Latest News, News
1 min read
0
ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର
ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ଝାମେଲାର ଅନ୍ତ ଘଟିଛି । ବ୍ୟାପକ ତଦନ୍ତ ପରେ ଦୁବାଇ ପବ୍ଲିକ୍ ପ୍ରସ୍ୟୁକୁଟର୍ ମାମଲାରେ ଡୋରି ପକାଇଛନ୍ତି । ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର ପାଇଁ ଅନୁମତି(ଏନଓସି) ଦେଇଛନ୍ତି । ଏହାସହ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇ ଆସିବାକୁ ନେଇ ଲାଗିରହିଥିବା ଅନିଶ୍ଚିତାର ଅବସାନ ଘଟିଛି । ପାର୍ଥିବ ଶରୀରକୁ ଧରି ଅନିଲ୍ ଅମ୍ବାନୀଙ୍କ ଚାର୍ଟର୍ ବିମାନ ଦୁବାଇ ସମୟ ଅପରାହ୍ନ ୫ଟାରେ ଏୟାରପୋର୍ଟ ଛାଡ଼ିବ । ମୁମ୍ବାଇରେ ରାତି ୧୦ଟାରେ ବିମାନ ପହଞ୍ଚିବ । ଆଜି ରାତି ଓ ସକାଳେ ପାର୍ଥିବ ଶରୀରକୁ ସାଧାରଣ ଦର୍ଶନ ନିମନ୍ତେ ରଖାଯାଇ ଆସନ୍ତାକାଲି ଅପରାହ୍ନରେ ସତ୍କାର କରାଯିବ ।
ଶନିବାର ରାତିରେ ଦୁବାଇ ହୋଟେଲରେ ଶ୍ରୀଦେବୀଙ୍କର ଅଚାନକ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଥିବା ବେଳେ ମୃତ୍ୟୁର କାରଣକୁ ନେଇ ରହସ୍ୟ ବଢ଼ିଚାଲିଛି । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ କୁହାଯାଇଥିଲେ ମଧ୍ୟ ଗତକାଲି ତାଙ୍କର ଫୋରେନସିକ୍ ରିପୋର୍ଟ ଅଲଗା କଥା କହିଛି । କୁଆଡ଼େ ଦୁର୍ଘଟଣାଜନିତ ଭାରସାମ୍ୟ ହରାଇବାରୁ ସେ ବାଥଟବ୍ ରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ତାଙ୍କ ରକ୍ତରେ ଆଲକୋହଲ୍ ର ସନ୍ଧାନ ମିଳିଥିବା ବି କୁହାଯାଇଛି । ପ୍ରକୃତରେ ଶ୍ରୀବେଦୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିେରେ ହୋଇଛି ତାହା ସ୍ପଷ୍ଟ ହୋଇପାରିନି । ଦୁବାଇ ପୁଲିସ ଓ ପବ୍ଲିକ୍ ପ୍ରସ୍ୟୁକୁଟର୍ ଙ୍କ ତଦନ୍ତ ଫଳାଫଳ ଜଣାପଡ଼ିନାହିଁ ।
ଅନ୍ୟପକ୍ଷରେ ତମାମ ଦେଶରେ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀଦେବୀ ଏକା ହୋଟେଲରେ କାହିଁକି ଥିଲେ ? ମୃତ୍ୟୁ ବେଳେ ହୋଟେଲ ରୁମ୍ ରେ ସ୍ୱାମୀ ବୋନି କପୁର ଥିଲେ କି ? ବାଥରୁମ୍ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ପ୍ରଥମେ କିଏ ଦେଖିଥିଲେ ? ଶ୍ରୀଦେବା ନିଶାଗ୍ରସ୍ତ ଥିବାର ପ୍ରମାଣ ସ୍ୱାମୀଙ୍କ ପାଖରେ ଅଛି କି ? ଶ୍ରୀଦେବୀ ମଦ୍ୟପାନ କରନ୍ତି କି ? ମାସିଭ୍ କାର୍ଡିଆକ୍ ଆରେଷ୍ଟରେ ମୃତ୍ୟୁ ଘଟିଥିବା ପ୍ରଥମେ କିଏ କହିଥିଲେ ? ଡାକ୍ତର ନା ପରିବାର ଲୋକ ? ଫୋରେନସିକ୍ ରିପୋର୍ଟରେ ଆସିଥିବା ଆକ୍ସିଡେଣ୍ଟାଲ୍ ଡ୍ରାଉନିଂ ବିଶ୍ୱାସଯୋଗ୍ୟ ତ ? ଏମିତି ଅନେକ ପ୍ରଶ୍ନ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି ।
ତେବେ ସେ ଯାହା ହେଉ, ମାମଲାରେ ଦୁବାଇ ପବ୍ଲିକ୍ ପ୍ରୋସିକୁ୍ୟଟର ପୂର୍ଣ୍ଣଚ୍ଛେଦ ଟାଣି ଶବ ହସ୍ତାନ୍ତର କରିବା ଖାଲି ସ୍ୱର୍ଗତ ଶ୍ରୀଦେବୀଙ୍କ ପରିବାରବର୍ଗ, ବନ୍ଧୁ, ପରିଜନ ନୁହଁନ୍ତି କୋଟି କୋଟି ଶ୍ରୀଦେବୀ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି । ସେମାନଙ୍କର ପ୍ରିୟ ସୁପରଷ୍ଟାର୍ ଙ୍କ ଅନ୍ତମ ଦର୍ଶନ ପାଇଁ ସେମାନେ ଜଗି ବସିଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତି ସରିଗଲାଣି । ସମୟ ଗଡ଼ିବା ସହ ଶ୍ରୀଦେବୀଙ୍କୁ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି ।
Previous Post

ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !

Next Post

କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି

Next Post
କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି

କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA