Friday, April 17, 2026 03:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

by Our Correspondent
15 Jul, 2017- 05:41 PM
in Latest News
1 min read
0
ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ପ୍ରତି ଅସୌଜନ୍ୟ ଆଚରଣ ରାଜ୍ୟ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ବାର୍ କାଉନସିଲ୍ ଅଫ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବାର୍ କାଉନସିଲ୍ ର ୭ ଜଣ ବରିଷ୍ଠ ସଭ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ରାଜ୍ୟ ବାର୍ କାଉନସିଲ୍ ସଭ୍ୟ ପଦରୁ ସେମାନଙ୍କୁ କାହିଁକି ବହିଷ୍କାର କରା ନ ଯିବ ତାହାର ଜବାବ ମଗାଯାଇଛି । ୧୫ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ର ଜବାବ ରଖିବାକୁ ବାର୍ କାଉନସିଲ୍ ଅଫ ଇଣ୍ଡିଆର ଯୁଗ୍ମ ସଚିବ ଅଶୋକ କୁମାର ପାଣ୍ଡେ ଗତ ୧୨ ତାରିଖରେ ଚିଠି କରିଛନ୍ତି । କାରଣଦର୍ଶାଅ ନୋଟିସ୍ ଜାରି ପାଇଥିବା ସଭ୍ୟମାନେ ହେଲେ ସୀତାଶୁଂ ଦ୍ୱିବେଦୀ, ଅସୀମ ଅମିତାଭ ଦାଶ, ଜ୍ଞାନରଂଜନ ମହାନ୍ତି, ନିରଞ୍ଜନ ପଣ୍ଡା, ବିଭୂପ୍ରସାଦ ତ୍ରିପାଠୀ, ଅରୂପାନନ୍ଦ ଦାସ ଏବଂ ମାନସ କୁମାର ଚାନ୍ଦ ।

ଗତ ଏପ୍ରିଲ୍ ୨୨ ତାରିଖରେ ଆଇନଜୀବୀମାନଙ୍କର ଏକ ଜାତୀୟ କନଭେନସନ୍ ଆୟୋଜିତ ହୋଇଥିଲା ଭୁବନେଶ୍ୱରରେ । ୧୭ ଟି ରାଜ୍ୟରୁ ୩୦୦ ପ୍ରତିନିଧି ସେଥିରେ ଯୋଗଦେଇଥିଲେ । ଓଡ଼ିଶା ବାର୍ କାଉନସିଲ୍ ଏହାର ଆୟୋଜନ କରିଥିଲା । ଲ’ କମିସନ୍ ଅଫ ଇଣ୍ଡିଆର ଆଡଭୋକେଟସ୍ ଆକ୍ଟ,୧୯୬୧ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଏହି କନଭେନସନ୍ ଡକାଯାଇଥିଲା । ତେବେ ଆଇନଜୀବୀମାନେ ଏହି ସଂଶୋଧନ ପ୍ରସ୍ତାବକୁ ପ୍ରବଳ ବିରୋଧ କରିଥିଲେ । ପ୍ରାୟ ସବୁ ରାଜ୍ୟର ବାର୍ କାଉନସିଲ୍ ଏହି ସଂଶୋଧନ ବିଲ୍ ବିପକ୍ଷରେ ମତ ଦେଇଥିଲେ । ଏହି ସଂଶୋଧନ ଆଇନଜୀବୀମାନଙ୍କ ସ୍ୱାଧୀନତାକୁ କ୍ଷୂର୍ଣ୍ଣ କରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ତେବେ କନଭେନସନ୍ ରେ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଅଧ୍ୟକ୍ଷ ମନନ କୁମାର ମିଶ୍ର ଭାଷଣ ଦେବାକୁ ଗଲାବେଳେ ତାଙ୍କୁ ପ୍ରବଳ ବିରୋଧ ହୋଇଥିଲା । ଓକିଲମାନେ ତାଙ୍କୁ ଠେଲାପେଲା କରି କହିବାର ସୁଯୋଗ ଦେଇ ନ ଥିଲେ । ଏହି ମାମଲାରେ ଓଡ଼ିଶା ବାର୍ କାଉନସିଲ୍ ର ଉପରୋକ୍ତ ୭ ଜଣ ବରିଷ୍ଠ ସଭ୍ୟଙ୍କୁ ବାର୍ କାଉନସିଲ୍ ଅଫ ଇଣ୍ଡିଆ ଦୋଷୀ ଦର୍ଶାଇଛି ।

Continue Reading
Previous Post

ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନରେ ୫୦ କୋଟିର ସ୍କାମ୍ !

Next Post

ବନ୍ୟାରେ ଭାସିଲା କଲ୍ୟାଣସିଂହପୁର, ଆହୁରି ପ୍ରବଳ ବର୍ଷିବ

Next Post
ବନ୍ୟାରେ ଭାସିଲା କଲ୍ୟାଣସିଂହପୁର, ଆହୁରି ପ୍ରବଳ ବର୍ଷିବ

ବନ୍ୟାରେ ଭାସିଲା କଲ୍ୟାଣସିଂହପୁର, ଆହୁରି ପ୍ରବଳ ବର୍ଷିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA