Wednesday, April 29, 2026 07:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜିଲ୍ଲା ଯୋଜନା କମିଟି ମୁଖିଆ ତାଲିକାରେ ୧୭ ମନ୍ତ୍ରୀ, ୧୨ ବିଧାୟକ

by Our Correspondent
09 Aug, 2019- 10:12 PM
in Latest News, News
1 min read
0
ଜିଲ୍ଲା ଯୋଜନା କମିଟି ମୁଖିଆ ତାଲିକାରେ ୧୭ ମନ୍ତ୍ରୀ, ୧୨ ବିଧାୟକ
ଭୁବନେଶ୍ୱର: ଜିଲ୍ଲା ଯୋଜନା କମିଟି ଗୁଡ଼ିକର ପୁର୍ନଗଠନ କରାଯାଇଛି । ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରୁ ସଂପୃକ୍ତ ଆଶାୟୀ ମନ୍ତ୍ରୀମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୌଭାଗ୍ୟ ପାଇଛନ୍ତି । ତେବେ ୧୭ ଜଣ ମନ୍ତ୍ରୀଙ୍କୁ ନେଇ ଏହି ତାଲିକାରେ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, କନିଷ୍ଠ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପ୍ରେମାନନ୍ଦ ନାୟକଙ୍କ ନାଁ ନାହିଁ । ଓଲଟି ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ଦେବଗଡ଼ ଓ କେନ୍ଦୁଝର ଦୁଇଟିଯାକ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଗତ ସରକାରରେ ୧୬ ଜଣ ଦଳୀୟ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ଏଥର ବିଧାୟକ ସଂଖ୍ୟା ୧୨କୁ ଖସିଆସିଛି ।
କିଏ କେଉଁ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ
ପ୍ରତାପ ଜେନା- ମୟୁରଭଞ୍ଜ
ଅନନ୍ତ ଦାସ- ବାଲେଶ୍ୱର
ବ୍ୟୋମକେଶ ରାୟ- ଭଦ୍ରକ
ସମୀର ରଞ୍ଜନ ଦାଶ- ଯାଜପୁର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କେନ୍ଦ୍ରାପଡ଼ା
ପ୍ରଶାନ୍ତ କୁମାର ମୁଦୁଲି- ଜଗତସିଂହପୁର
ଡାକ୍ତର ପ୍ରମୋଦ କୁମାର ମଲ୍ଲିକ- କଟକ
ନିରଞ୍ଜନ ପୂଜାରୀ- ପୁରୀ
ପ୍ରଶାନ୍ତ କୁମାର ଜଗଦ୍ଦେବ- ଖୋର୍ଦ୍ଧା
ସତ୍ୟନାରାୟଣ ପ୍ରଧାନ- ନୟାଗଡ଼
ଶ୍ରୀକାନ୍ତ ସାହୁ- ଗଞ୍ଜାମ
ମହୀଧର ରଣା- ବୌଦ୍ଧ
ଜଗନ୍ନାଥ ସାରକା- ଗଜପତି
ବିକ୍ରମ କେଶରୀ ଆରୁଖ- କନ୍ଧମାଳ
ସୁଦାମ ମାରାଣ୍ଡି- ସୋନପୁର
ଶ୍ରୀମତୀ ପଦ୍ମିନୀ ଦିଆନ- ରାୟଗଡ଼ା
ରଘୁରାମ ପଡ଼ଲ- କୋରାପୁଟ
ରଘୁନନ୍ଦନ ଦାସ- ନବରଙ୍ଗପୁର
ତୁଷାରକାନ୍ତି ବେହେରା- ମାଲକାନଗିରି
ରାଜେନ୍ଦ୍ର ଢ଼ୋଲକିଆ- ନୂଆପଡ଼ା
ନବ କିଶୋର ଦାସ- ବଲାଙ୍ଗୀର
ଦେବେଶ ଆଚାର୍ଯ୍ୟ- ବରଗଡ଼
ସୁଶାନ୍ତ ସିଂ- ସମ୍ବଲପୁର
ପଦ୍ମନାଭ ବେହେରା- ଝାରସୁଗୁଡ଼ା
ସାରଦା ପ୍ରସାଦ ନାୟକ- ସୁନ୍ଦରଗଡ଼
ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୁଳ
ଦିବ୍ୟଶଙ୍କର ମିଶ୍ର- ଢ଼େଙ୍କାନାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ- ଦେବଗଡ଼/କେନ୍ଦୁଝର
ଶ୍ରୀମତୀ ଟୁକୁନି ସାହୁ- କଳାହାଣ୍ଡି
Previous Post

ସ୍ୱାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ

Next Post

ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା

Next Post
ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା

ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA