Thursday, April 30, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍

by Our Correspondent
08 Mar, 2019- 05:41 PM
in Latest News, News, Politics
1 min read
0
ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍
ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜୟପୁରଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଭାଷଣ ଦେଇ ରାହୁଲ ଆରମ୍ଭରୁ ରାଫେଲ୍ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, ମୋଦି ଦେଶଭକ୍ତି କଥା କହୁଛନ୍ତି । ହେଲେ ବାୟୁସେନା ଟଙ୍କା ଅମ୍ବାନୀଙ୍କୁ ଦେଉଛନ୍ତି । ଫାଇଟର ପ୍ଲେନ୍ ତିଆରିରେ ଅମ୍ବାନୀଙ୍କ ଅଭିଜ୍ଞତା ନ ଥାଇ ମଧ୍ୟ ତାଙ୍କର ଫାଇଦା ପାଇଁ ମୋଦୀ ଫ୍ରାନ୍ସ କମ୍ପାନୀ ସହ ଡିଲ୍ କରିଥିଲେ । ଅନୀଲ ଅମ୍ବାନୀଙ୍କୁ ମୋଦି ନିଜେ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି ବୋଲି ରାହୁଲ କହିଥିଲେ ।
ସେହିଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନକୁ ସମାଲୋଚନା କରିଥିଲେ ରାହୁଲ । ଏଠି କେଇଜଣ ଅଫିସରଙ୍କୁ ଧରି ନବୀନ ଶାସନ କରୁଛନ୍ତି । ଶାସନର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ ପାଉଛନ୍ତି ବୋଲି ରାହୁଲ କହିଥିଲେ । ଆପଣମାନଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ସର୍ବଦା ଚେଷ୍ଟା କରିଛି ଏବଂ ଆଗକୁ କରିବୁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିଲେ । ରାହୁଲ ତାଙ୍କ ଭାଷଣରେ ଛତିଶଗଡ଼ର ଉଦାହରଣ ଦେଇ କହିଥିଲେ ଯେ ଶିଳ୍ପ ନକଲେ ଜମି ଫେରସ୍ତ ପାଇଁ ଆମେ ଛତିଶଗଡ଼ରେ ନିୟମ କରିଛୁ । ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ୍ ୨୫୦୦ ହୋଇଥିଲା ବେଳେ ଓଡ଼ିଶାରେ ତାହା ୧୬୦୦ ଟଙ୍କା ରହିଛି । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ, ଧାନ କ୍ୱିଣ୍ଟାଲ୍ ୨୫୦୦ରୁ କମ ହେବନି । ୧୦ ଦିନ ମଧ୍ୟରେ ଚାଷୀ ଋଣ ଛାଡ଼ ହେବ ।
ଆଜି ଆର୍ନ୍ତଜାତୀୟ ମହିଳା ଦିବସରେ ମହିଳାଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତିର ସୁଯୋଗ ଛାଡ଼ି ନ ଥିଲେ ରାହୁଲ । ସେ ପ୍ରତିଶ୍ରୁତି ଦେଇଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ଝିଅଙ୍କୁ ବିବାହ କିଟ୍ ଦିଆଯିବ । ବିଧବାଙ୍କ ଭତ୍ତା ରାଶି ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ପେଶାଲ ଅଫିସର ନିଯୁକ୍ତ ହେବେ । ମହିଳାମାନଙ୍କ ପାଇଁ ଫାଇନାନ୍ସିଆଲ୍ କର୍ପୋରେସନ୍ ଗଠନ ହେବ । ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ ବୋଲି ରାହୁଲ କହିଥିଲେ ।
Previous Post

ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ

Next Post

ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ

Next Post
ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ

ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA