Wednesday, April 29, 2026 10:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ

by Our Correspondent
08 Mar, 2019- 05:49 PM
in Latest News, News, Politics
1 min read
0
ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଦାୟିତ୍ୱ
ଭୁବନେଶ୍ୱର: ଚାରି ଦିନ ତଳେ ବିଜେପିରେ ଯୋଗଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ମୁଖପାତ୍ର ପଦରେ ନିଯୁକ୍ତି ଦେଇଛନ୍ତି ଅମିତ୍ ଶାହା । ବୈଜୟନ୍ତଙ୍କ ଏହି ନିଯୁକ୍ତି ତାଙ୍କୁ ବିଜେପିରେ କ୍ଷମତାଶାଳୀ କରିଦେଇଛି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଧର୍ମେନ୍ଦ୍ର ନୁହଁନ୍ତି, ବୈଜୟନ୍ତ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଜେଡ଼ିରୁ ବିତାଡ଼ିତ ବୈଜୟନ୍ତ ବର୍ଷେ କାଳ ନୂଆ ଦଳ ଅନ୍ୱେଷଣରେ ରହିଲା ପରେ ଗତ ୪ ତାରିଖରେ ବିଜେପିରେ ଯୋଗଦେଇଥିଲେ । ବିଜେପିରେ ମିଶିବା ପାଇଁ ସେ ସୁପର୍ ବାର୍ଗେନ୍ ରେ ଥିବା ଚର୍ଚ୍ଚା ହୋଇଥିଲା । ସେହି ଚର୍ଚ୍ଚା ସତ ବୋଲି ଆଜି ପ୍ରମାଣିତ ହୋଇଛି । ବୈଜୟନ୍ତ ଯାହା ଚାହୁଁଥିଲେ ତାଙ୍କୁ ମିଳିଯାଇଛି ।
କୌତୁହଳର କଥା, ବୈଜୟନ୍ତ ଦଳରେ ଯୋଗଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳର କିଛି ମହଲ ବିଚାର କରୁଥିଲେ । ସଂଯୋଗକୁ ମେଲ୍ ଟୁଡ଼େ ନାମକ ଇଂରାଜୀ ଟାବଲଏଡରେ ଏମ.ଆର. ପରାଜଂପେଙ୍କ ଏକ ରାଜନୈତିକ ସମୀକ୍ଷା ପ୍ରକାଶ ପାଇଛି । “ ‘ଜୟ ହୋ’ ଫର୍ ବିଜେପି ଇନ ଓଡ଼ିଶା” ଶୀର୍ଷକ ନିବନ୍ଧରେ ଓଡ଼ିଶାରେ ବୈଜୟନ୍ତ ହିଁ ବିଜେପିକୁ ସଫଳତାର ସିଢ଼ି ଚଢ଼ାଇ ପାରିବେ ବୋଲି କୁହାଯାଇଛି । ଓଡ଼ିଶାରେ ବିଜେପି ବହୁତ ବାଟ ଯିବାର ଅଛି । ନେତାମାନେ ଇର୍ଷା, କନ୍ଦଳ ନ କରି ବୈଜୟନ୍ତଙ୍କୁ ସମର୍ଥନ କଲେ ଯାଇ ଦଳକୁ ସଫଳତା ମିଳିବ ବୋଲି କୁହାଯାଇଛି । ବୈଜୟନ୍ତଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଉପସ୍ଥାପିତ କରୁ ବୋଲି ଲେଖକଙ୍କ ମତ । ଏହି ଲେଖାଟିକୁ ବୈଜୟନ୍ତ ତାଙ୍କ ଟୁଇଟର ବକ୍ସରେ ସ୍ଥାନ ଦେଇ ରିଟୁଇଟ୍ କରିଛନ୍ତି । ଅର୍ଥାତ୍ ଲେଖକଙ୍କ ମତକୁ ବୈଜୟନ୍ତଙ୍କର ପସନ୍ଦ ହୋଇଛି ।
ବୈଜୟନ୍ତଙ୍କର ଅଭିଳାଷ ଯେ ସତ ହୋଇପାରେ ତାହା ତାଙ୍କର ନିଯୁକ୍ତିରୁ ବାରି ହେଉଛି । ଅନ୍ୟପକ୍ଷରେ ଦୀର୍ଘ ୪ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଚାର କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭୂମିକାକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ଆଣିଛି । ପୂର୍ବଭଳି ଦଳରେ ତାଙ୍କର ଶୀର୍ଷ ଭୂମିକା ରହିବ ନା ସେଇ ଜାଗା ବୈଜୟନ୍ତ ନେବେ ତାହା କର୍ମୀମହଲରେ ଆଲୋଚନାର ବିଷୟ ହୋଇଛି । କିଛି ଦିନ ତଳେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମ ତାଙ୍କୁ ଧର୍ମେନ୍ଦ୍ରଙ୍କ ବିକଳ୍ପ କହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରଣ କରିଥିଲା । ତେବେ ପରିବର୍ତ୍ତିତ ସ୍ଥିତିରେ କାହାର କେଉଁ ଭୂମିକା ରହିବ ତାହାକୁ ସମସ୍ତେ ନଜର ରଖିଛନ୍ତି ।
Previous Post

ଜୟପୁରରେ ରାହୁଲଙ୍କ ମୋଦି-ନବୀନ ଆଟାକ୍

Next Post

ବୈଜୟନ୍ତ ବିଜେପି ମୁଖପାତ୍ର ଆଗରୁ ଥିଲେ, ଆଜି ବିଧିବଦ୍ଧ ହେଲା: ବିଜେଡ଼ି

Next Post
ବୈଜୟନ୍ତ ବିଜେପି ମୁଖପାତ୍ର ଆଗରୁ ଥିଲେ, ଆଜି ବିଧିବଦ୍ଧ ହେଲା: ବିଜେଡ଼ି

ବୈଜୟନ୍ତ ବିଜେପି ମୁଖପାତ୍ର ଆଗରୁ ଥିଲେ, ଆଜି ବିଧିବଦ୍ଧ ହେଲା: ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA