Saturday, May 30, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତଦନ୍ତରୁ ସ୍ପଷ୍ଟ: ମୁଖ୍ୟମନ୍ତ୍ରୀଙ୍କୁ ଧମକ ଚିଠି ଦେଇଥିବା କଏଦୀର ମୁଣ୍ଡ ଠିକ୍ ନାହିଁ

by Our Correspondent
04 Sep, 2018- 06:53 PM
in Latest News, News
1 min read
0
ତଦନ୍ତରୁ ସ୍ପଷ୍ଟ: ମୁଖ୍ୟମନ୍ତ୍ରୀଙ୍କୁ ଧମକ ଚିଠି ଦେଇଥିବା କଏଦୀର ମୁଣ୍ଡ ଠିକ୍ ନାହିଁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜେଲ୍ କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହାନର ମାନସିକ ଅସ୍ଥିରତା ରହିଛି । ବଡ଼ ବଡ଼ିଆଙ୍କୁ ଧମକେଇ ଚିଠି ଲେଖିଲେ ସମସ୍ତଙ୍କ ଧ୍ୟାନ ପଡ଼େ ବୋଲି ତା ମୁଣ୍ଡରେ ପଶିଛି । ବହୁ ମନ୍ତ୍ରୀ, ଅଫିସର, ଜଜ୍ ଙ୍କୁ ସେ ଆଗରୁ ଏମିତି ଚିଠି ଦେଇଛି । କିଛି ବର୍ଷ ତଳେ ଓଡ଼ିଶାର ଜଣେ ଜିଲ୍ଲାପାଳଙ୍କୁ ସେ ଧମକଭରା ଚିଠି ଦେଇଥିଲା । ଛତିଶଗଡ଼ ବିଳାସପୁରର ପୁଲିସ ତଦନ୍ତରୁ ଏହା ଜଣାପଡ଼ିଛି । ଓଡ଼ିଶା ପୁଲିସକୁ ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଦିଆଯିବ ବୋଲି ବିଳାସପୁର ଏସପି ଆରିଫ୍ ଶେଖ୍ ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ଅନୁଯାୟୀ ପୁଷ୍ପେନ୍ଦ୍ର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତା ବିରୋଧରେ ୪୨ ଟି ଅପରାଧିକ ମାମଲା ଅଛି । ଏକ ଡକାଏତି ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପୁଷ୍ପେନ୍ଦ୍ର ୨୦୦୯ ମସିହାରୁ ବିଳାସପୁର ସେଣ୍ଟ୍ରାଲ୍ ଜେଲ୍ ରେ ଆଜୀବନ ସଜ୍ଜା କାଟୁଛି ।
ଜେଲ୍ ଭିତରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଦେଇଥିଲା ଏହି ପୁଷ୍ପେନ୍ଦ୍ର । ୫୦ କୋଟି ନ ଦେଲେ ହତ୍ୟା କରାଯିବ ବୋଲି ସେଥିରେ ଧମକ ଦେଇଥିଲା । ଚିଠିଟି ଗତ ୨୫ ତାରିଖରେ ଓଡ଼ିଶା ପୁଲିସ ହାତରେ ପଡ଼ିବା ପରେ ତନାଘନା ଆରମ୍ଭ ହୋଇଥିଲା । ବିଳାସପୁର ସେଣ୍ଟ୍ରାଲ୍ ଜେଲ୍ ରୁ ଚିଠିଟି ଆସିଥିବା ପରିଷ୍କାର ହେଲା ପରେ ସେଠିକା ପୁଲିସର ସହାୟତା ନିଆଯାଇଥିଲା । ଗତ ରବିବାରଠାରୁ ବିଳାସପୁର ପୁଲିସ ଏହାର ଛାନଭିନ୍ ଚଳାଇଛି । ଛାନଭିନ୍ ପରେ ପୁଷ୍ପେନ୍ଦ୍ର ସମ୍ପର୍କରେ ସବୁ ତଥ୍ୟ ପଦାକୁ ଆସିଛି ।
Previous Post

ତେଲ ଦର ଅସମ୍ଭାଳ; ୭ରୁ ବିଜେଡ଼ିର ପ୍ରତିବାଦ ଆନ୍ଦୋଳନ

Next Post

୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍

Next Post
୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍

୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA