Thursday, April 30, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଥରକରେ ୨୦ ପଜିଟିଭ୍; ଗଞ୍ଜାମରୁ ୧୭, ମୟୁରଭଞ୍ଜରୁ ୩

by Our Correspondent
07 May, 2020- 08:05 AM
in Latest News, News
1 min read
0
ଥରକରେ ୨୦ ପଜିଟିଭ୍; ଗଞ୍ଜାମରୁ ୧୭, ମୟୁରଭଞ୍ଜରୁ ୩

ସମସ୍ତେ ସୁରତ ଫେରନ୍ତା

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ସତ । ରାଜ୍ୟରେ କରୋନା କାୟା ବିସ୍ତାର କଲାଣି । ଦକ୍ଷିଣରେ ଗଞ୍ଜାମରୁ ଏକାଥରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଉତ୍ତରରେ ମୟୁରଭଞ୍ଜକୁ କରୋନା ଡେଇଁ ୩ ଜଣଙ୍କୁ ଆକ୍ରାନ୍ତ କରିଛି । ଏହିଭଳି ଭାବେ ଦିନକରେ ନୂଆ ୨୦ କରୋନା ପଜିଟିଭ୍ ଙ୍କ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ସୂଚନା ଦିଆଯାଇଛି । ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ କୁ ବୃଦ୍ଧି ପାଇଛି ।
ଗଞ୍ଜାମ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୨୭,୨୭,୨୦, ୩୮,୨୩, ୨୯, ୫୦, ୩୦,୨୯,୨୧,୪୩, ୪୩, ୩୯, ୪୬, ୧୮, ୨୪ ଏବଂ ୨୦ ବର୍ଷ । ମୟୁରଭଞ୍ଜର ଆକ୍ରାନ୍ତ ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୨୧,୩୬ ଏବଂ ୪୪ ବର୍ଷ ।
ଗତ ଏପ୍ରିଲ୍ ୫ ତାରିଖରେ କେବଳ ଭୁବନେଶ୍ୱରରୁ ୧୮ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହି ସଂଖ୍ୟାକୁ ଟପିଯାଇଛି ଆଜିର ସଂଖ୍ୟା । ୪ ଦିନ ତଳେ ଗଞ୍ଜାମରୁ ଜଣେ ବି ପଜିଟିଭ୍ ନ ଥିଲା ବେଳେ ଆଜି ଦିନରେ ଜିଲ୍ଲାରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହେଲେଣି । ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତ ସୁରଟ୍ ଫେରନ୍ତା ହୋଇଥିବା ବେଳେ ଏବେ ନୂଆ ୧୭ ଆକ୍ରାନ୍ତମାନେ ମଧ୍ୟ ସୁରତ ଫେରନ୍ତା ବୋଲି ସରକାରୀ ଭାବେ କୁହାଯାଇଛି ।
ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୩ ପଜିଟିଭ୍ ମଧ୍ୟ ସୁରତ ଫେରନ୍ତା । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ରେ ଥିଲେ ।
ମୋଟାମୋଟି ଦେଖିଲେ, ଦିନକୁ ଦିନ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ବଢ଼ି ଚାଲିଲାଣି । ତାଲିକାରେ ମୟୁରଭଞ୍ଜ ଯୋଡି ହେଲା ପରେ ଜିଲ୍ଲା ସଂଖ୍ୟା ୧୮ ହୋଇଛି । ଗତକାଲି ଜଗତସିଂହପୁର ଜିଲ୍ଲା ଏହି ତାଲିକାରେ ଯୋଡି ହୋଇଥିଲା । ଜିଲ୍ଲାରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଏବେ ୧୮ ଟି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣ ମୃତ୍ୟୁବରଣ କରିଛନ୍ତି । ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ଏବେ ୧୪୨ ।

Previous Post

ଜୁନ୍ ରୁ ଅଗଷ୍ଟ ମଧ୍ୟରେ +୩, ପିଜି ଫାଇନାଲ୍ ପରୀକ୍ଷା

Next Post

ଭାଇଜାକ୍ ରେ ଭୟଙ୍କର ଗ୍ୟାସ୍ ଲିକ୍; ୮ ମୃତ, ଶତାଧିକ ଅସୁସ୍ଥ

Next Post
ଭାଇଜାକ୍ ରେ ଭୟଙ୍କର ଗ୍ୟାସ୍ ଲିକ୍; ୮ ମୃତ, ଶତାଧିକ ଅସୁସ୍ଥ

ଭାଇଜାକ୍ ରେ ଭୟଙ୍କର ଗ୍ୟାସ୍ ଲିକ୍; ୮ ମୃତ, ଶତାଧିକ ଅସୁସ୍ଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA