Wednesday, April 29, 2026 11:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦଳୀୟ ବିଧାୟକଙ୍କୁ ନବୀନଙ୍କ କୋଭିଡ୍ ମନ୍ତ୍ର

by Our Correspondent
01 Jul, 2020- 11:17 PM
in Latest News, News
1 min read
0
ଦଳୀୟ ବିଧାୟକଙ୍କୁ ନବୀନଙ୍କ କୋଭିଡ୍ ମନ୍ତ୍ର

ଆହ୍ୱାନକୁ ସୁଯୋଗ ଭାବ, ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କର

ଭୁବନେଶ୍ୱର: “କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ । ଏହି ସଙ୍କଟ ସମୟରେ ଲୋକମାନେ ଆପଣଙ୍କଠାରୁ ଅନେକ କିଛି ଆଶା ରଖନ୍ତି । ଲୋକଙ୍କ ଜୀବନ ଓ ମୃତ୍ୟୁ ସହିତ ଏହା ଜଡ଼ିତ ଥିବାରୁ ଲୋକଙ୍କ ସେବା ଓ ଜୀବନ ସୁରକ୍ଷା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗକୁ ଗ୍ରହଣ କରି ଅଧିକ ଦାୟିତ୍ୱବାନ ହୁଅନ୍ତୁ ।”
ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ଏଭଳି ମାର୍ମିକ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍ ମୁକାବିଲା ମନ୍ତ୍ର ଦେଇଛନ୍ତି ସୁପ୍ରିମୋ ।
# ବିଜେଡ଼ିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କର ।
# ପ୍ରତି ଗାଁରେ ଥିବା ଦଳର ସବୁ କର୍ମୀମାନଙ୍କୁ କୋଭିଡ ସମ୍ପର୍କିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରାଅ ।
# ବୟସ୍କମାନଙ୍କ ଉପଯୁକ୍ତ ଯତ୍ନ ନିଅ ।
# ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରାଅ ।
# ଗହଳିକୁ ଆମେ ଯିବା ନାହିଁ କି ଗହଳି କରିବା ନାହିଁ । ଲୋକଙ୍କ ସହ ଯୋଡି ହେବା ପାଇଁ ଟେକନୋଲୋଜିର ବ୍ୟବହାର କର ।
# ୱାର୍ଡସ୍ତରରେ ଗଠନ ହୋଇଥିବା ୫୦ ହଜାର କୋଭିଡ କେୟାର କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଦିଆଯାଉଥିବା ୧୦ ହଜାର ଟଙ୍କାର ସୁପରିଚାଳନା ପ୍ରତି ନଜର ଦିଅ ।
# ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ପାଇଁ ମଂଜୁର ହୋଇଥିବା ୫୦ ହଜାର ଟଙ୍କାର ସୁବିନିଯୋଗ ପ୍ରତି ଦୃଷ୍ଟି ରଖ ।
# ଜୀବନଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରନ୍ତୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ଯୁଦ୍ଧରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ଆପଣଙ୍କ ନେତୃତ୍ୱ ଉପରେ ଲୋକଙ୍କର ଭରସା ଓ ବିଶ୍ୱାସ ରହିଛି । ଆପଣମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ପଦକ୍ଷେପରେ ଆପଣ କୋଭିଡ୍ ଗାଇଡ ଲାଇନସ୍ ପାଳନ କରି ଆମର କର୍ମୀମାନଙ୍କୁ ପ୍ରେରଣା ଦିଅନ୍ତୁ । ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ । ଏ ସଙ୍କଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ, ସେଥିପାଇଁ ପ୍ରେରଣା ଦିଅନ୍ତୁ ।
Previous Post

ବାହୁଡ଼ିଲେ ତିନି ଠାକୁର; ରଥଯାତ୍ରା ଭଳି ଶୃଙ୍ଖଳିତ ହେଲା ବାହୁଡ଼ା ଯାତ୍ରା

Next Post

ପବିତ୍ର ସୁନାବେଶର ସିଧା ପ୍ରସାରଣ Live Coverage of #SunaBhesha

Next Post
ପବିତ୍ର ସୁନାବେଶର ସିଧା ପ୍ରସାରଣ Live Coverage of #SunaBhesha

ପବିତ୍ର ସୁନାବେଶର ସିଧା ପ୍ରସାରଣ Live Coverage of #SunaBhesha

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA