Monday, July 27, 2026 01:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ କହିଲେ ପରୱା ନାହିଁ

by Our Correspondent
22 Dec, 2017- 10:44 PM
in Latest News, Politics
1 min read
1
ଦାମ କହିଲେ ପରୱା ନାହିଁ
ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲା ପରେ ବି ଦାମୋଦର ରାଉତଙ୍କ ମୁହଁତୋଡ଼ ଭାଙ୍ଗିନି । କହିଛନ୍ତି, କିଛି ପରୱା ନାହିଁ । ଯାହା ହେଲା ହେଲା, ସେଥିରେ ଅସୁବିଧା କ’ଣ ହେଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟି ପଚାରିଛନ୍ତି । ସେ କହିଛନ୍ତି ‘ମୁଁ ଇସ୍ତଫା ଦେଲିନି ବୋଲି ମୁଖ୍ୟମନ୍ତ୍ରୀ ବହିଷ୍କାର କଲେ । ମତେ ମୁଖ୍ୟମନ୍ତ୍ରୀ ଫୋନ୍ କରିଥିଲେ । ହେଲେ ମୁଁ ବାହାରେ ଥିବାରୁ କିଛି ଶୁଭିଲା ନାହିଁ । ତାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନସିପାଲ୍ ସେକ୍ରୋଟରୀ ଫୋନ୍ କରିଥିଲେ । ଘଣ୍ଟାଏ ଭିତରେ ଇସ୍ତଫା ଦେବାକୁ କହିଲେ । ମୁଁ କହିଲି ବାହାରେ ଅଛି । ଯଦି ଅର୍ଜେଣ୍ଟ ଅଛି ମୋତେ ଡିସମିସ୍ କର ।’
ଶୁକ୍ରବାର ସଂଧ୍ୟା ପାଖାପାଖି ସାଢ଼େ ୭ଟା । ସ୍ଥାନ ସଚିବାଳୟ । ଦାମ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଘୋଷଣା କରିଥିଲେ । ସେତେବେଳକୁ ଦାମ ନିଜ ନିର୍ବାଚନମଣ୍ଡଳୀର ବୋରିକ ହାଇସ୍କୁଲ ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ଥିଲେ । ସାମ୍ବାଦିକମାନଙ୍କଠାରୁ ବହିଷ୍କାର ଖବର ଶୁଣିଲା ପରେ ଦାମ ଚିହିଁକି ଉଠିଥିଲେ । ‘ମୋ ପାଖରେ ସେ ଖବର ନାହିଁ । ମୁଁ କିଛି ଜାଣିନି’ ବୋଲି କହିଥିଲେ । ଖାଲି ସେତିକି ନୁହେଁ । ବ୍ରାହ୍ମଣଙ୍କ ପ୍ରତି ସେ କୌଣସି ଜାତିଆଣ ଆକ୍ଷେପ କରିନାହାନ୍ତି ବୋଲି ପୁଣି ଦମ୍ଭ ମାରିଥିଲେ । ସେ କ’ଣ କହିଛନ୍ତି ତାହା ଦୁନିଆ ଜାଣିଛି । ସେ କେଉଁଠି ସେଭଳି କିଛି ଆକ୍ଷେପ କରିଛନ୍ତି ତାହା କିଏ ଦେଖାଇପାରିବେ କି ବୋଲି ଦାମ ପ୍ରଶ୍ନ କରିଥିଲେ ।
ଦାମ ତାଙ୍କ ତୁଣ୍ଡରେ ଦମ୍ଭ ଦେଖାଇଥିଲେ ମଧ୍ୟ ମନ ତାଙ୍କର ରାଗ ଓ ଦୁଃଖରେ ଭାଙ୍ଗିପଡ଼ିଥିଲା । ଖୁବ ବିଚଳିତ ଦେଖାଯାଉଥିଲେ ଯେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବେ କି ବୋଲି ପ୍ରଶ୍ନରେ କହିଥିଲେ ମୁଁ କାହିଁକି ତାଙ୍କୁ ଦେଖା କରିବି ? ତାଙ୍କର ମୋ ଉପରୁ ଆସ୍ଥା ତୁଟିଗଲା । ତେଣୁ ମନ୍ତ୍ରୀମଣ୍ଡଳରୁ ବାହାର କଲେ । ତେବେ ମୂଳରୁ ମୁଁ ବିଜୁବାବୁଙ୍କ ସହ ଥିଲି । ବିଜୁ ଜନତା ଦଳ ଛାଡ଼ି କୁଆଡ଼େ ଯିବି ନାହିଁ । ଆଗାମୀ ୨୬ ତାରିଖ ପୁରୀରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ୨୦୦ ସମର୍ଥକଙ୍କୁ ଧରି ଯୋଗଦେବି ବୋଲି ଦାମ କହିଥିଲେ ।
Previous Post

ତୁଣ୍ଡ ନେଲା ମୁଣ୍ଡ: ମନ୍ତ୍ରୀପଦରୁ ତଡ଼ାଖାଇଲେ ଦାମ

Next Post

ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !

Next Post
ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !

ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !

Comments 1

  1. Deepak Pradhan says:
    9 years ago

    ଖଣ୍ଡେୟିତ ଘର ପୁଅଟି ବାତ୍ ମେ ଦମ ହେ କୋଇ ପରୱା ନେହିଁ

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA