Thursday, April 30, 2026 04:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

by Our Correspondent
14 Jan, 2019- 04:41 PM
in Latest News, News
1 min read
0
ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର
ଭୁୁବନେଶ୍ୱର: ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ନିଜ ନାଁରେ ପ୍ରଚାର କରି ରାଜ୍ୟ ସରକାର ମିଛ ନାଟକ କରୁଛନ୍ତି । ପରଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୂରନ୍ଧର ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଅଙ୍ଗନବାଡ଼ି ଭଉଣୀମାନଙ୍କୁ କେନ୍ଦ୍ର ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ୧୫୦୦ ଟଙ୍କା ମାନଧନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବରରୁ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏହି ପୁରୁଣା ନୀତିଗତ ନିର୍ଣ୍ଣୟ ଓ ଘୋଷଣାକୁ ଦୀର୍ଘ ଦିନ ଧରି କାର୍ଯ୍ୟକାରି ନକରି ପକାଇ ରଖିଥିଲେ । ଏବେ ନିର୍ବାଚନ ପୂର୍ବରୁ ସତେ ଯେମିତି ନିଜେ ଦେଲା ଭଳି ଘୋଷଣା କରି ବାହାବା ନେବାକୁ ଚେଷ୍ଟା କରିଛନ୍ତି । ରାଜ୍ୟରେ ରାଧୁଆ ମିଛୁଆ ସରକାର ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି ।
ଧର୍ମେନ୍ଦ୍ର ପୁଣି କହିଛନ୍ତି ଯେ ରାଜ୍ୟର ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାର ଯଥେଷ୍ଟ କାମରେ ନିୟୋଜିତ କରୁଛନ୍ତି । ଏହି ଅଧିକ କାମ ପାଇଁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନବାଡ଼ି ଭଉଣୀମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କ ନିଜସ୍ୱ ବଜେଟରୁ ଅଧିକା କାମ ପାଇଁ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ବିଜେପି ଶାସିତ ହରିଆଣାରେ ସେମାନଙ୍କ ମାସିକ ପାରିଶ୍ରମିକ ୧୩,୦୦୦ ଟଙ୍କା । ଓଡ଼ିଶା ସରକାର ଏବେ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ପିଠା, କାଳିଆ ଆଦି କାର୍ଯ୍ୟକ୍ରମରେ ଲଗାଇଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ସେହିପରି ଅବସରକାଳୀନ ସହାୟତା ବାବଦରେ ଅନ୍ୟ ରାଜ୍ୟ ୧ ଲକ୍ଷ ଟଙ୍କା ଦେଲେଣି । ଓଡ଼ିଶାରେ ତାହାକୁ ୨୦ ହଜାର ଟଙ୍କା ଘୋଷଣା କରି ବାହାବା ମାରିବା ଲଜ୍ଜାଜନକ ବୋଲି କହିଛନ୍ତି ।
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଉପରେ ବିଜେଡ଼ିର ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ

Next Post

ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ

Next Post
ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ

ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA