Thursday, April 30, 2026 02:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ

by Our Correspondent
13 Jan, 2019- 09:44 PM
in Latest News, News, Politics
1 min read
0
୨୪ ତାରିଖରେ ବିଜେଡ଼ିରେ ମିଶିବେ ନବ ଦାସ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡ଼ିରେ ଯୋଗଦେବେ । ନିଜେ ଶ୍ରୀ ଦାସ ଆଜି କଥାଟିକୁ ଖୋଲି ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବଦିନ ନବ ବିଜେଡ଼ିରେ ଯୋଗଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ସେଦିନ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲକ୍ଷେ ଲୋକଙ୍କ ସମାବେଶ କରି ନବ ଶଙ୍ଖ ହାତ ଧରିବେ ବୋଲି ଯୋଜନା କରିଛନ୍ତି ।
ପଶ୍ଚିମ ଓଡ଼ିଶାର ଏହି ଟାଣୁଆ କଂଗ୍ରେସ ନେତା ବିଜେଡ଼ିରେ ଯୋଗ ଦେବେ ବୋଲି ବହୁ ଦିନ ଧରି ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା କୁହାଯାଉଥିଲା । ତେବେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନବ ଖଣ୍ଡନ କରି ଆସୁଥିଲେ । ଖୋଦ୍ ଗତକାଲି ସେ ଏକ ବୟାନରେ କହିଥିଲେ ଯେ କଂଗ୍ରେସ ଟିକେଟରେ ହିଁ ସେ ନିର୍ବାଚନ ଲଢ଼ିବେ । ମାତ୍ର ଆଜି ସଂଧ୍ୟାରେ ଏକ ଟିଭିକୁ ନିଜର ମନର କଥା ଖୋଲି ଦେଇଛନ୍ତି ।
ନବ କହିଛନ୍ତି, ମୁଁ ବିଜେଡ଼ିରୁ ନିର୍ବାଚନ ଲଢ଼େ ବୋଲି ଝାରସୁଗୁଡ଼ା ଲୋକ ଚାହୁଁଛନ୍ତି । ତେଣୁ ବିଜେଡ଼ିରୁ ଯୋଗଦେବା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବି । ତେବେ କଂଗ୍ରେସ ଛାଡ଼ିବା ପଛରେ କିଛି କାରଣ ନାହିଁ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଓ ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ ଭଲ ବୋଲି ଓଲଟି ସଫେଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ ରେ ନବ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପାଇଛନ୍ତି । କେବଳ ଝାରସୁଗୁଡ଼ା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ତାଙ୍କର ଉତ୍ତମ ସଂଗଠନ ଥିବା କୁହାଯାଉଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ସମଗ୍ର ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିବା ବେଳେ ଝାରସୁଗୁଡ଼ାରେ ଦଳର ଇଜ୍ଜତ ରଖିଥିଲେ ନବ । ସେଠାରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିଥିଲା । ସାଧାରଣ ନିର୍ବାଚନର କେଇ ମାସ ପୂର୍ବରୁ ନବଙ୍କ ଦଳ ଛାଡ଼ିବା ନିଷ୍ପତ୍ତି ପଶ୍ଚିମ ଓଡ଼ିଶାରେ କଂଗ୍ରେସକୁ ମହଙ୍ଗା ପଡ଼ିପାରେ ।
Previous Post

କାଲିଠାରୁ ୨୪ ଘଣ୍ଟିଆ କାଳିଆ କଲ୍ ସେଣ୍ଟର

Next Post

ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

Next Post
ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

ଧର୍ମେନ୍ଦ୍ରଙ୍କ ଅଙ୍ଗନବାଡ଼ି ଟାର୍ଗେଟ୍: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA