Tuesday, May 26, 2026 07:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

by Our Correspondent
19 Jan, 2018- 04:29 PM
in Latest News, Politics
1 min read
0
ନବୀନଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର: ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ପୁଣି ଏକ ଗୌରବର ଅଧିକାରୀ ହୋଇଛନ୍ତି । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍(ଇଣ୍ଡିଆନ୍ ଷ୍ଟୁଡେଣ୍ଟ ପାର୍ଲିଆମେଣ୍ଟ) ଓ ଏମଆଇଟି-ଡବ୍ଲୁପିୟୁ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଇଡିଆଲ୍ ସିଏମ୍’ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଦୃଢ଼ ସଂକଳ୍ପବୋଧ, ସ୍ୱଚ୍ଛ ଶାସନ, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ତଥା ଓଡ଼ିଶାକୁ ଏକ ଅଗ୍ରଣୀ ଓ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାର ପ୍ରତିଶ୍ରୁତିବଦ୍ଧତା ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରର ପୁନେ ସହରସ୍ଥିତ ଏମଆଇଟି-ଡବ୍ଲୁପିୟୁ କ୍ୟାମ୍ପସ୍ ରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ନବୀନ ଏହି ପୁରସ୍କାର ଗ୍ରହଣ କରିବେ ।
ପୁରସ୍କାର ଗ୍ରହଣ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଛାଡୁଥିବା ମୁଖ୍ୟମନ୍ତ୍ରୀ ୨୨ ତାରିଖରେ ଫେରିବେ । ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ଅଭିନନ୍ଦନ ପାଇଁ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବେ ଦଳୀୟ ନେତା ଓ କର୍ମୀ । ଆଖିଦୃଶିଆ ଗହଳି ପାଇଁ ସମସ୍ତେ ଲାଗିପଡ଼ିଲେଣି । ଶକ୍ତି ପ୍ରଦର୍ଶନ ପାଇଁ ଏଭଳି ମୌକା ପାଇ ଦଳୀୟ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ବିଧାୟକମାନେ ନିଜ ନିଜ ଅଞ୍ଚଳରୁ କର୍ମୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି । ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ବିଜେଡ଼ିକୁ ଆଗାମୀ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଥିଲା ବେଳେ ନେତା ଓ କର୍ମୀଙ୍କ ଛାତି କୁଣ୍ଢେମୋଟ କରିଛି ।
Previous Post

ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

Next Post

ଗଣମାଧ୍ୟମ ନା ଜୟମାଧ୍ୟମ ?

Next Post
ଗଣମାଧ୍ୟମ ନା ଜୟମାଧ୍ୟମ ?

ଗଣମାଧ୍ୟମ ନା ଜୟମାଧ୍ୟମ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA