Wednesday, April 29, 2026 05:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ-କେସିଆର୍ ଭେଟ: ଜାତୀୟ ରାଜନୀତିର ମୋଡ଼ ବଦଳିବ

by Our Correspondent
23 Dec, 2018- 08:48 PM
in Latest News, Politics
1 min read
1
ନବୀନ-କେସିଆର୍ ଭେଟ: ଜାତୀୟ ରାଜନୀତିର ମୋଡ଼ ବଦଳିବ
ଭୁୁବନେଶ୍ୱର: ଜାତୀୟ ରାଜନୀତିରେ ନୂଆ ସମୀକରଣର ଅୟମାରମ୍ଭ । କେନ୍ଦ୍ରରେ ବିଜେପି ନୁହେଁ କି କଂଗ୍ରେସ ସରକାର ନୁହେଁ । ଏହି ଦୁଇ ଦଳର ବିକଳ୍ପ ହେବେ ସମଭାବାପନ୍ନ ଆଞ୍ଚଳିକ ଦଳ । ଏମିତି ଏକ ସଂକଳ୍ପ ଧରି ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ନବୀନ ନିବାସରୁ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଛି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ବିଜେପି ଓ କଂଗ୍ରେସର ଦୃଢ଼ ବିକଳ୍ପ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବୈଠକ ଶେଷରେ ଉଭୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଗକୁ ଅଧିକ ଆଲୋଚନା ହେବ ବୋଲି ମଧ୍ୟ ସେମାନେ କହିଛନ୍ତି ।
ଆଜି ସଂଧ୍ୟା ୬ଟାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ(କେସିଆର) ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ବୈଠକ ସାରି ବାହାରିଲା ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜେପି ଓ କଂଗ୍ରେସର ବିକଳ୍ପ ନେଇ ଆମ ଦୁଇଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଗକୁ ଏ ନେଇ ଅଧିକ ଆଲୋଚନା ହେବ । ଜାତୀୟ ରାଜନୀତି ସହ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ, କୃଷି ସମସ୍ୟା ଓ ପୋଲାଭରମ୍ ସମ୍ପର୍କରେ ଆଲୋଚନା ହୋଇଥିବା ସେ କହିଥିଲେ ।
କେସିଆର୍ କହିଥିଲେ, ଦେଶ ଏକ ପରିବର୍ତ୍ତନ ଆବଶ୍ୟକ କରୁଛି । ବିଜେପି ଏବଂ କଂଗ୍ରେସଠାରୁ ଦେଶ ଏକ ବିକଳ୍ପ ଆବଶ୍ୟକ କରୁଛି । ଏହି ପରିପ୍ରେକ୍ଷୀରେ ସମଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର । ଏ ନେଇ ନବୀନଙ୍କ ସହ ଆଲୋଚନା ହୋଇଛି । ଆଗକୁ ଆହୁରି ଆଲୋଚନା ହେବ । କଂଗ୍ରେସ ଓ ବିଜେପିର ବି’ ଟିମ୍ ଅଭିଯୋଗ ସଂକ୍ରାନ୍ତରେ ସାମ୍ବାଦିକମାନେ ପଚାରିବାରୁ କେସିଆର୍ ଦୃଢ଼ ଭାବରେ କହିଥିଲେ, ଆମେ କାହାର ବି ଟିମ୍ ନୁହଁ । ଆମେ ଆମର ନିଜ ଟିମ୍ । କେସିଆର୍ ଙ୍କ ଏହି ମନ୍ତବ୍ୟକୁ ନବୀନ ସମର୍ଥନ କରିଥିଲେ ।
ଆଲୋଚନାର ସଫଳତା ନେଇ ଉଭୟ ମୁଖ୍ୟମନ୍ତ୍ରୀ ବେଶ୍ ଖୁସି ଥିଲେ । ସପରିବାର ଓଡ଼ିଶା ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଦର୍ଶନ କରି କୋଣାର୍କ ଯିବେ । ଅପରାହ୍ନରେ ସେ କୋଲକତା ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ । ପରଦିନ ସେ ଦିଲ୍ଲୀ ଯାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ସହ ଆଲୋଚନା କରିବେ ।
Previous Post

ପ୍ରତିଶ୍ରୁତି ରକ୍ଷା ନ କରି ବିଜେପି ହାରିଲା: ତୋଗାଡ଼ିଆ

Next Post

ଓଡ଼ିଶା ସିନିୟର ମହିଳା ବକ୍ସିଂ ଉଦଯାପିତ, ୮ ଜଣ ମନୋନୀତ

Next Post
ଓଡ଼ିଶା ସିନିୟର ମହିଳା ବକ୍ସିଂ ଉଦଯାପିତ, ୮ ଜଣ ମନୋନୀତ

ଓଡ଼ିଶା ସିନିୟର ମହିଳା ବକ୍ସିଂ ଉଦଯାପିତ, ୮ ଜଣ ମନୋନୀତ

Comments 1

  1. Prasad Rao P says:
    7 years ago

    Both the Chief Ministers close to Modijee. They are talking about unity between regional parties. But, plays pro-BJP politics when ever modijee telephones and asks their support. I feel, todays meeting is also a pro- BJP stunt. But, they are poseing differently.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA