Wednesday, April 29, 2026 07:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ନିବାସରେ ଦିଲ୍ଲୀପ ରାୟ

by Our Correspondent
16 Mar, 2019- 10:05 PM
in Latest News, News, Politics
1 min read
0
ନବୀନ ନିବାସରେ ଦିଲ୍ଲୀପ ରାୟ
ଭୁବନେଶ୍ୱର: ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ଦିଲ୍ଲୀପ ରାୟ ଆଜି ସଂଧ୍ୟାରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରାୟ ଅଧଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ପରେ ନବୀନ ନିବାସ ଛାଡ଼ିଥିଲେ ଦିଲ୍ଲୀପ ରାୟ । ଆସନ୍ତାକାଲି ଦିଲ୍ଲୀପ ବିଧିବଦ୍ଧ ଭାବେ ବିଜୁ ଜନତା ଦଳକୁ ଫେରିଆସିବେ ବୋଲି ସୂଚନା ମିଳିଛି । ନବୀନ ନିବାସକୁ ଦିଲ୍ଲୀପ ଆସିଥିବା ଖବର ପ୍ରଚାରିତ ହେଲା ପରେ ସେଠାରେ ତାଙ୍କ ସମର୍ଥକମାନଙ୍କର ଭିଡ଼ ଜମିଥିଲା । ଦିଲ୍ଲୀପ ରାୟଙ୍କ ସମର୍ଥନରେ ସେମାନେ ଅତ୍ୟଧିକ ଉତ୍ସାହିତ ହୋଇ ସ୍ଲୋଗାନ ରେ ମାତିଯାଇଥିଲେ ।
ଆଜି ସଂଧ୍ୟା ପ୍ରାୟ ୭.୪୫ ମିନିଟ୍ ବେଳକୁ ନବୀନ ନିବାସକୁ ପ୍ରବେଶ କରିଥିଲା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ି । ଗାଡ଼ି ଭିତରେ ଥିଲେ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କୁ ସାଙ୍ଗରେ ଧରି ପ୍ରଣବ ସିଧା ଯାଇଥିଲେ ସୁପ୍ରିମୋଙ୍କ ପାଖକୁ । ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନଙ୍ଗ ଉଦୟ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ । କିଛି ସମୟ ପରେ ଶ୍ରୀ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରୁ ବାହାରି ଆସିଥିଲେ ମଧ୍ୟ ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ଜାରି ରହିଥିଲା । ପ୍ରାୟ ୮. ୪୦ ମିନିଟ୍ ବେଳକୁ ନବୀନ ନିବାସରୁ ବାହାରିଥିଲେ ଦିଲ୍ଲୀପ । ଆସନ୍ତାକାଲି ଦିଲ୍ଲୀପ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଦଳ ପକ୍ଷରୁ କେହି ସ୍ପଷ୍ଟ କରିନାହାନ୍ତି ।
ଅନ୍ୟପକ୍ଷରେ ବିଜୟ ମହାପାତ୍ରଙ୍କୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । ଯେ କୌଣସି ମୁହୁର୍ତ୍ତରେ ସେ ବିଜେଡ଼ିକୁ ଫେରିପାରନ୍ତି ବୋଲି କୁହାଯାଉଛି ।
Previous Post

ବାପାଙ୍କ ଇଚ୍ଛା ଆଗରେ ହାରିଗଲେ ପ୍ରୀତିନନ୍ଦା

Next Post

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

Next Post
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA