Wednesday, April 29, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

by Our Correspondent
18 Dec, 2019- 02:33 PM
in Latest News, National, News
1 min read
0
ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା
ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ମିଳିଛି ନ୍ୟାୟ । ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ପୁନଃ ବିଚାର ଆବେଦନକୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ଖାରଜ କରିଦେଇଛନ୍ତି । ଏଥିସହ ରାଜକ୍ଷମା ଆବେଦନ ପାଇଁ ତାକୁ ୭ ଦିନ ସମୟ ଦେଇଛନ୍ତି । ପୂର୍ବରୁ ଅନ୍ୟ ୩ ଜଣ ଦୋଷୀ ମୁକେଶ, ପାୱନ ଗୁପ୍ତା ଏବଂ ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟ ଦ୍ୱାରା ଖାରଜ ହୋଇଥିଲା । ସୁପ୍ରିମକୋର୍ଟ ଙ୍କ ଏହି ବିଚାର ସହ ୪ ଜଣ ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା ହୋଇଯାଇଛି । କେବେ ସେମାନେ ଫାଶୀଖୁଣ୍ଟରେ ଝୁଲିବେ ଦେଶବାସୀ ତାହାର ଅବଗଣନା ଆରମ୍ଭ କରିଛନ୍ତି ।
୨୦୧୨ ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂ(ନିର୍ଭୟା)ଙ୍କୁ ଏକ ଚଳନ୍ତା ବସ୍ ରେ ଗଣଦୁଷ୍କର୍ମ କରାଯାଇଥିଲା । ବସ୍ ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ୬ ଜଣ ତାଙ୍କୁ ଦୁଷ୍କର୍ମ କଲା ପରେ ମାରିବା ଲକ୍ଷ୍ୟରେ ତାଙ୍କୁ କିଲବିଲ୍ କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଡାକ୍ତରଖାନାରେ ୧୨ ଦିନ ଧରି ଜୀବନ ସହ ସଂଘର୍ଷ ପରେ ଆଖି ବୁଜିଦେଇଥିଲେ ନିର୍ଭୟା । ଏହି ବର୍ବରକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆର୍ନ୍ତଜୀତୀୟସ୍ତରରେ ବି ଭାରତର ଛବି ମଳିନ ପଡ଼ିଯାଇଥିଲା ।
ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲ୍ ରେ ଆତ୍ମହତ୍ୟା କରିଥିଲେ । ଅନ୍ୟ ୫ ଅଭିଯୁକ୍ତଙ୍କ ଟ୍ରାଏଲ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ହୋଇଥିଲା । ୨୦୧୩ ସେପ୍ଟେମ୍ବର ୧୩ ରେ ଫାଷ୍ଟ ଟ୍ରାକ୍ କୋର୍ଟ ଅକ୍ଷୟ, ମୁକେଶ, ପୱନ ଏବଂ ବିନୟ ଶର୍ମାକୁ ଫାଶୀଦଣ୍ଡ ଶୁଣାଇଥିବା ବେଳେ ଅନ୍ୟ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇଥିଲେ । ଫାଷ୍ଟ୍ର ଟ୍ରାକ୍ କୋର୍ଟ ରାୟ ବିରୋଧରେ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା ।୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ଫାଶୀଦଣ୍ଡାଦେଶକୁ କାଏମ ରଖିଥିଲେ ।
ଆଜିର ସୁପ୍ରିମକୋର୍ଟ ରାୟ ଆସିବା ପରେ ନିର୍ଭୟାଙ୍କ ମାଆଙ୍କ ମୁହଁରେ ଖୁସି ଫୁଟିଛି । ଦୋଷୀମାନଙ୍କୁ ଅତିଶୀଘ୍ର ଫାଶୀ ଦେବାକୁ ସେ କୋର୍ଟକୁ ନିବେଦନ କରିଛନ୍ତି ।
Previous Post

ନବୀନଙ୍କୁ ଟକ୍କର ଦେବାକୁ ନବଙ୍କ ଷ୍ଟଣ୍ଟ ସୋ!

Next Post

ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

Next Post
ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA