Thursday, April 30, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

by Our Correspondent
02 Apr, 2020- 07:58 PM
in Latest News, News
1 min read
0
ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳ ସିଲ୍, ପ୍ରବେଶ କଟକଣା

ଭୁୁବନେଶ୍ୱର: ଗତକାଲି ଚିହ୍ନଟ ପଞ୍ଚମ କରେନା ଆକ୍ରାନ୍ତଙ୍କ ପରିଚୟକୁ ପ୍ରଥମ ଥର ପାଇଁ ସାର୍ବଜନୀନ କରିଛି ବିଏମସି । ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ଦର୍ଶାଇ ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛନ୍ତି ।
ଆକ୍ରାନ୍ତ ବ୍ୟକ୍ତିଙ୍କ ନାଁ ପ୍ରଦୀପ୍ତ ଦଳବେହେରା । ଘର ସୂର୍ଯ୍ୟନଗର ପ୍ଲଟ୍ ନଂ-୩୭, ୟୁନିଟ୍-୭ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂପୃକ୍ତ ବ୍ୟକ୍ତି ବିଦେଶ ଯାଇ ନ ଥିଲେ କି ଅନ୍ୟ କୌଣସି ରାଜ୍ୟ ଗସ୍ତ କରିନାହାନ୍ତି । ସୁତରାଂ ଭୁବନେଶ୍ୱରରେ ରହି ହିଁ ସଂକ୍ରମଣର ଶିକାର ହୋଇଛନ୍ତି ।
ଆକ୍ରାନ୍ତଙ୍କ ପରିଚୟ ଜଣାଇବା ସହ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ସ୍ଥାନୀୟ ଅଞ୍ଚବାସୀ ଘରୁ ବାହାରକୁ ଯାଇପାରିବେ ନାହିଁ କି କେହି ଅଞ୍ଚଳକୁ ଆସିପାରିବେ ନାହିଁ । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକରୁ ଶିରିପୁର ଛକ ଏବଂ ଶିରିପୁର ଛକରୁ ଗୋପବନ୍ଧୁ ଛକ ରାସ୍ତାକୁ ସିଲ୍ କରାଯାଇଛି । ସଂପୃକ୍ତ ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ବନ୍ଦ କରାଯାଇ ଅନ୍ୟାଦେଶ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ବିଏମସି ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଡାକ୍ତରୀ ଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ । ଲୋକମାନେ ଆତଙ୍କିତ ନହୋଇ ସତର୍କ ରହିବାକୁ ବିଏମସି କମିଶନର ଅନୁରୋଧ କରିଛନ୍ତି ।
ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ କୁହାଯାଇଛି । ୧୦୪ ନମ୍ବର ଯୋଗେ ରେଜିଷ୍ଟ୍ରି କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନ୍ ରେ ରହନ୍ତୁ । କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି ।
Previous Post

ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ

Next Post

ମହାଶକ୍ତି କ୍ଲିନିକ୍, ସମ୍, ଏମ୍ସ ରେ ଦେହ ଦେଖାଇଥିଲେ ଦଳବେହେରା

Next Post
ମହାଶକ୍ତି କ୍ଲିନିକ୍, ସମ୍, ଏମ୍ସ ରେ ଦେହ ଦେଖାଇଥିଲେ ଦଳବେହେରା

ମହାଶକ୍ତି କ୍ଲିନିକ୍, ସମ୍, ଏମ୍ସ ରେ ଦେହ ଦେଖାଇଥିଲେ ଦଳବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA