Thursday, April 30, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହାଶକ୍ତି କ୍ଲିନିକ୍, ସମ୍, ଏମ୍ସ ରେ ଦେହ ଦେଖାଇଥିଲେ ଦଳବେହେରା

by Our Correspondent
02 Apr, 2020- 11:02 PM
in Latest News, News
1 min read
0
ମହାଶକ୍ତି କ୍ଲିନିକ୍, ସମ୍, ଏମ୍ସ ରେ ଦେହ ଦେଖାଇଥିଲେ ଦଳବେହେରା
ଭୁବନେଶ୍ୱର: ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତ ନାହିଁ । ନିକଟ ଭବିଷ୍ୟତରେ ସେ ଭୁବନେଶ୍ୱରର କୁଆଡ଼େ ଯାଇଥିଲେ, କାହା କାହା ସହିତ ମିଶିଥିଲେ ସେହି ତଥ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ଟ୍ରିଟମେଣ୍ଟ ହିଷ୍ଟ୍ରି ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୀଷଣ ସର୍ଦ୍ଦି ହେବାରୁ ସେ ମାର୍ଚ୍ଚ ୫ରେ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍ ଯାଇଥିଲେ । ଔଷଧ ଖାଇ ସର୍ଦ୍ଦି କମିଥିଲେ ମଧ୍ୟ କାଶ ହେବାରୁ ମାର୍ଚ୍ଚ ୧୨ ତାରିଖରେ ମହାଶକ୍ତି କ୍ଲିନିକ୍ ପୁନଶ୍ଚ ଯାଇଥିଲେ । ତେବେ ଦେହ ଠିକ୍ ନ ହେବାରୁ ମାର୍ଚ୍ଚ ୨୭ ତାରିଖ ଅପରାହ୍ନରେ ସମ୍ ହସ୍ପିଟାଲ୍ ଓପିଡିକୁ ଯାଇଥିଲେ । ପରଦିନ ମାର୍ଚ୍ଚ ୨୮ ତାରିଖରେ ଏମସ୍ ଯାଇଥିଲେ ଏବଂ ଓପିଡିରେ ଡାକ୍ତରଙ୍କ ସହ ପରାମର୍ଶ କରି ଘରକୁ ଫେରି ଆସିଥିଲେ । ତେବେ ଶ୍ୱାସକ୍ରି୍ୟାରେ କଷ୍ଟ ଅନୁଭବ କରିବାରୁ ମାର୍ଚ୍ଚ ୩୧ ତାରିଖରେ ଏମସ୍ ରେ ଆଡମିଟ୍ ହୋଇଥିଲେ । ସେହିଦିନ ତାଙ୍କର ରକ୍ତ ଓ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଏପ୍ରିଲ୍ ୧ ତାରିଖରେ ନମୁନା ପରୀକ୍ଷାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
ସେପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୨୭ ଜଣଙ୍କ ସମ୍ପର୍କରେ ଏ ଯାଏଁ ସନ୍ଧାନ ମିଳିଛି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ନମୁନା ଆଜି ପରୀକ୍ଷା ହୋଇଥିଲା । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ତିନି ହସ୍ପିଟାଲ୍ ରେ କୋଭିଡ୍ ଟେଷ୍ଟ ପାଇଁ ଅନୁମତି ମଗାଗଲା: ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭୀମସାର୍ ଏବଂ ରାଉରକେଲାର ଆଇଜିଏଚ୍ ରେ କୋଭିଡ୍-ଟେଷ୍ଟ୍ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ କାଉନସିଲ୍ ଅଫ ମେଡ଼ିକାଲ ରିସର୍ଚ୍ଚ, ନୂଆଦିଲ୍ଲୀଙ୍କଠାରୁ ଅନୁମତି ଲୋଡିଛନ୍ତି । ୫୦୦୦ ସାମ୍ପଲ୍ ଟେଷ୍ଟ୍ ପାଇଁ ଆବଶ୍ୟକ ଅତିରିକ୍ତ କିଟସ୍ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି ।
Previous Post

ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି

Next Post

ରଥକାଠ ଚିରା ଅନୁକୂଳ

Next Post
ରଥକାଠ ଚିରା ଅନୁକୂଳ

ରଥକାଠ ଚିରା ଅନୁକୂଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA