Wednesday, April 29, 2026 07:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ

by Our Correspondent
26 Feb, 2019- 11:50 AM
in Latest News, News
1 min read
0
ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ କଠୋର ହୋଇଛି । ଭାରତରେ ଆତଙ୍କ ଚଳାଇଥିବା ପାକିସ୍ଥାନ ସୀମା ଭିତରକୁ ପଶି ବିମାନ ଆକ୍ରମଣ କରିଛି । ପାକ୍ ଅଧିକୃତ କାଶ୍ମୀର ଉପରେ ବିମାନ ଆକ୍ରମଣ ସାଙ୍ଗକୁ ଆତଙ୍କବାଦୀ ଶିବିର ଉପରେ ସେନାବାହିନୀ ପକ୍ଷରୁ ବୋମାମାଡ଼ କରାଯାଇଛି । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ବାଲାକୋଟ ଓ ଚାକୋଠିରେ ଜୈଶ୍-ଇ-ମହମ୍ମଦର ଶିବିର ଗୁଡ଼ିକ ଧ୍ୱଂସ ହୋଇଯାଇଛି । ମୁଜାଫରବାଦରେ ଥିବା ଜୈଶ୍ ର ମୁଖ୍ୟ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି । ଜୈଶ୍-ଇ-ମହମ୍ମଦର କଣ୍ଟ୍ରୋଲ୍ ରୁମ୍ କୁ ଉଡ଼ାଇ ଦେଇଛନ୍ତି ଭାରତୀୟ ସେନା ।
ଗତ ରାତି ୩.୩୦ ମିନିଟ୍ ରେ ଭାରତୀୟ ବାୟୁସେନାର ଅପରେସନ୍ ଆରମ୍ଭ ହୋଇଥିଲା । ୧୨ଟି ମିରେଜ୍ ୨୦୦୦ ଯୁଦ୍ଧ ବିମାନ ପାକିସ୍ଥାନ ସାମୀ ଭିତରକୁ ପଶି ଆକ୍ରମଣ ଆରମ୍ଭ କରିଥିଲେ । ଏପଟେ ଲାଇନ୍ ଅଫ କଣ୍ଟ୍ରୋଲ୍ ରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ବୋମାମାଡ଼ । ଟାର୍ଗେଟ୍ ଥିଲା ଜୈସ୍-ଇ-ମହମ୍ମଦର ଆତଙ୍କବାଦୀ ଶିବିର । ଆକାଶମାର୍ଗରୁ ଭାରତୀୟ ସେନା ଜୈସ୍ ର ଆତଙ୍କ ଶିବିର ଗୁଡ଼ିକୁ ଲକ୍ଷ୍ୟ କରି ବୋମା ମାଡ଼ କରିବାକୁ ସେଗୁଡ଼ିକ ଜଳିଯାଇଥିଲା । ଶିବିରରେ ଥିବା ଆତଙ୍କବାଦୀମାନେ କିଛି ବୁଝିବା ପୂର୍ବରୁ ନିଆଁରେ ପୋଡିଯାଇଥିଲେ । ୧ ହଜାର କେଜିର ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପାକିସ୍ଥାନୀ ସେନା ଏଫ ୧୬ ଯୁଦ୍ଧବିମାନ ଧରି ପାଲଟା ଆକ୍ରମଣ କରିବାକୁ ଯୋଜନା କରିଥିଲେ ମଧ୍ୟ ସାହାସ କରିପାରି ନ ଥିଲା । ଏୟାର ଆଟାକ୍ ସ୍ପ୍ରୋୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଛି ।
ଭାରତୀୟ ସେନାର ଆକ୍ରମଣକୁ ଦେଶବାସୀ ସମର୍ଥନ କରିଛନ୍ତି । ପାକିସ୍ଥାନ ସେନାର ପାଲଟା ଆକ୍ରମଣ ଆଶଙ୍କାରେ ଭାରତ ସରକାରଙ୍କ ପକ୍ଷରୁ ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି । ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ର ଜରୁରୀ ବୈଠକ ବସିଛି । ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଭାରତୀୟ ବାୟୁ ସେନାର ବିମାନ ଆକ୍ରମଣକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି ।
Previous Post

ଆଦିବାସୀଙ୍କୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ

Next Post

୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ

Next Post
୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ

୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA