Monday, May 25, 2026 03:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣିଟାଙ୍କି ଉଦଘାଟନର ବି ଲାଇଭ୍

by Our Correspondent
11 Jan, 2018- 04:09 PM
in Latest News, Politics
1 min read
1
ପାଣିଟାଙ୍କି ଉଦଘାଟନର ବି ଲାଇଭ୍
ଭୁବନେଶ୍ୱର: ନିଶ୍ଚନ୍ତକୋଇଲି ବ୍ଲକ୍ ବୁହୋଳ ଗ୍ରାମରେ ଏକ ପାଣିଟାଙ୍କିକୁ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଉଦଘାଟନ କରିଛନ୍ତି । ଏକ ମାମୁଲି ପାଣିଟାଙ୍କି ଉଦଘାଟନ ପର୍ବକୁ ପ୍ରଥମ ଥର ପାଇଁ ତିନି ତିନିଟି ଚାନେଲ୍ ଲାଇଭ୍ ପ୍ରସାରଣ କରିଛନ୍ତି । ବୈଜୟନ୍ତଙ୍କ ନିଜ ଟିଭିରେ ଏହା ସ୍ୱାଭାବିକ ହୋଇଥିଲେ ମଧ୍ୟ ଜୀ-କଳିଙ୍ଗ ଓ କନକ ନ୍ୟୁଜ୍ ଭଳି ତଥାକଥିତ ବଡ଼ ଚାନେଲ୍ ଏହାର ଲାଇଭ ପ୍ରସାରଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଖାଲି ସେତିକି ନୁହେଁ, ଏହି ପାଣିଟାଙ୍କି ଉଦଘାଟନ ପର୍ବର କଭରେଜ୍ ପାଇଁ ଜାତୀୟ ନିଉଜ୍ ଏଜେନ୍ସି ସେଠାରେ ଡେରା ପକାଇବାକୁ ପଛାଇନାହାନ୍ତି । ..ବୈଜୟନ୍ତଙ୍କୁ ଅଣ୍ଡାମାଡ଼ ହେବ । ବୈଜୟନ୍ତଙ୍କୁ ଢ଼େଲା ମାଡ଼ ହେବ.. । ଏମିତି ପୂର୍ବ ଆକଳନ ଲଗାଇ ଦୁଇଦିନ ହେଲା ରଡ଼ି କରୁଥିବା ସଂପୃକ୍ତ ଚାନେଲ ସେଠାରେ ବୈଜୟନ୍ତଙ୍କ ବେକରେ ଫୁଲମାଳ, ହୁଳହୁଳିର ସ୍ୱାଗତ ଏବଂ ନଡ଼ିଆ ଭଙ୍ଗା ସଟ୍ ଧରି ଭୁବନେଶ୍ୱର ଫେରିଛନ୍ତି । ବୈଜୟନ୍ତଙ୍କ ପାଇଁ ଝାଳନାଳ ଖଟାଇଥିବା ଏହି ଚାନେଲ ତାଙ୍କୁ ଖୁସି ଦେଇ କୃତ କୃତ ହୋଇଛନ୍ତି । ସେପଟେ ଇଭେଣ୍ଟ କଭରେଜ୍ ଆୟୋଜନର ସଫଳତା ପାଇଁ ବୈଜୟନ୍ତ ଖୁସି ଥିଲେ ମଧ୍ୟ ତାଙ୍କ ଉପରେ ଅଣ୍ଡା କି ଟେକା ମାଡ଼ ନ ହେବା ତାଙ୍କୁ ନିରାଶ କରିଥିବା କୁହାଯାଉଛି । ତାହା ହୋଇଥିଲେ ଖେଳ ଜମିଥାଆନ୍ତା ବୋଲି ବୈଜୟନ୍ତଙ୍କ ସମର୍ଥକ କହିଛନ୍ତି ।
ପାଣିଟାଙ୍କି ଉଦଘାଟନ ପାଇଁ ସାଂସଦଙ୍କ ଆଡମ୍ବରପୂର୍ଣ୍ଣ ଆୟୋଜନ ଦେଖାଣାହାରୀଙ୍କୁ ଚକିତ କରିିଥିଲା । ଲୋକବାକ ଯେମିତି ଖୁନ୍ଦି ହୋଇଯିବେ ସେଥିପାଇଁ ସୁରୁଖୁରୁ ବ୍ୟବସ୍ଥା ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଭୁବନେଶ୍ୱରରୁ୨୦ରୁ ଅଧିକ ଗାଡ଼ିରେ ଲୋକ ବୁହା ହୋଇଥିଲେ । ସାମ୍ବାଦିକଙ୍କ ଗସ୍ତ ପାଇଁ ସବୁ ବ୍ୟବସ୍ଥା ହୋଇଥିଲା । ସେପଟେ ବୈଜୟନ୍ତଙ୍କୁ ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ସେ ଚାହୁଁଥିବା ଅପ୍ରୀତିକର ପରିସ୍ଥିତି ସୃଷ୍ଟିରୁ ନିଜକୁ ନିବୃତ୍ତ ରଖିଥିଲା । ଏଭଳି କରି ବୈଜୟନ୍ତଙ୍କ ଚାଲ୍ କୁ ସଫଳ ନ କରିବାକୁ ଦଳ ସୁଚିନ୍ତିତ ଯୋଜନା କରିଥିଲା । ବୈଜୟନ୍ତଙ୍କ କାର୍ଯ୍ୟକ୍ରମରେ ଯେଭଳି କିଛି ଗଣ୍ଡଗୋଳ କି ବିଶୃଙ୍ଖଳା ନ ହୁଏ ସେଥିପାଇଁ ସ୍ଥାନୀୟ ନେତାଙ୍କୁ ତାଗିଦ୍ କରାଯାଇଥିବା ସୂଚନା ମିଳିଛି । ବୈଜୟନ୍ତଙ୍କ ଗସ୍ତ ବିରୋଧରେ ନିଶ୍ଚିନ୍ତକୋଇଲି ବିଜେଡ଼ି ମହିଳା ମୋର୍ଚ୍ଚା ନିରବ ପ୍ରତିବାଦରେ ନିଜକୁ ସୀମିତ ରଖିଥିଲା ।
ମଜ୍ଜାର କଥା, ବୈଜୟନ୍ତଙ୍କ ପାଣିଟାଙ୍କି ଉଦଘାଟନର ଲାଇଭ୍ ପ୍ରସାରଣରେ ସାମିଲ ହୋଇଥିବା ଚାନେଲ କର୍ତ୍ତୃପକ୍ଷ ନିଜେ ଖୁସି ହୋଇଥିଲେ ମଧ୍ୟ ସାଧାରଣରେ ହୀନସ୍ତିଆ ଭୋଗିଛନ୍ତି । କାରଣ ଏକ ପାଣିଟାଙ୍କି ଉଦଘାଟନ ତାହା ପୁଣି ସ୍ଥାନୀୟ ସାଂସଦଙ୍କ ଦ୍ୱାରା..ଏହା କେଉଁ ଦୃଷ୍ଟିରୁ ଲାଇଭ୍ ଯୋଗ୍ୟ ତାହା ଅନେକଙ୍କୁ ଆନ୍ଦୋଳିତ କରିଛି । ସେଥିରେ କାହାର ସ୍ୱାର୍ଥ ନିହିତ ତାହା ବି ସେମାନଙ୍କ ମନରେ ପ୍ରଶ୍ନ ଆଣିଛି । ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଅମିର ନେତାଙ୍କ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ ପ୍ରମୁଖ ଚାନେଲ୍ ର ଏଭଳି ବ୍ୟଗ୍ରତାକୁ ଅନେକ ହଜମ କରିନାହାନ୍ତି । ଏହା ପ୍ରାୟୋଜିତ ନା ଆଉ କିଛି ଅନେକ ପ୍ରଶ୍ନ ପଚାରିଛନ୍ତି ।
ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ପାଣିଟାଙ୍କି ଉଦଘାଟନ ପର୍ବର ଅବ୍ୟବହିତ ପୂର୍ବରୁ ଗତ ମଙ୍ଗଳବାର ଦିନ ଏକ ନିର୍ଦ୍ଦିଷ୍ଟ ଚାନେଲ୍ ତାହାକୁ ଢ଼େର୍ ପ୍ରଚାର କରିଥିଲା । ଏପରିକି ସେଦିନର ପ୍ରାଇମ୍ ଟାଇମ୍ କୁ ବୈଜୟନ୍ତଙ୍କ ପାଇଁ ଉତ୍ସର୍ଗ କରିଥିଲା । ସେ ଦିନର ବିଗ୍ ଡିବେଟ୍ ଥିଲା ବୈଜୟନ୍ତଙ୍କ ଟପିକ୍ ।
Previous Post

ବାଟ ହୁଡ଼ିଲେଣି ଆନ୍ନା !

Next Post

ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

Next Post
ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

Comments 1

  1. Ramesh Sahoo says:
    8 years ago

    Good reaction. I salute sir. Most welcome.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA