Friday, May 1, 2026 05:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିନାକ ଡର, ବିଜେପିର ମିଛ ଧରାପଡ଼ିଲା

by Our Correspondent
21 Nov, 2017- 12:26 PM
in Latest News, Politics
1 min read
0
ପିନାକ ଡର, ବିଜେପିର ମିଛ ଧରାପଡ଼ିଲା
ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ ସଭାପତିଙ୍କ ଚାମ୍ବରରେ ପଶି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ପିନାକ ମହାନ୍ତି ବିଜେପିର ଜଣେ ସକ୍ରିୟ ସଦସ୍ୟ । ବାରଙ୍ଗ ବ୍ଲକ୍ ଗବଗସ୍ତ ମଣ୍ଡଳ ଉପସଭାପତି । ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଦଳୀୟ ପ୍ରାର୍ଥୀଙ୍କ ପୋଷ୍ଟରରେ ଶୋଭା ପାଉଥିଲା ତାଙ୍କରି ଫଟୋ । ଆମେ ଏଠାରେ ଛାପିଥିବା ପୋଷ୍ଟରରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ ମଲ୍ଲିକଙ୍କ ସହ ଶୋଭାପାଉଛନ୍ତି ପିନାକ ମହାନ୍ତି । ମଣ୍ଡଳ ଉପସଭାପତି ବୋଲି ସେଥିରେ ନିଜକୁ ଉଲ୍ଲେଖ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ, ବିଜେପିର ଜଣେ ଟାଣୁଆ ଯୁବନେତା ଭାବେ ଅଞ୍ଚଳରେ ତାଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ମାଆ ବି ତାଙ୍କ ପୁଅ ବିଜେପି ନେତା ବୋଲି ସ୍ୱୀକାର କରିଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଗଠନ ସମ୍ପାଦକ ଶାରଦା ଶତପଥୀଙ୍କ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ପିନାକଙ୍କ ଗାଁ ରାଇପୁରବାସୀଙ୍କଠାରୁ ଜଣାପଡ଼ିଛି । ସେହି ଅଞ୍ଚଳକୁ ଶାରଦା ଶତପଥୀ ଯେତେବେଳେ ଗସ୍ତ କରନ୍ତି ପିନାକ ତାଙ୍କ ପାଖେ ପାଖେ ସଦାବେଳେ ରହନ୍ତି । ଦୁହେଁ ଏକାଠି ଢ଼ାବାରେ ଖିଆପିଆ କରିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି ।
କିନ୍ତୁ ଏହି ପିନାକ ମହାନ୍ତିଙ୍କୁ ବିଜେପି ଏବେ ପର କରିଦେଇଛି । ସେ କିଏ ଜାଣିନାହାନ୍ତି ବୋଲି ରାଜ୍ୟ ସଭାପତି କହିଛନ୍ତି । ଗତକାଲିର ଘଟଣା ପରେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ ବି ଦୃଢ଼ୋକ୍ତି ଦେଖାଇଥିଲେ । ସେ ଦଳର ସଭ୍ୟ ନୁହଁନ୍ତି କି କର୍ମକର୍ତ୍ତା ନୁହଁନ୍ତି ବୋଲି ମନମୋହନ କହିଥିଲେ । ପାର୍ଟି ଅଫିସ୍ କାଗଜପତ୍ର ଯାଞ୍ଚ କରି ସେ ଏକଥା କହୁଛନ୍ତି ବୋଲି ବିଜେପି ପକ୍ଷରୁ ସଫେଇ ଦେଇଥିଲେ ।
ନିଜ ଆଡକୁ ବିପଦ ଆସିବା ଭୟରେ ବିଜେପି ପିନାକଙ୍କୁ ଅଜଣା କରିଦେଇଥିବା ଏବେ ଧରାପଡ଼ିଯାଇଛି । ନିଜ ଦଳର ଏଭଳି ଅପରାଧୀଙ୍କ ପରିଚୟ ନେବାକୁ ବିଜେପି ନେତାଙ୍କ ସାହାସ ପାଇନି । ଓଲଟି ସଫେଇ ଦେଇଛନ୍ତି ଏହା ପ୍ରୟୋଜିତ । ଅନ୍ୟ ଦଳକୁ ଅଙ୍ଗୁଳି ଉଠାଇ ସେମାନଙ୍କ ଇଙ୍ଗିତରେ ସେ ଏଭଳି କାଣ୍ଡ କରିଥିବା ବିଜେପି ନେତାମାନେ ପ୍ରଚାର ଚଳାଇଛନ୍ତି । ସୂଚନାଯୋଗ୍ୟ, ସଭାପତି ବସନ୍ତ ପଣ୍ଡା ନିଜେ ମାନୁଛନ୍ତି, ପିନାକ ଓ ସମ୍ବିତ ନାମକ ଦୁଇ ଯୁବକ ପୂର୍ବଦିନ ତାଙ୍କ ପାଖକୁ ଆସିଥିଲେ । ବାପାଙ୍କ ଚିକିତ୍ସା ଲାଗି ସରକାରୀ ଅର୍ଥ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ତାମାନେ ବସନ୍ତ ପଣ୍ଡା ନିଶ୍ଚିତ ଭାବେ ଯୁବକଙ୍କୁ ଚିହ୍ନିଥିଲେ । ନହେଲେ ଦୁଇଜଣ ଅଜଣା ଯୁବକ ପାର୍ଟି ଅଫିସରେ ପଶି ସଭାପତିଙ୍କୁ ଏଭଳି ଅନୁରୋଧ କରିବାକୁ ସାହାସ ଓ ସୁଯୋଗ ପାଇଲେ କେମିିତି ? ଦ୍ୱିତୀୟରେ କାଲିର ଘଟଣା ବେଳେ ପିନାକଙ୍କୁ ପାଖରେ ରଖି କିଛି ବୁଝାଉଥିଲେ ସଂଗଠନ ସମ୍ପାଦକ ଶାରଦା ଶତପଥୀ । ଯଦି ପିନାକ ଜଣେ ଅଜଣା ଲୋକ ହୋଇଥାଆନ୍ତେ ତେବେ ତାକୁ କାବୁ କରି ପୁଲିସ ଜିମା ଦେବା ପୂର୍ବରୁ ଏମିତି ବୁଝାସୁଝା କେମିତି ସମ୍ଭବ ? ପାରିପାଶ୍ୱିର୍କ ଘଟଣା ଓ ପିନାକଙ୍କ ଅଞ୍ଚଳବାସୀଙ୍କ ସୂଚନା ଓ ଫଟୋ ହିଁ ବୟାନ କରୁଛି ସତ କ’ଣ । ଅପ୍ରିୟ ସତ ଲୁଚାଇବାକୁ ଯାଇ ବିଜେପି ସମସ୍ତଙ୍କୁ ଜଳକା ବନାଇବାଇବାକୁ ଚେଷ୍ଟା କରିଥିବା ଏବେ ଧରାପଡିଛି ।
Previous Post

ନବୀନଙ୍କ ପ୍ରଶଂସାରେ ଦଲାଇଲାମା

Next Post

ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ

Next Post
ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ

ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA