Saturday, August 8, 2026 04:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪

by Our Correspondent
20 Apr, 2020- 04:25 PM
in Latest News, News
1 min read
0
ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪
ଭୁୁବନେଶ୍ୱର: ତିନି ଚାରି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଛି କରୋନା । ଆଜି ସକାଳୁ ଭଦ୍ରକରୁ ୫ ଏବଂ ବାଲେଶ୍ୱରରୁ ୨ ଜଣ ଏହିପରି ୭ ପଜିଟିଭ୍ ଙ୍କ ସମ୍ପର୍କରେ ସୂଚନା ଆସିଥିବା ବେଳେ ଅପରାହ୍ନରେ ଆଉ ୬ କରୋନା ପଜିଟିଭ୍ ଖବର ଆସିଛି । ଯାଜପୁରର ୫ ଜଣ ଏବଂ ସୁନ୍ଦରଗଡ଼ ବିଶ୍ରାର ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଛି । ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୪୯ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ୬ ପଜିଟିଭ୍ ଙ୍କୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର କୋଲକତା ଲିଙ୍କ୍ ରହିଛି । ଯାଜପୁରର ନୂଆ ୫ ଆକ୍ରାନ୍ତ ସମସ୍ତଙ୍କର କୋଲକତା ଲିଙ୍କ୍ ରହିଛି । ହାୱାଡା ବଡ଼ବଜାର ଅଞ୍ଚଳରେ ସେମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ବ୍ଲକ୍ ର ୩ ଜଣ, କୋରେଇ ବ୍ଲକ୍ ର ଜଣେ ଏବଂ ଦଶରଥପୁର ବ୍ଲକ୍ ର ଜଣେ ଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୨୮ ବର୍ଷ, ଅନ୍ୟ ଜଣଙ୍କର ବୟସ ୩୨ ବର୍ଷ ହୋଇଥିବା ବେଳେ ଅବଶିଷ୍ଟ ୩ ଜଣଙ୍କର ବୟସ ପ୍ରାୟ ୫୫ ବର୍ଷ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ବିଶ୍ରାର ଚିହ୍ନଟ ପଜିଟିଭ୍ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହାକୁ ମିଶାଇ ଯାଜପୁର ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩ ହୋଇଛି ।
Previous Post

ଚୋରି ଗାଡ଼ିରେ ସପରିବାର ପୁରୀ ଭ୍ରମଣ କରିଥିଲେ ଥାନାବାବୁ

Next Post

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍

Next Post
ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA