Friday, May 1, 2026 11:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍

by Our Correspondent
20 Apr, 2020- 05:02 PM
in Latest News, News
1 min read
0
ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଭଦ୍ରକରୁ ୫ଜଣ ଏବଂ ଯାଜପୁରର ୫ ଜଣ ଯାକ ନୂଆ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି । ସେମାନେ ହାୱାଡା ବଡ଼ ବଜାର ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ୭୪ ବ୍ୟକ୍ତିଙ୍କ ମଧ୍ୟରୁ ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସେ କହିଛନ୍ତି ।
ସେପଟେ ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଭଦ୍ରକରୁ ଯେଉଁ ନୂଆ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି ସେ ଗତ ୨୯ ତାରିଖ ରାତି ୯ଟାରେ ହାୱାଡା ବଡ଼ବଜାର ଅଞ୍ଚଳରୁ ଏକ ମାରୁତି ଭ୍ୟାନ୍ ରେ ଘରକୁ ବାହାରିଥିଲେ । ତାଙ୍କ ସାଙ୍ଗରେ ଯାଜପୁରର ଆଉ ୬ ଜଣ ବ୍ୟକ୍ତି ଆସିଥିଲେ । ସମସ୍ତେ ଶ୍ରମିକ ଭାବେ କାମ କରୁଥିବା ଅନୁମାନ କରିଥିଲେ ମଧ୍ୟ ସେମାନଙ୍କ ପରିଚୟ ଜାଣି ନ ଥିବା ଭଦ୍ରକ ବ୍ୟକ୍ତି ଜଣଙ୍କ ବୟାନ ଦେଇଛନ୍ତି ।
ସୁତରାଂ ଏବେ ଯାଜପୁରରୁ ଚିହ୍ନଟ ୫ ଆକ୍ରାନ୍ତ ଏମାନେ କି ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତାହା ପ୍ରଶାସନକୁ ଦ୍ୱନ୍ଦରେ ପକାଇଛି । ସଂପୃକ୍ତ ଅଜଣା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଜନସାଧାରଣ ସହଯୋଗ କରିବାକୁ ଯାଜପୁର ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ୨୮ ଦିନ ଭିତରେ ଯେଉଁମାନେ ଓଡ଼ିଶା ଫେରିଛନ୍ତି ନିଜ ଆଡୁ ଜଣାଇବାକୁ ଅନୁରୋଧ କରାଯାଇଛି । ବିଡ଼ିଓ, ତହସିଲଦାର ଏବଂ ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇ କ୍ୱାରେଣ୍ଟାଇନ୍ ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି ।
Previous Post

ପୁଣି ଯାଜପୁରରୁ ୫ , ସୁନ୍ଦରଗଡ଼ରୁ ୧; ଆକ୍ରାନ୍ତଙ୍କ ସଂଖ୍ୟା ୭୪

Next Post

ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ

Next Post
ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ

ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA