Tuesday, May 26, 2026 12:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

by Our Correspondent
24 Sep, 2018- 03:55 PM
in Latest News, News
1 min read
0
ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା
ପୁରୀ: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ପୁରୀ ଆସି ଦଳର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଭାଷଣ ଦେଇଛନ୍ତି । ତାଙ୍କ ଭାଷଣରେ ନବୀନ ପଟ୍ଟନାୟକଙ୍କ ସରକାରକୁ ସେ ଜୋରଦାର ଆକ୍ରମଣ କରି ଓଡ଼ିଶାର ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । କଂଗ୍ରେସ ଓ ବିପକ୍ଷ ଦଳକୁ ବି ଛାଡ଼ି ନାହାନ୍ତି ଶାହା । ମୋଦି ମେକ୍ ଇନ ଇଣ୍ଡିଆର ସ୍ୱପ୍ନ ଦେଖୁଥିବା ବେଳେ ବିପକ୍ଷ ଦଳ ବ୍ରେକ୍ ଇନ୍ ଇଣ୍ଡିଆରେ ଲାଗିଛନ୍ତି ବୋଲି ଶାହା ମନ୍ତବ୍ୟ ଦେଇଛନ୍ତି ।
ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ଓ ଝାରସୁଗୁଡ଼ା ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ି ସରକାରକୁ ଟାର୍ଗେଟ୍ କରିଥିଲେ । ଅମିତ ଶାହା ଆଜି ଓଡ଼ିଶା ଆସି ବିଜେଡ଼ି ସରକାର ଉପରେ ଅଧିକ ଆକ୍ରମଣାତ୍ମକ ହୋଇଥିଲେ । ପୁରୀରେ ଦଳର ମହିଳା ସମାବେଶକୁ ନବୀନ ସରକାରର ମୃତ୍ୟୁ ଘଣ୍ଟି ବୋଲି ଶାହା କହିଥିଲେ । ସେ କହିଥିଲେ, ଓଡ଼ିଶାରେ ଅଫିସର ରାଜ୍ ଚାଲିଛି । କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଟଙ୍କାକୁ ଅଫିସରମାନେ ହରିଲୁଟ୍ କରୁଛନ୍ତି । ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି । ମହିଳା ଅତ୍ୟାଚାରରେ ଓଡ଼ିଶା ଅନ୍ୟମାନଙ୍କଠାରୁ ଆଗରେ । ରାଜ୍ୟ ସରକାର ଅସାଧୁ ମିଲରଙ୍କ ସହ ମେଣ୍ଟ କରିଛନ୍ତି । ମିଲରଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନି । ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବା ଡରରେ ନବୀନ ସରକାର ଆୟୁଷ୍ମାନ ଯୋଜନାକୁ ଜାଣିଶୁଣି ଲାଗୁ କରିନାହାନ୍ତି । ବିଜୁ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ସିଦ୍ଧାନ୍ତ ନାହିଁ କହି ବର୍ଷିଥିଲେ ଶାହା ।
ସେ ପୁଣି କହିଥିଲେ, ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ୧୮ ବର୍ଷ ସୁଯୋଗ ଦେଲେ । ମାତ୍ର ରାଜ୍ୟର ବିକାଶ ହୋଇପାରିଲାନି । ଆଉ ଗୋଟିଏ ମିନିଟ୍ ବି ଏ ସରକାରର ରହିବା ଅଧିକାର ନାହିଁ । ଶାହା ତାଙ୍କର ପୁରୁଣା ଡାଇଲଗ୍ ମାରି କହିଥିଲେ କି ଏ ସରକାରକୁ ଓପାଡ଼ି ଫିଙ୍ଗିଦିଅ । ଏ ସରକାର ନିଶ୍ଚିତ ବଦଳିବ, ବିଜେପି ସରକାର ଆସିବ ବୋଲି ଶାହା ତାଙ୍କ ମହିଳା କର୍ମୀମାନଙ୍କୁ ପାଳି ଧରାଇଥିଲେ ।
Previous Post

ଦାମଙ୍କ ତୋଡ଼ ଭାଙ୍ଗିଲା; ମୁହଁ ଫେରାଇଲେ ଅନୁଗତ

Next Post

ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ

Next Post
ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ

ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA