Monday, May 25, 2026 05:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ପ୍ରସ୍ତୁତି ଭଲ ଅଛି, ବେଶୀ ଅସୁବିଧା ହେବନି’

by Our Correspondent
19 May, 2020- 11:42 PM
in Latest News, News
1 min read
0
‘ପ୍ରସ୍ତୁତି ଭଲ ଅଛି, ବେଶୀ ଅସୁବିଧା ହେବନି’
ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଆମେ ଭଲଭାବେ ପ୍ରସ୍ତୁତି କରିଛୁ । ତେଣୁ ବେଶୀ ଅସୁବିଧା ହେବନି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ସେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କଲା ପରେ ଗଣମାଧ୍ୟମକୁ ଏହା କହିଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳନଙ୍କ ସହ ସେ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ବାତ୍ୟା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ପରିସ୍ଥିତିର ମୁକାବିଲା କରି ସ୍ୱାଭାବିକ ଅବସ୍ଥା ଫେରାଇବାକୁ ଯେତିକି ପ୍ରସ୍ତୁତି କରାଯିବା କଥା କରାଯାଇଛି । ଅଗ୍ନିଶମ, ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ କୁ ମୁତୟନ କରାଯାଇ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ଆଜି ରାତି ସୁଦ୍ଧା ୪ ଟି ଜିଲ୍ଲାରୁ ପାଖାପାଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ଏବଂ ପ୍ରକ୍ରିୟା ଜାରି ରହିଛି । କୌଣସି କଚ୍ଚା ଘର କି ବିପଦପୂର୍ଣ୍ଣ ଜାଗାରେ କାହାରିକୁ ରହିବାକୁ ଦେବୁ ନାହିଁ । ଆଶ୍ରୟସ୍ଥଳୀଗୁଡ଼ିକର ରନ୍ଧାଖାଦ୍ୟ, ପାନୀୟ ସବୁପ୍ରକାରର ବନ୍ଦୋବସ୍ତ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ବିଜୁଳି ମରାମତି କାର୍ଯ୍ୟ ଏବଂ ବିଜୁଳି ସେବା ତୁରନ୍ତ ଜାରି ରଖିବାକୁ ଭଲଭାବେ ପ୍ରସ୍ତୁତି ହୋଇଛି ।
ଆମେ ଏଥର ବହୁତ କନଫିଡେଣ୍ଟ ଅଛୁ କି ଆମର ସେଭଳି ବେଶୀ ଅସୁବିଧା ହେବନାହିଁ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହୋଇ ପ୍ରସ୍ତୁତି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
Previous Post

ସହାୟତାର ହାତ ବଢ଼ାଇବାକୁ ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌

Next Post

ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

Next Post
ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA