Wednesday, May 6, 2026 09:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

by Our Correspondent
01 May, 2019- 11:02 AM
in Latest News, News
1 min read
0
‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି
ଭୁୁବନେଶ୍ୱର: ‘ଫନି’ ଦ୍ୱାରା ଭୀଷଣ ପ୍ରଭାବିତ ହେବାକୁ ଥିବା ୧୧ ଟି ଜିଲ୍ଲାରୁ ଉଠିଛି ନିର୍ବାଚନ ଆଚରଣ ବିଧି । ଭାରତର ନିର୍ବାଚନ କମିଶନ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି କଟକଣା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରାଙ୍କୁ ଭେଟି ରାଜ୍ୟରେ ସମ୍ଭାବ୍ୟ ଭୟଙ୍କର ବାତ୍ୟା ସମ୍ପର୍କରେ ଜଣାଇଥିଲେ । ରିଲିଫ, ଉଦ୍ଧାର କାର୍ଯ୍ୟ ସୁରୁଖୁରୁ କରିବାକୁ ରାଜ୍ୟରୁ ନିର୍ବାଚନ ଆଚରଣ ବିଧି କଟକଣା ତୁରନ୍ତ ଉଠାଇବାକୁ ଦାବି କରିଥିଲେ । ମେ ୧୯ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ତେବେ ସେ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ଯାଏଁ ନିଷ୍ପତ୍ତି ହୋଇନାହିଁ ।
ଆଜି ସକାଳେ ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’ । ଭୀଷଣରୁ ଅତି ଭୀଷଣ ରୂପରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡକୁ ମାଡ଼ିଆସୁଛି । ଆସନ୍ତାକାଲି ସଂଧ୍ୟା ଭିତରେ ‘ଫନି’ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗର ନଗଦ ପୁର୍ବାନୁମାନ କହୁଛି । ‘ଫନି’ ଓଡ଼ିଶାରେ ଖଣ୍ଡପ୍ରଳୟ କରିବ ଏହି ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୨୦୦ କିମିରୁ ଅଧିକ ହେବାକୁ ଥିବାରୁ ଓଡ଼ିଶା ଉପକୂଳ ଛାରଖାର କରିପାରେ । ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ପୁରୀରେ ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ପର୍ଯ୍ୟଟକ ପୁରୀ ଛାଡ଼ିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମୁଦ୍ରକୂଳରେ କେହି ନ ବୁଲିକାକୁ ପରାମର୍ଶ ଦିଆଯାଇଛି ।
ଇତିମଧ୍ୟରେ ବାତ୍ୟା ପ୍ରଭାବିତ ସମ୍ଭାବ୍ୟ ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ଟିମ୍ ସେମାନଙ୍କ ପୋଜିସନ୍ ନେଇସାରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଘନ ଘନ ବୈଠକ କରି ସମସ୍ତ ସତର୍କତାମୁଳକ ପଦକ୍ଷେପର ସମୀକ୍ଷା କରୁଛନ୍ତି । ରାଜ୍ୟବାସୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
Previous Post

ଅତି ଭୟଙ୍କର ରୂପରେ ମାଡ଼ି ଆସୁଛି ‘ଫନି’

Next Post

ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

Next Post
ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA