Wednesday, July 1, 2026 11:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା

by Our Correspondent
05 Jul, 2019- 09:02 PM
in Latest News, National, News
1 min read
0
ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ କୁ ଆଜି ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ । ଗାଁର ବିକାଶ, ରୋଜଗାର, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଓ ମହିଳା ସଶକ୍ତିକରରଣ ଦିଗରେ ଆଖି ଦୃଶିଆ ପଦକ୍ଷେପ ରହିଛି ବଜେଟ୍ ରେ । ତେବେ ପେଟ୍ରୋଲ୍, ଡିଜେଲ୍ ଉପରେ ୧ ପ୍ରତିଶତ ସେସ୍ ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଘାଟା ହୋଇଛି । ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଟିକସ ଲଗାଯାଇଛି । ବଜେଟ୍ ରେ ନୂଆ ଭାରତର ସ୍ୱପ୍ନ ଦେଖାଇଛନ୍ତି ସୀତାରମଣ । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଭାରତକୁ ସଶକ୍ତ କରିବା ପାଇଁ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ।
ବଜେଟ୍ ହାଇଲାଇଟସ୍
– ଅକ୍ଟୋବର ୨, ୨୦୧୯ ସୁଦ୍ଧା ସମସ୍ତଙ୍କ ଘରେ ପାଇଖାନା
-୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ବିଜୁଳି, ଏଲପିଜି ଗ୍ୟାସ୍
-୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି
– ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆଗାମୀ ୫ ବର୍ଷରେ ୧,୨୫,୦୦୦ କିମି ରାସ୍ତାର ଆଧୁନୀକିକରଣ
– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୯୨୦-୨୨ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧.୯୫ କୋଟି ଘର
– ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ଲକ୍ଷ ଟଙ୍କା ଛାଡ଼
– ମୁଦ୍ରା ଯୋଜନାରେ ଏସଏଚଜି ମହିଳା ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
– ୬୦ ବର୍ଷ ବୟସ ପରେ ଉଠା, ଛୋଟ ଦୋକାନୀଙ୍କୁ ମାସିକ ୩ ହଜାର ଟଙ୍କାର ପେନସନ୍
– ପେଟ୍ରୋଲ୍ ଓ ଡିଜେଲ୍ ଉପରେ ୧ ପ୍ରତିଶତ ସେସ୍ ବୃଦ୍ଧି
– ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍ପ ବୃଦ୍ଧି
– ବାର୍ଷିକ ୨ରୁ ୫ କୋଟି ଆୟ ଉପରେ ୩% ଏବଂ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୭% ଟିକସ ସରଚାର୍ଜ
– ବାର୍ଷିକ ୪୦୦ କୋଟି ଟଙ୍କା ଆୟ କରୁଥିବା କମ୍ପାନୀ ୨୫% ଟିକସ ସ୍ଲାବ୍ ରେ ସାମିଲ
କ’ଣ ହେଲା ଶସ୍ତା
ଉଲ୍ ଫାଇବର, ଉଲ୍ ଟପସ୍, ପ୍ରତିରକ୍ଷା ସାମଗ୍ରୀ, ନିର୍ଦ୍ଦିଷ୍ଟ ଡାକ୍ତରୀ ସରଞ୍ଜାମ, ସେଲୁଲାର୍ ମୋବାଇଲ୍ ଫୋନ ପାର୍ଟସ୍, ଇଲେକ୍ଟ୍ରିକ୍ ଗାଡ଼ି ପାର୍ଟସ୍, ସେଟ୍ ଟପ୍ ବକ୍ସ, ନିୟୁକ୍ଲିୟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକ ସାମଗ୍ରୀ
କ’ଣ ହେଲା ମହଙ୍ଗା
ସୁନା, ରୂପା, ପ୍ଲାଟିନମ୍, ପେଟ୍ରୋଲ୍, ଡିଜେଲ୍, ସିଗାରେଟ୍, ଟବାକୋ, ଏୟାର କଣ୍ଡିସନର୍, ସିସିଟିଭି, ଇମ୍ପୋଟେଡ଼ ବହି, କାଜୁ, ମାର୍ବଲ୍ ସ୍ଲାବସ୍, ଫାଟି ତେଲ, ପ୍ଲାଷ୍ଟିକ୍ ଓ ଷ୍ଟେନଲେସ୍ ଷ୍ଟିଲ୍ ସାମଗ୍ରୀ
Previous Post

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ

Next Post

ପାଟକୁରାର ବାସ୍ତବ ଚିତ୍ର

Next Post
ପାଟକୁରାର ବାସ୍ତବ ଚିତ୍ର

ପାଟକୁରାର ବାସ୍ତବ ଚିତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA