Wednesday, April 29, 2026 05:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ

by Our Correspondent
04 Jul, 2019- 04:12 PM
in Latest News, News, Politics
1 min read
0
ଜୁଲାଇ ୨୦ରେ ପାଟକୁରା ନିର୍ବାଚନ
ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିଲା । ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ୨୦ ତାରିଖରେ ହେବ ନିର୍ବାଚନ । ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଏହି ତାରିଖ ଘୋଷଣା କରାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୨୦ ତାରିଖରେ ନିର୍ବାଚନ ହୋଇ ୨୪ ତାରିଖରେ ଭୋଟଗଣତି ହେବ । ୨୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପାଟକୁରା ନିର୍ବାଚନ ବିଜ୍ଞପ୍ତି ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।
ଏପ୍ରିଲ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିଲା । ମେ ୧୯ ତାରିଖରେ ନିର୍ବାଚନ ପାଇଁ କମିଶନ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଥିଲେ । ତେବେ ମେ ୩ ତାରିଖ ଫନି ବାତ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଥିବାରୁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ପୁଣି ସ୍ଥଗିତ ଘୋଷଣା କରିଥିଲେ । ଦୁଇମାସ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କୁହାଯାଇଥିଲା । ଆଜି ବିଳମ୍ବରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।
ପାଟକୁରାରେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ିରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ି ପାଇଁ ଏହି ଆସନଟି ଅତ୍ୟନ୍ତ ସମ୍ମାନଜନକ ଓ ଚାଲେଜିଂ ହୋଇଥିବା ବେଳେ ବିଜୟ ମହାପାତ୍ର ନିଜ ରାଜନୈତିକ ଜୀବନର ଶେଷ ଭାଗ୍ୟ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ନିର୍ବାଚନୀ ପ୍ରସ୍ତୁତିରେ ବିଜେଡ଼ି ବହୁ ଆଗରେ ଏବଂ ବିଜେପି ବହୁ ପଛରେ ରହିଛି । ଅପରାଜିତାଙ୍କୁ ଥରୁଟିଏ ପାଟକୁରାରେ ଦେଖିବାକୁ ମିଳିଥିଲା ବେଳେ ବିଜେପିର ଅନ୍ୟ ବଡ଼ ବଡ଼ିଆ ନେତାଙ୍କୁ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳୁନି । ବିଜୟ ମହାପାତ୍ର ନିଜର ଶକ୍ତି ଏବଂ ଅଞ୍ଚଳବାସୀଙ୍କ ସହାନୁଭୂତିକୁ ଧରି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
Previous Post

ନୈତିକତା ରଖିଲେ, ନେତୃତ୍ୱ ଛାଡ଼ିଲେ

Next Post

ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା

Next Post
ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା

ବଜେଟ୍ ରେ ମାଡ଼: ମହଙ୍ଗା ହେଲା ପେଟ୍ରୋଲ୍, ଡିଜେଲ୍, ସୁନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA