Saturday, April 18, 2026 08:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ

by Our Correspondent
24 Oct, 2018- 01:22 PM
in Latest News, News
1 min read
0
ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ସିବିଆଇ ଆଭ୍ୟନ୍ତରୀଣ କନ୍ଦଳ ସାଂଘାତିକ ମୋଡ଼ ନେଇଛି । ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଛନ୍ତି । ବର୍ମାଙ୍କ ସ୍ଥାନରେ ଯୁଗ୍ମ ନିର୍ଦ୍ଦେଶକ ଏମ୍.ନାଗେଶ୍ୱର ରାଓଙ୍କୁ ଅବସ୍ଥାପିତ କରାଯାଇଛି । ସେ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ନିଯୁକ୍ତି କମିଟି ଗତକାଲି ବିଳମ୍ବିତ ରାତିରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ । ଶ୍ରୀ ବର୍ମାଙ୍କ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସରଙ୍କୁ ମଧ୍ୟ ଛୁଟିରେ ପଠାଇ ଦିଆଯାଇଛି । ଏଥିସହ ଶ୍ରୀ ବର୍ମା ଓ ଶ୍ରୀ ଅସ୍ଥାନାଙ୍କ ଅଫିସକୁ ସିଲ୍ କରିଦିଆଯାଇଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଏହି ଆଭ୍ୟନ୍ତରୀଣ କନ୍ଦଳକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି, ସିଭିସିଙ୍କ ସୁପାରିଶ କ୍ରମେ ଶ୍ରୀ ବର୍ମା ଓ ଶ୍ରୀ ଅସ୍ଥାନାଙ୍କୁ ସେମାନଙ୍କ ଦାୟିତ୍ୱରୁ କାର୍ଯ୍ୟାନ୍ତର କରାଯାଇଛି । ସିଭିସିଙ୍କ ତତ୍ୱାବଧାନରେ ଏସଆଇଟି ମାମଲାର ତଦନ୍ତ କରିବ । ତଦନ୍ତ ଶେଷ ପର୍ଯ୍ୟନ୍ତ ସିବିଆଇର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।
ସିବିଆଇ ଅସ୍ଥାୟୀ ନିର୍ଦ୍ଦେଶକ ଦାୟିତ୍ୱ ପାଇଥିବା ଏମ.ନାଗେଶ୍ୱର ରାଓ ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର । ତେଲେଙ୍ଗାନାର ୱାରାଙ୍ଗଲ୍ ରେ ଜନ୍ମିତ ଶ୍ରୀ ରାଓ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରୟାୟନ ବିଜ୍ଞାନରେ ଏମଏସସି କରିଛନ୍ତି । ଆଇପିଏସ୍ ରେ ଯୋଗଦେବା ପୂର୍ବରୁ ସେ ମାଡ୍ରାସ ଆଇଆଇଟିରେ ଗବେଷଣା କରୁଥିଲେ । ଜଣେ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ୨୦୧୬ରେ ସେ ସିବିଆଇରେ ଯୋଗଦେବା ପୂର୍ବରୁ ଓଡ଼ିଶାରେ ରେଳବାଇ ବିଭାଗର ଅତିରିକ୍ତ ଡିଜି ପଦରେ ଥିଲେ ।
Previous Post

ଏବେ ଟୁର୍ ଅପରେଟର ବନ୍ଧୁଙ୍କ ପାଳି !

Next Post

ବାରିପଦା ଦଶା ତାଳଚେରରେ ଭୋଗିଲେ ବୈଜୟନ୍ତ

Next Post

ବାରିପଦା ଦଶା ତାଳଚେରରେ ଭୋଗିଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA