Saturday, April 18, 2026 09:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାରିପଦା ଦଶା ତାଳଚେରରେ ଭୋଗିଲେ ବୈଜୟନ୍ତ

by Our Correspondent
24 Oct, 2018- 07:37 PM
in Latest News, News
1 min read
0

‘୮୦୦ କୋଟି ଟଙ୍କାର ବିଜୁଳି ବିଲ୍ ସୁଝି ଦଉନାହାନ୍ତି’

ତାଳଚେର: ଅତୀତରେ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ବିଜୁଳି ବିଲ୍ ଫାଙ୍କିବା ଅଭିଯୋଗ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହଙ୍ଗା ହୋଇଛି । ତିନି ଦିନ ତଳେ ବାରିପଦାରେ ଭ୍ରଷ୍ଟାଚାର ବିରୋଧୀ ସମାବେଶରେ ଏହି ପ୍ରସଙ୍ଗ ଉଠିବାର ଆଭାସ ପାଇ ବୈଜୟନ୍ତ ପଣ୍ଡା ଅଧାବାଟରୁ ଫେରି ଆସିଥିଲେ ମଧ୍ୟ ଆଜି ତାଳଚେରରେ ତାଙ୍କୁ ସାମନା କରିବାକୁ ପଡ଼ିଛି । କିଛି ଯୁବକ ସମ୍ବର୍ଦ୍ଧନା ଦେବା ଆଳରେ ତାଙ୍କର ବକେୟା ବିଜୁଳି ବିଲ୍ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଭୀଷଣ ଅପମାନିତ କରିଛନ୍ତି ।
ତାଳଚେର କିଶୋର କ୍ଳବ୍ ଦଶହରା ଉତ୍ସବକୁ ଆଜି ନିମନ୍ତ୍ରିତ ହୋଇଥିଲେ ବୈଜୟନ୍ତ ପଣ୍ଡା । ବୈଜୟନ୍ତ ତାଳଚେରରେ ପହଞ୍ଚି ଏକ ଖୋଲା ଜିପ୍ ରେ ସଭା ମଞ୍ଚ ଯିବା ବେଳେ ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କିଛି ସ୍ଥାନୀୟ ଯୁବକ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ସେମାନେ ବୈଜୟନ୍ତଙ୍କ ହାତକୁ ଫୁଲତୋଡ଼ା ବଢ଼ାଇବା ପରେ ବୈଜୟନ୍ତ ସାଦରେ ଗ୍ରହଣ କରିଥିଲେ । ତେବେ ଫୁଲତୋଡ଼ା ଦେଇସାରି ଜଣେ ଯୁବକ ବୈଜୟନ୍ତଙ୍କ ହାତରେ ହାତ ମିଳାଇ ଅତ୍ୟନ୍ତ ଭଦ୍ର ଭାବରେ ପଚାରିଥିଲେ, ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି । ହେଲେ ସରକାରଙ୍କ ଉପରେ ୮୦୦ କୋଟି ଟଙ୍କା ବିଜୁଳି ବିଲ୍ କାହିଁକି ବାକି ରଖିଛନ୍ତି? ସୁଝି ଦଉନାହାନ୍ତି? ସଂପୃକ୍ତ ଯୁବକଙ୍କୁ ଅନ୍ୟମାନେ ସମର୍ଥନ କରି ହୋ ହଲ୍ଲା ଆରମ୍ଭ କରିଦେଇଥିଲେ । ତା ଭିତରେ ଅପ୍ରସ୍ତୁତ ବୈଜୟନ୍ତ ସେଠାରୁ ଖସି ପଳାଇ ଆସିଥିଲେ ।
ଏହି ଘଟଣାକୁ ନେଇ ବୈଜୟନ୍ତ ଭୀଷଣ ଅପମାନିତ ହୋଇଛନ୍ତି । ବକେୟା ବିଜୁଳି ବିଲ୍ ପ୍ରସଙ୍ଗରେ ନିଜେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ପରିବାର କମ୍ପାନୀ ଉପରେ ୮୦୦ କୋଟି ଟଙ୍କାର ବିଜୁଳି ନାହିଁ ବୋଲି ସଫେଇ ଦେଇଛନ୍ତି । ତାଙ୍କୁ ପ୍ରଶ୍ନବାଣରେ ଘେରିଥିବା ଯୁବକମାନଙ୍କୁ ସେ ବିଜୁ ଯୁବ ଗୁଣ୍ଡା ବାହିନୀ ବୋଲି ଆକ୍ଷେପ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ବାରିପଦା ସଭାରେ ଡାକ୍ତର ଦାମୋଦର ରାଉତଙ୍କୁ ଜଣେ ଯୁବକ ବୈଜୟନ୍ତ ପଣ୍ଡାଙ୍କ ବକେୟା ବିଜୁଳି ବିଲ୍ ପ୍ରସଙ୍ଗ ଉଠାଇଥିଲେ । ଏହା ଭ୍ରଷ୍ଟାଚାର ନୁହେଁ କି ବୋଲି ପ୍ରଶ୍ନ ପଚାରି ସେ ଦାମଙ୍କୁ ଘାଇଲା କରିଥିଲେ ।
Previous Post

ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ

Next Post

ସତ୍ୟ ନାୟକ କଂଗ୍ରେସର ଭଦ୍ରକ ପ୍ରଭାରୀ

Next Post
ସତ୍ୟ ନାୟକ କଂଗ୍ରେସର ଭଦ୍ରକ ପ୍ରଭାରୀ

ସତ୍ୟ ନାୟକ କଂଗ୍ରେସର ଭଦ୍ରକ ପ୍ରଭାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA