Thursday, April 30, 2026 12:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

by Our Correspondent
10 Dec, 2019- 06:55 PM
in Latest News, News
1 min read
0
ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ
ଭୁବନେଶ୍ୱର: ଯାହାର ଯାହା ବିଦ୍ୟୁତ ବିଲ୍ ବାକି ଅଛି, ତାହାକୁ ମାସେ ଭିତରେ କ୍ଲିୟର୍ କରିବାକୁ ପଡ଼ିବ । ନ ଦେଲେ ଜାନୁଆରୀ ୧୫ ରୁ ବିଜୁଳି ଲାଇନ୍ କାଟି ଦିଆଯିବ । ଘରୋଇ, ଶିଳ୍ପସଂସ୍ଥା କେହି ଛାଡ଼ ପାଇବେନି । ସେସୁ ପକ୍ଷରୁ ଏହି ଡେଡଲାଇନ୍ ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେସୁ ସିଇଓ ଅରୁଣ ବୋଥ୍ରା ଏହି ଜରୁରୀ ସୂଚନା ଦେଇଛନ୍ତି ।
ଶ୍ରୀ ବୋଥ୍ରାଙ୍କ ସୂଚନା ଅନୁଯାୟୀ ଉପଭୋକ୍ତାମାନେ ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ୍ ନ ଦେବା କାରଣରୁ ସେସୁର ୧୯୭୧ କୋଟି ଟଙ୍କା ବାକି ପଡ଼ିଛି । ପ୍ରାୟ ୭ ଲକ୍ଷ ଉପଭୋକ୍ତାଙ୍କ ଉପରେ ବକେୟା ବିଲ୍ ଗଡୁଛି । ସେଥିମଧ୍ୟରୁ ୯୨ ପ୍ରତିଶତ ହେଉଛନ୍ତି ଘରୋଇ ଉପଭୋକ୍ତା । ଏହିସବୁ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକି ପଡ଼ିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାରରୁ ଅଧିକ ଟଙ୍କା ବକେୟା ପଡ଼ିଛି । ୧ ଲକ୍ଷ ୪ ହଜାର ଲୋକ ଦୁଇବର୍ଷ ହେଲା ବକେୟା ଟଙ୍କା ଦେଇନାହାନ୍ତି ।
ଅନ୍ୟପକ୍ଷରେ ମୋଟ ବକେୟାରୁ ୨୦୯ କୋଟି ଉପରେ ଲିଗାଲ୍ ଡିସପୁଟ୍ ବା ଆପତ୍ତି ଅଭିଯୋଗ ରହିଛି । ସେଥିମଧ୍ୟରୁ ୧୦୮ କୋଟି ଟଙ୍କା ହେଉଛି ଶିଳ୍ପସଂସ୍ଥାଗୁଡ଼ିକର ବକେୟା ବିଲ୍ । ଏହି ବାକି ଟଙ୍କା ଆଦାୟ ପାଇଁ ସ୍ପେଶାଲ୍ ଡ୍ରାଇଭ ଆରମ୍ଭ କରାଯିବ ବୋଲି ସେସୁ ସିଇଓ କହିଛନ୍ତି ।
ଉପଭୋକ୍ତାମାନେ ୬ଟି କିସ୍ତିରେ ବକେୟା ବିଜୁଳି ବିଲ୍ ପୈଠ କରିବାକୁ ସୁଯୋଗ ଦିଆଯାଇଛି । ଚେକ୍, ଅନଲାଇନ୍ କିମ୍ବା ନଗଦ ଟଙ୍କାରେ ଦେଇପାରିବେ । ଉପଭୋକ୍ତା ଚାହିଁଲେ, ସେସୁ କର୍ମଚାରୀ ତାଙ୍କ ଘରକୁ ଯାଇ ଟଙ୍କା ଆଣିବେ । ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । ତେଣୁ ସମସ୍ତଙ୍କୁ ନିରନ୍ତର ଏବଂ ଗୁଣାତ୍ମକଯୁକ୍ତ ବିଜୁଳି ଯୋଗାଇବା ପାଇଁ ଉପଭୋକ୍ତାମାନେ ସହଯୋଗ କରିବାକୁ ଶ୍ରୀ ବୋଥ୍ରା ନିବେଦନ କରିଛନ୍ତି ।
Previous Post

କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

Next Post

ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

Next Post
ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA