Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

by Our Correspondent
11 Dec, 2019- 06:47 PM
in Latest News, News
1 min read
0
ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍
ଭୁବନେଶ୍ୱର: ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଯେଉଁଭଳି ରହଣୀ ସୁବିଧା ରହିଛି, ଏଠି ଆମ ବିଧାୟକମାନଙ୍କୁ ସେଇ ସୁବିଧା ଯୋଗାଇ ଦିଆଯିବ । ପୁରୁଣା ବିଧାୟକ କଲୋନୀର ୧୨ ଏକର ଜାଗାରେ ଗଢ଼ି ଉଠିବ ୧୦ ମହଲାର ଅତ୍ୟାଧୁନିକ ଆପାର୍ଟମେଣ୍ଟ । ଏହି ଯୋଜନା ସାକାର କରିବାକୁ ଯାଇ ଏବେକାର ବିଧାୟକ କଲୋନୀକୁ ମାଟିରେ ମିଶାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ଆଜି ଅପରାହ୍ନରେ ଗୋଟିଏ କ୍ୱାର୍ଟର୍ସର କିଛି ଅଂଶକୁ ବୁଲ୍ ଡୋଜର ଯୋଗେ ଭଙ୍ଗାଯାଇଛି । କାଲି ସକାଳୁ ଏହି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୪୨ ଟି କ୍ୱାର୍ଟର୍ସ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । ଏ ପର୍ଯ୍ୟନ୍ତ ୨୩ ଜଣ ବିଧାୟକ ଘର ଖାଲି କରି ସାରିଥିଲା ବେଳେ ୨୪ ଜଣ ବିଧାୟକ ଘର ଛାଡ଼ିନାହାନ୍ତି । ଶେଷଥର ପାଇଁ ସେମାନଙ୍କୁ ଗୋଟିଏ ସପ୍ତାହର ମହଲତ ଦିଆଯାଇଛି । ୭ ଦିନ ଭିତରେ ବିଧାୟକମାନେ କ୍ୱାର୍ଟର୍ସ ଖାଲି ନକଲେ ଜବରଦସ୍ତ ଖାଲି କରାଯିବ ବୋଲି ବାଚସ୍ପତି ଜଣାଇ ଦେଇଛନ୍ତି ।
ବିଧାୟକମାନଙ୍କ ପାଇଁ ବିକଳ୍ପ ଆବାସିକସ୍ଥଳର ବ୍ଲୁ ପ୍ରିଣ୍ଟ ଇତିମଧ୍ୟରେ ପ୍ରସ୍ତୁତ ହୋଇସାରିଛି । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହାର ସବିଶେଷ ରୂପରେଖ ଚୂଡ଼ାନ୍ତ ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ, ପୁରୁଣା ଏମଏଲଏ କଲୋନୀ ଜାଗା ଅର୍ଥାତ୍ ଓଡ଼ିଶା ଖଣି ନିଗମ ସାମନାରୁ ୧୨୦ ବାଟାଲିୟନ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏଫ୍ ଓ ଆର୍ ଟାଇପ୍ ବିଧାୟକ କଲୋନୀ ଜାଗାରେ ୧୦ ମହଲା ଓ ୯ ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁତଳ ପ୍ରାସାଦ ଓ ବ୍ଲକ୍ ନିର୍ମାଣ କରାଯିବ ।
ଉପର ମହଲାଗୁଡ଼ିକରେ ବିଧାୟକମାନଙ୍କ ପାଇଁ ୭ ଟି କୋଠରୀ ବିଶିଷ୍ଟ ଫ୍ଲାଟ୍ ଏବଂ ସବୁ ବ୍ଲକ୍ ର ଅଣ୍ଡର ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର ପାର୍କିଂ ଓ ଡ୍ରାଇଭର ରେଷ୍ଟ ସେଡ୍ ରହିବ । ଡାକ୍ତରଖାନା, ଖେଳ ପଡ଼ିଆ, ସପିଂ ମଲ୍, ଚିଲେଡ୍ରନସ୍ ପାର୍କ, ମର୍ଣ୍ଣଂ ୱାକ୍ ଗ୍ରାଉଣ୍ଡ ମଧ୍ୟ ସେଠାରେ ରହିବ ।
ସମୁଦାୟ ୧୫୦ ଟି କ୍ୱାର୍ଟସ୍ ନିର୍ମାଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୧୦୫ ଟି କ୍ୱାର୍ଟର୍ସ ବିଧାୟକମାନଙ୍କୁ ଯୋଗାଇ ଦିଆଯିବ । ଅବଶିଷ୍ଟ ୪୫ଟି କ୍ୱାର୍ଟର୍ସ ଅତିଥିମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲିମିଟେଡ଼(ଓବିସିସି) ଏହାର ନିର୍ମାଣ କରିବ । ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଡେଡଲାଇନ୍ ଦିଆଯାଇଛି ।
ସୂଚନାଯୋଗ୍ୟ, ବିଧାୟକମାନଙ୍କ ପାଇଁ ନୂଆ ପ୍ରାସାଦ ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ବାଚସ୍ପତି ଅଣ୍ଟା ଭିଡ଼ିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶ ମତେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଏବଂ ଯୋଜନା ସାକାର କରିବାକୁ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ପ୍ରମୁଖ ଭୂମିକା ନେଇଛନ୍ତି ।
Previous Post

ବାକି ଟଙ୍କା ନଦେଲେ ଜାନୁଆରୀ ୧୫ରୁ ଲାଇନ୍ କଟିବ

Next Post

ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍

Next Post
ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍

ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA