Saturday, August 1, 2026 01:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଗିଡ଼ିଲା ସ୍ଥିତି; ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍

by Our Correspondent
05 Apr, 2020- 09:48 PM
in Latest News, News
1 min read
0
ବିଗିଡ଼ିଲା ସ୍ଥିତି; ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ୍

ଆକ୍ରାଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିଲା, ଭୁବନେଶ୍ୱରରୁ ୩୨
୧୬ ଜଣଙ୍କ ମଧ୍ୟରେ ବମିଖାଲର ୧୫

ଭୁବନେଶ୍ୱର: କରୋନା ସ୍ଥିତି ବିଗିଡ଼ିଯାଇଛି । ଆଜି ଦିନବେଳେ ଭୁବନେଶ୍ୱରର ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାତିରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ବମିଖାଲର ୧୫ ଜଣ ଅଛନ୍ତି । ରାତିରେ ଆସିଥିବା କୋଭିଡ୍ ନମୁନା ପରୀକ୍ଷା ରିପୋର୍ଟରେ ସେମାନଙ୍କର ପଜିଟିଭ୍ ବାହାରିଛି । ସ୍ୱାସ୍ଥ୍ୟ ବିଭାଗର ଏହି ଟ୍ୱିଟ୍ ପରେ ଭୁବନେଶ୍ୱରରେ କରୋନା ଭୟ ବଢ଼ିଯାଇଛି ।
ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରୁ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସମସ୍ତଙ୍କର ଚିନ୍ତା ବଢ଼େଇଛି । ସେମାନଙ୍କ ମଧ୍ୟରୁ ବମିଖାଲରୁ ସକାଳେ ଜଣେ ଏବଂ ରାତିରେ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳେ ବମିଖାଲର ଏକ ପରିବାରର ତିନି ଭାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରଠାରୁ ବମିଖାଲ୍ ରୁ କରୋନା ପଜିଟିଭିଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ଦିନରେ ବମିଖାଲରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦୁଇଦିନ ହେଲା ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର କରାଯାଇଥିଲା । ରୋଗ ନିରୀକ୍ଷଣ ଦଳ କୋଭିଡ୍-୧୯ ପଜିଟିଭ କେସ୍ ର ଅନୁସନ୍ଧାନ ସହ ଘର ଘର ବୁଲି ନିରୀକ୍ଷଣ କାର୍ଯ୍ୟ ଚଳାଇଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ଏହା ସହାୟ ହୋଇଛି । ଆଜି ବିଏମସି ପକ୍ଷରୁ ଯଦୁପୁର ଏବଂ ସୁନ୍ଦରପଦା ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଆଶଙ୍କାରେ ସରକାରଙ୍କ ଏହା ସତର୍କତାମୂଳକ ପଦକ୍ଷେପ ବୋଲି କୁହାଯାଇଥିଲା ।
କରୋନା ସନ୍ଦିଗ୍ଧ ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଟ୍ କରାଯାଇ ପରୀକ୍ଷା କରାଯାଉଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମସ୍ତେ ଘରେ ରହି ସହଯୋଗ କରନ୍ତୁ ବୋଲି ନିବେଦନ କରାଯାଇଛି ।
Previous Post

କପିଳପ୍ରସାଦ, ଯଦୁପୁର, ବେଗୁନିଆ ଅଞ୍ଚଳ ସିଲ୍

Next Post

ଘରେ ଘରେ ଜଳିଲା ଦ୍ୱୀପ

Next Post
ଘରେ ଘରେ ଜଳିଲା ଦ୍ୱୀପ

ଘରେ ଘରେ ଜଳିଲା ଦ୍ୱୀପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA