Friday, May 1, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

by Our Correspondent
25 Sep, 2019- 11:55 PM
in Latest News, News, Politics
1 min read
0
ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଦଳର ହେଭିୱେଟ୍ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ଅନୁଷ୍ଠିତ ଦ୍ୱିତୀୟ କସରତ୍ ବୈଠକରେ ଏହି ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଥିବା ସୂଚନା ମିଳିଛି । ତେବେ ଔପଚାରିକ ଭାବେ ଏହା ଘୋଷଣା ହୋଇନାହିଁ ।
ସୂଚନା ଅନୁଯାୟୀ ବିଜେପୁର ବ୍ଲକ୍ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂ, ଡ. ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ କିଶୋର ମହାନ୍ତିଙ୍କ ଉପରେ ନ୍ୟସ୍ତ ଥିବା ବେଳେ ବରପାଲି ବ୍ଲକ୍ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦିଆଯାଇଛି । ଗାଈସିଲଟ୍ ବ୍ଲକ୍ ଦାୟିତ୍ୱରେ ରହିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ ଦାସ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ବରପାଲି ଏନଏସି ଦାୟିତ୍ୱରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ଦେବେଶ ଆଚାର୍ଯ୍ୟ ଥିବା ବେଳେ ବିଜେପୁର ଏନଏସି ଦାୟିତ୍ୱରେ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ରହିବେ ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ସମଗ୍ର ନିର୍ବାଚନମଣ୍ଡଳୀର ପରିଚାଳନାଭାର ସମ୍ଭାଳିବେ ବୋଲି ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।
ରୀତା ସାହୁଙ୍କୁ ଦଳର ପ୍ରାର୍ଥୀ କରିବାକୁ ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଯେ କୌଣସି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା କରିପାରନ୍ତି । ଆସନ୍ତା ୩୦ ତାରିଖରେ ଦଳୀୟ ପ୍ରାର୍ଥୀ ନାମାଙ୍କାନପତ୍ର ଦାଖଲ କରିବେ ବୋଲି ଆଜି ନବୀନ ନିବାସ ବୈଠକ ସରିଲା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ପ୍ରାର୍ଥୀ ଘୋଷଣାରେ ଆଗୁଆ ଥିବା କଂଗ୍ରେସ ମଧ୍ୟ ବିଜେପୁର ପାଇଁ ଅଣ୍ଟା ଭିଡ଼ିଛି । ୯ ଜଣ ବରିଷ୍ଠ ନେତାଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗାଈସିଲଟ ବ୍ଲକ୍ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା ଓ ସମରେନ୍ଦ୍ର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଜେପୁର ବ୍ଲକ୍ ଦାୟିତ୍ୱ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦିଆଯାଇଛି । ବରପାଲି ବ୍ଲକ୍ ଦାୟିତ୍ୱ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ସରୋଜ ମହାପାତ୍ରଙ୍କୁ ଦିଆଯାଇଛି । ବିଜେପୁର ଏନଏସି ଦାୟିତ୍ୱ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଏବଂ ବରପାଲି ଏନଏସି ଦାୟିତ୍ୱ ପ୍ରଦୀପ ଦେବତାଙ୍କ ଉପରେ ନ୍ୟସ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କାହାରିକୁ ଦାୟିତ୍ୱ ବଣ୍ଟାଯାଇନାହିଁ । ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
Previous Post

ଦିଲ୍ଲୀପ ପଣ୍ଡା ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ, ନିର୍ବାଚନ ଲଢ଼ିବା ପାଇଁ ହାତ ପାତିଲେ ନିରଞ୍ଜନ

Next Post

‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

Next Post
‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA