Monday, July 27, 2026 11:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ଅଲୋଡ଼ା ହେଲେ ଦାମ

by Our Correspondent
23 Dec, 2017- 11:20 PM
in Latest News, Politics
1 min read
0
ବିଜେଡ଼ିରେ ଅଲୋଡ଼ା ହେଲେ ଦାମ
ଭୁବନେଶ୍ୱର: କାଲି ଯେଉଁ ସମୟରେ ମନ୍ତ୍ରୀମଣ୍ଡଳରୁ ତଡ଼ା ଖାଇଥିଲେ ଆଜି ଠିକ୍ ସେହି ସମୟରେ ଦଳୀୟ ପଦପଦବୀରୁ ତଡ଼ା ଖାଇଛନ୍ତି ଦାମୋଦର ରାଉତ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ଉପସଭାପତି ଓ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ଦେଇଛନ୍ତି । ଏଣିକି ଦାମ କେବଳ ଜଣେ ବିଜେଡ଼ି ବିଧାୟକ ଭାବେ ପରିଚିତ ହେବେ । ଆଉ ଅଧିକ ବକବାସ୍ କଲେ ତାଙ୍କୁ ଦଳରୁ ସସପେଣ୍ଡ କରାଯିବା ବି ଅସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ୍ କହୁଛି ।
ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲା ପରେ ଦାମ ବିଚଳିତ ଜଣାପଡ଼ୁଥିଲେ ମଧ୍ୟ ତାଙ୍କ ତୋଡ଼ ଭାଙ୍ଗିନି । ଆଜି ସକାଳୁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘରକୁ ବାଇଟ୍ ପାଇଁ ଯାଇଥିଲା ବେଳେ ସେ ଯାଛା ତା ବ୍ୟବହାର କରିଥିଲେ । କାହାରିକୁ ବାଇଟ୍ ଦେବେନି ବୋଲି କହି ଆଗ ଫେରାଇ ଦେଇଥିଲେ । ତେବେ ଯେଉଁ ଚାନେଲ ତାଙ୍କ ବିରୋଧରେ ପ୍ରଚାର କରୁଛି ବୋଲି ତିନି ଦିନ ହେଲା ଗର୍ଜୁଥିଲେ ସେହି ଚାନେଲକୁ ହିଁ ସାକ୍ଷାତକାର ଦେଇଥିଲେ । ଅନ୍ୟ ସାମ୍ବାଦିକମାନେ ଜିଦ୍ ଧରିବାରୁ ସେ ଦୁଇ ତିନି ପଦିଆ ବାଇଟ୍ ରେ କାମ ଚଳାଇ ଦେଇଥିଲେ । କହିଥିଲେ, ମୋର କିଛି ଅବଶୋଷ ନାହିଁ । ବିଜୁବାବୁଙ୍କ ଅନୁଗତ ଥିଲି ଏବଂ ରହିବି । ଅଧିକ ପ୍ରଶ୍ନର ଉତ୍ତର ନ ଦେଇ ଧମକେଇଥିଲେ । ଦାମଙ୍କ ମତିଗତି ଠିକ୍ ନ ଥିବା ଭାବି ସାମ୍ବାଦିକମାନେ ତାଙ୍କ ଘରୁ ପଳାଇ ଆସିଥିଲେ ।
ତେବେ ଯାହା ହେଉ, ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେଲା ପରେ ଗତକାଲି ଦାମ ହାମବଡ଼ା ହୋଇ ଯେଭଳି ପ୍ରତିକ୍ରିୟା ଦେଲେ ତାହା ସୁପ୍ରିମ୍ ଙ୍କ ନଜରରୁ ହଟି ନ ଥିଲା ବୋଲି ଜଣାପଡ଼ିଛି । ଦାମଙ୍କୁ ମନ୍ତ୍ରୀପଦରୁ ଖାଲି ବାହାର କରି ତାଙ୍କର ମନ ଶାନ୍ତି ହେଲାନି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳୀୟ ଚୋଟ ଲଗାଇଛନ୍ତି ।
Previous Post

ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !

Next Post

ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?

Next Post
ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?

ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA