Monday, May 25, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିର ୨୯ ଜଣିଆ ମିଡ଼ିଆ ଟିମ୍

by Our Correspondent
04 Sep, 2019- 05:33 PM
in Latest News, News, Politics
1 min read
0
ବିଜେଡ଼ିର ୨୯ ଜଣିଆ ମିଡ଼ିଆ ଟିମ୍
ଭୁବନେଶ୍ୱର: କ୍ରମାଗତ ପଞ୍ଚମ ଥର ପାଇଁ ରାଜ୍ୟର ଶାସନଗାଦି ସମ୍ଭାଳିଥିବା ବିଜୁ ଜନତା ଦଳର ସାଂଗଠନିକ ଓ ମିଡ଼ିଆ କାର୍ଯ୍ୟକ୍ରମ ପୂର୍ବ ବର୍ଷଗୁଡ଼ିକଠାରୁ ଅଧିକ ଜୋର୍ ହୋଇଛି । ସାଧାରଣ ନିର୍ବାଚନ ସରୁ ସରୁ ସାଧାରଣ ନିର୍ବାଚନ ପ୍ରସ୍ତୁତି ଭଳି ଦଳୀୟ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି । ନୂଆ ସରକାର ଭଳି ସଂଗଠନର ରୂପରେଖ ବି ବଦଳୋଉଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଦଳର ମିଡ଼ିଆ ଟିମ୍ ର ପୁର୍ନବିନ୍ୟାସ କରି ୩୦ ଜଣିଆ ନୂଆ ଟିମ୍ ନାଁ ଘୋଷଣା କରିଛନ୍ତି ।
ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କୁ ଦଳର ମିଡ଼ିଆ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଏହି ଦାୟିତ୍ୱ ସହ ଜାତୀୟ ମୁଖପାତ୍ର ଭାବେ ସେ କାର୍ଯ୍ୟ କରିବେ । ନୂଆ ଟିମ୍ ରେ ସଂଯୋଜକଙ୍କ ସମେତ ୫ ଜାତୀୟ ମୁଖପାତ୍ର, ୧୪ ଜଣ ମୁଖପାତ୍ର ଏବଂ ୧୦ ଜଣ ପାନେଲିଷ୍ଟ ଅଛନ୍ତି ।
ବରିଷ୍ଠ ନେତା ପ୍ରତାପ ଦେବ, ଦେବୀପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦଙ୍କୁ ମୁଖପାତ୍ର ଭାବେ ପୁଣି ଥରେ ସୁଯୋଗ ଦିଆଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ଅମର ପ୍ରସାଦ ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ଦେବାଶୀଷ ସାମନ୍ତରାୟ, ରବିନାରାୟଣ ନନ୍ଦଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ଟିଭି ଡିବେଟ୍ ରେ ଦଳର ପକ୍ଷ ରଖିବା ପାଇଁ ପାନେଲିଷ୍ଟ ଭାବେ ୭ ଜଣ ନୂଆ ନେତାଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଥିବା ଡ. ରାସେଶ୍ୱରୀ ପାଣିଗ୍ରାହୀ, ତେଜେଶ୍ୱର ପରିଡ଼ା, ଚିନ୍ମୟ ସାହୁ, ରାଣାପ୍ରତାପ ପାତ୍ର, ସତ୍ୟଜିତ୍ ମିଶ୍ର ତାଲିକାରୁ ବାଦ୍ ପଡ଼ିଛନ୍ତି ।
ସୂଚନାଯୋଗ୍ୟ, ସରକାରୀସ୍ତରରେ ମିଡ଼ିଆ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଣମାଧ୍ୟମ କ୍ଷେତ୍ରରେ ଅଭିଜ୍ଞ ସମ୍ପନ୍ନ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଶ୍ରୀ ମଙ୍ଗରାଜ ପୂର୍ବରୁ ବିଜେଡ଼ିର ମିଡ଼ିଆ ସଂଯୋଜକ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ) ଦାୟିତ୍ୱ ବୁଝୁଥିଲେ ମାନସ ମଙ୍ଗରାଜ ।
ନୂଆ ଟିମ୍
ମିଡ଼ିଆ ସଂଯୋଜକ: ଡ. ସସ୍ମିତ୍ ପାତ୍ର
ଜାତୀୟ ମୁଖପାତ୍ର: ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ସତ୍ୟନାରାୟଣ ସାହୁ
ମୁଖପାତ୍ର: ପ୍ରତାପ କେଶରୀ ଦେବ, ଦେବୀପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବ୍ୟୋମକେଶ ରାୟ, ସୁବାସ ଚୌହାନ୍, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଡ. ଲେନିନ୍ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଭରଦ୍ୱାଜ ମିଶ୍ର
ପାନେଲିଷ୍ଟ୍: ମିିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ୍ ମହାନ୍ତି, ସଞ୍ଜୟ ବାବୁ, ଡ. ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ ଏବଂ ଓମପ୍ରକାଶ ସାହୁ
Previous Post

ପୁରୀ ଥଇଥାନ ପ୍ୟାକେଜ୍ ଘୋଷଣା

Next Post

୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ

Next Post
୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ

୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA