Wednesday, July 29, 2026 02:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ପାଇଁ ଅଡୁଆ ମହାରଥୀ

by Our Correspondent
27 Dec, 2018- 11:02 PM
in Latest News, News
1 min read
1
ବିଜେଡ଼ି ପାଇଁ ଅଡୁଆ ମହାରଥୀ
ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ସ୍ଲୋଗାନ୍ ଦେଉଥିବା ବିଜେଡ଼ି ପାଇଁ ବିପଦ ଆଣିଛନ୍ତି କୃଷିମନ୍ତ୍ରୀ ମହାରଥୀ । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପରେ ସ୍ଥାନୀୟ ବିଧାୟକ ମହାରଥୀ ଯେଭଳି ବୟାନ ଦେଲେ ତାହା ଦଳକୁ କ୍ଷତାକ୍ତ କରିଛି । ମହାରଥୀଙ୍କ ମୁହଁର ଭାଷା ଜଣେ ଗଣଦୁଷ୍କର୍ମ ପୀଡ଼ିତା ଓ ନାରୀସମାଜ ପ୍ରତି ଅବମାନନା ବୋଲି ବିଚାର କରାଯାଉଛି । ବିରୋଧୀଙ୍କ ଚାପରେ ମହାରଥୀ ଆଜି ନିଜ ମନ୍ତବ୍ୟ ପାଇଁ ଭୁଲ୍ ମାଗିଥିଲେ ମଧ୍ୟ ତାହା ବିଜେଡ଼ି କ୍ଷତକୁ ଶୁଖାଇବା ପରିବର୍ତ୍ତେ ଅଧିକ ଜଟିଳ ହେଲାଣି । ମହାରଥୀ ପୂର୍ବରୁ ମଧ୍ୟ ମହିଳାଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ । ଯାହା ଦଳକୁ ବହୁତ କ୍ଷତି ଆଣିଥିଲା । ଏବେ ସେହି କ୍ଷତ ଦ୍ୱିଗୁଣିତ ହୋଇଛି ।
ପିପିଲି ଗଣଦୁଷ୍ମର୍ମ ପ୍ରସଙ୍ଗ ଓ ମନ୍ତ୍ରୀପଦରୁ ମହାରଥୀଙ୍କ ବହିଷ୍କାର ଦାବିରେ ଆଜି ଦିନ ତମାମ ହମଲା କରିଥିଲେ ମହିଳା କଂଗ୍ରେସ ଓ ବିଜେପିର ମହିଳା ମୋର୍ଚ୍ଚା । ସକାଳେ ମହାରଥୀଙ୍କ ସରକାରୀ ଘର ଆଗରେ ମହିଳା କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ତାଙ୍କ ଘରକୁ ଅଣ୍ଡା ଓ ଟମାଟ ମାଡ଼ କରିଥିଲେ । ଦିନବେଳେ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଯାଇଥିଲେ ମୃତ ପିପିଲି ପୀଡ଼ିତାଙ୍କ ଘରକୁ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ଷଡ଼ଙ୍ଗୀ ମହାରଥୀଙ୍କ ଉପରେ ଧୂମ୍ ବର୍ଷିଥିଲେ । ମହାରଥୀଙ୍କୁ ବହିଷ୍କାର ଦାବି କରି ୨୪ ଘଣ୍ଟାର ଡେଡଲାଇନ୍ ଦେଇଥିଲେ । ସଂଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହାରଥୀଙ୍କ ବହିଷ୍କାର ଦାବିରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା ।
ଇତିମଧ୍ୟରେ ଆଜି ଶ୍ରୀ ମହାରଥୀ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି । କହିଛନ୍ତି, କାହାକୁ ଆଘାତ ଦେବା ଉଦ୍ଦେଶ୍ୟରେ ବୟାନ ଦେଇ ନ ଥିଲା । ମୋ ମନ୍ତବ୍ୟ କାହା ମନରେ ଆଘାତ ଦେଇଥିଲେ ମୁଁ ଦୁଃଖିତ । ମୁଁ ସ୍ପଷ୍ଟବାଦୀ ଓ ମୋ ମନରେ କିଛି ନାହିଁ । ତେବେ ମହାରଥୀଙ୍କ ଏହି ଦୁଃଖପ୍ରକାଶରେ ସେ ପୁଣି ଏକ ବିବାଦ ଛିଡ଼ା କରାଇଛନ୍ତି । ସେ ନିଜକୁ ସ୍ପଷ୍ଟବାଦୀ ଦର୍ଶାଇ କ’ଣ କହିବାକୁ ଚାହୁଁଛନ୍ତି ତାହା ବୁଝାପଡୁନାହିଁ । ପିପିଲି ଗଣଦୁଷ୍କର୍ମର ରାୟ ପ୍ରକାଶ ପାଇଲା ପରେ ସେ କହିଥିଲେ ଯେ କ୍ଷୀର ଓ ପାଣି ଅଲଗା ହୋଇଗଲା । ସତ୍ୟର ଜୟ ହୋଇଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ମାମଲାର ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ନିଦେ୍ର୍ଦାଷ ସାବ୍ୟସ୍ତ କରିବା ପରିପ୍ରେକ୍ଷୀରେ ମହାରଥୀ ଏହି ପ୍ରତିକ୍ରିୟା ଦେଇଥିଲେ ।
ସୁତରାଂ ସତ୍ୟର ଜୟ କିଭଳି ହେଲା? ଏଥିରେ ପୀଡ଼ିତାଙ୍କ ପରିବାର କିଭଳି ନ୍ୟାୟ ପାଇଲେ? କ୍ଷୀର-ପାଣି କିଭଳି ଅଲଗା ହେଲା? ମହାରଥୀ ଏହାର ଉତ୍ତର ଦେବା ଦରକାର । ତାଙ୍କ ମନ୍ତବ୍ୟ ଝଡ଼ ସୃଷ୍ଟି କଲା ପରେ ଦୁଃଖପ୍ରକାଶ ଆଳରେ ପୁଣି କହିଲେଣି ସେ ସ୍ପଷ୍ଟବାଦୀ । ଅର୍ଥାତ ଯାହା କହିଛନ୍ତି ଠିକ୍ କହିଛନ୍ତି । ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ ପରିବାର ପ୍ରତି ଏହା କେଉଁଭଳି ନ୍ୟାୟ ହେଲା ତାହା ସ୍ଥାନୀୟ ଲୋକପ୍ରତିନିଧି ହିସାବରେ ବୁଝାଇବା ଦରକାର ।
Previous Post

ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ

Next Post

ସେବାୟତ ପାଲଟିଲେ ରାକ୍ଷସ

Next Post
ସେବାୟତ ପାଲଟିଲେ ରାକ୍ଷସ

ସେବାୟତ ପାଲଟିଲେ ରାକ୍ଷସ

Comments 1

  1. binayak rath says:
    8 years ago

    JANE SPASTHABADI LOKA YEMITI MANTABYA DEBA BODHE THIK NUNHE? MANYABAR COURT KUADE MANICHHANTI JE BEBINANKA MRUTYU HOICHHI YEB TAHA YEK MURDER BOLI. DOSHI KU DHARIBA YEBM DANDA DEBA SARAKARNKA KAM.MANYABAR MANTRI BARTAMAN MANTRI MANDAL RA JANE MANYABAR SABHYA. TANK MUNHA RE BEBINA KU NYAYA MILLICHHI(JADI KAHI THANTI) TAHA KU SPASTA KARANTU. JAYTRA PARTY RA SANLAP KALA PARI KATHA KAHIBA JANNE RAJA PRATINIDHINKA KHETRA RE SOBHA PAYE NANHI?

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA