Thursday, July 30, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବୀ

by Our Correspondent
04 Sep, 2018- 11:55 AM
in Latest News, News
1 min read
0
ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବୀ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେସନ । ଅଧିବେସନ ଆରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଗୃହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାଜପେୟୀଙ୍କ ସହ ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୋମନାଥ ଚାଟାର୍ଜୀ, ତାମିଲାନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ.କରୁଣାନିଧି, ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର, ପୂର୍ବତନ ବିଧାୟକ ସର୍ବଶ୍ରୀ ସୂର୍ଯ୍ୟମଣି ଜେନା, ବ୍ରଜ କିଶୋର ମହାନ୍ତି, ମୁରଲୀଧର କୁଅଁର ଏବଂ ଓଡ଼ିଶା ପୁଲିସର ସହିଦ ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ସଞ୍ଜୟ ମାଝୀଙ୍କ ବିୟୋଗରେ ଗୃହରେ ଶୋକପ୍ରସ୍ତାବ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ସ୍ୱର୍ଗତ ଆତ୍ମାମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମାନଙ୍କ ସମ୍ମାନାର୍ଥେ ବାଚସ୍ପତି ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଆଜିଠାରୁ ଆରମ୍ଭ ଏହି ମୌସୁମୀ ଅଧିବେସନରେ ମୋଟ ୧୧ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତାକାଲି(୫ ତାରିଖ) ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ । ୬ ତାରିଖରେ ବିଧାନସଭା ପରିଷଦ ନେଇ ସଂକଳ୍ପ ଆସିବ । ଅଧିବେସନରେ ମୋଟ ୪ ଟି ବିଲ୍ ଆସିବ । ସେଗୁଡ଼ିକ ହେଉଛି, ଦି ଓଡ଼ିଶା ଲେଜିସିଲେଟିଭ୍ ଆସେମ୍ଲି ମେମ୍ବର୍ସ ସାଲାରି, ଆଲାଉନ୍ସେସ୍ ଆଣ୍ଡ ପେନସନ୍(ସଂଶୋଧନ) ବିଲ୍, ୨୦୧୮, ଦି ଓଡ଼ିଶା ମିନିଷ୍ଟର୍ସ ସାଲାରିଜ୍, ଆଲାଉନ୍ସେସ୍ ଆଣ୍ଡ ପେନସନ(ଦ୍ୱିତୀୟ ସଂଶୋଧନ) ବିଲ୍, ୨୦୧୮, ଦି ଗାନ୍ଧୀ ଇନଷ୍ଟିଚୁ୍ୟଟ୍ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୟୁନଭରସିଟି, ଓଡ଼ିଶା, ବିଲ୍,୨୦୧୮ ଏବଂ ଦି ଓଡ଼ିଶା କୋ ଅପରେଟିଭ୍ ସୋସାଇଟିଜ୍(ସଂଶୋଧନ) ବିଲ୍, ୨୦୧୮ ।
Previous Post

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

Next Post

ତେଲ ଦର ଅସମ୍ଭାଳ; ୭ରୁ ବିଜେଡ଼ିର ପ୍ରତିବାଦ ଆନ୍ଦୋଳନ

Next Post
ତେଲ ଦର ଅସମ୍ଭାଳ; ୭ରୁ ବିଜେଡ଼ିର ପ୍ରତିବାଦ ଆନ୍ଦୋଳନ

ତେଲ ଦର ଅସମ୍ଭାଳ; ୭ରୁ ବିଜେଡ଼ିର ପ୍ରତିବାଦ ଆନ୍ଦୋଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA