Monday, May 25, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ

by Our Correspondent
12 Mar, 2018- 11:44 PM
in Latest News, News
1 min read
0
ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ
ଭୁବନେଶ୍ୱର: କୁନ୍ଦୁଲିର ମୃତ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇ ନ ଥିଲା । କୋଲକତାସ୍ଥିତ କେନ୍ଦ୍ରୀୟ ଫରେନସିକ୍ ଲାବରେଟୋରି ପରୀକ୍ଷାରୁ ଏମିତିକା ଘଟଣାର ଚିହ୍ନବର୍ଣ୍ଣ ନାହିଁ । ନାବାଳିକାଙ୍କ ଅନ୍ତବସ୍ତ୍ରରେ ନ ଥିଲା କୌଣସି ପୁରୁଷର ସିମେନ୍ । ରାଜ୍ୟ ଫରେନସିକ୍ ଲାବରେଟୋରିର ଚୂଡ଼ାନ୍ତ ରିପୋର୍ଟ ଯାହା କହିଥିଲା କେନ୍ଦ୍ରୀୟ ଲାବରେଟୋରି ରିପୋର୍ଟ ସେୟା ହିଁ କହିଛି । କୋର୍ଟରେ ଦାଖଲ ହୋଇଥିବା କେନ୍ଦ୍ରୀୟ ଲାବରେଟୋରି ରିପୋର୍ଟକୁ ଆଜି ସର୍ବସାଧାରଣ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ । ଏଥିସହ ଓଟିଭି ଏହାକୁ ନେଇ ସୃଷ୍ଟି କରିଥିବା ଦ୍ୱନ୍ଦ ଓ ବିବାଦ ଦୂର ହୋଇଛି ।
ଗତ ଜାନୁଆରୀ ୨୫ ତାରିଖରେ ଓଟିଭିରେ ଖବର ହୋଇଥିଲା କି କୁନ୍ଦୁଲି ପୀଡ଼ିତାଙ୍କ ଫରେନସିକ୍ ରିପୋର୍ଟକୁ ଚଞ୍ଚକତା କରାଯାଇଛି । ଚୂଡ଼ାନ୍ତ ରିପୋର୍ଟରେ ପୀଡ଼ିତାଙ୍କ ଅନ୍ତବସ୍ତ୍ରରେ କୌଣସି ସିମେନ୍ ର ଚିହ୍ନବର୍ଣ୍ଣ ନ ଥିବା ବେଳେ ଇଣ୍ଟର ଡିଭିଜିନାଲ୍ ରିପୋର୍ଟରେ ଦୁଇଜଣ ପୁରୁଷଙ୍କ ସିମେନ୍ ଦର୍ଶାଯାଇଥିଲା । ତଥାକଥିତ ଅନ୍ତରୀଣ ରିପୋର୍ଟକୁ ଧରି ରାଜ୍ୟ ସରକାରଙ୍କ ଉପରେ ହମଲା କରିଥିଲା ଓଟିଭି । ଗଣଦୁଷ୍କର୍ମ ଘଟଣା ଚପେଇ ଦେବାକୁ ସରକାରଙ୍କ ଷଡ଼ଯନ୍ତ୍ର ଧରାପଡ଼ିଗଲା ବୋଲି ଚିଲେଇଥିଲା । ଏହି ଖବରକୁ ନେଇ ବିରୋଧୀ ଦଳ ବେଶ୍ ତୁମ୍ବିତୋଫାନ କରିଥିଲେ । ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରାଜ୍ୟ ସରକାର ରିପୋର୍ଟର ପୁନଃଯାଞ୍ଚ ପାଇଁ କେନ୍ଦ୍ରୀୟ ଫରେନସିକ୍ ଲାବ୍ କୁ ପଠାଇଥିଲେ । ଓଟିଭି ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ ବୋଲି ଏବେ ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇବ୍ରାଞ୍ଚ ଏସପି ଏହାର ସବିଶେଷ ସୂଚନା ଦେଇଥିଲେ ।
ଗତ ଅକ୍ଟୋବର ୧୦ ତାରିଖରେ ନାବିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପ୍ରିନସ୍ ପରିଡ଼ା ତାଙ୍କର ପ୍ରାଥମିକ ପରୀକ୍ଷା କରିଥିଲେ । ନାବାଳିକାଙ୍କ ପ୍ରାଇଭେଟ୍ ପାର୍ଟରେ କୌଣସି କ୍ଷତ ଚିହ୍ନ ନ ଥିବା ଡାକ୍ତର ଦର୍ଶାଇଥିଲେ । ସେହିଦିନ ଓ ପରଦିନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସୁଦୀପା ଦାଶଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କର ପରୀକ୍ଷା କରିଥିଲେ । ନାବାଳିକାଙ୍କ ସହ କୌଣସି ଦୁଷ୍କର୍ମ ହୋଇ ନ ଥିବା ରିପୋର୍ଟ ଆସିଥିଲା । ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଅନ୍ତବସ୍ତ୍ରକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଫରେନସିକ୍ ଲାବ୍ କୁ ପରୀକ୍ଷା ପାଇଁ ପଠାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ସଂସ୍ଥାର ନିର୍ଦ୍ଦେଶକ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ନାବାଳିକାଙ୍କ ଅନ୍ତବସ୍ତ୍ରରେ ସିମେନ୍ ନ ଥିବା ରିପୋର୍ଟରେ କୁହାଯାଇଥିଲା । ଅନ୍ତବସ୍ତ୍ରରେ ଲାଗିଥିବା ରକ୍ତଦାଗ ନାବାଳିକାଙ୍କର ବୋଲି ଦର୍ଶାଯାଇଥିଲା ।
Previous Post

ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !

Next Post

ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

Next Post
ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA