Monday, May 25, 2026 03:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଲା

by Our Correspondent
08 Mar, 2018- 10:42 AM
in Latest News, Politics
1 min read
0
ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଲା
ଭୁବନେଶ୍ୱର: କିଛି ଦିନ ଚୁପ୍ ଥିଲେ । ହେଲେ ସେହି ପୁରୁଣା ବେମାରି ଯାଇନି । ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଛି । ସଂସଦରେ ବୈଜୟନ୍ତ ପଣ୍ଡା ଏକଘରିକିଆ ହେବା ପରେ ପାଣ୍ଡିଆନ୍ ଙ୍କ ନାଁ ନେଇ ପୁଣି ଟୁଇଟ୍ କରିଛନ୍ତି । ବିଜେଡ଼ିରୁ ନିଲମ୍ବିତ ହୋଇଥିବା ବୈଜୟନ୍ତଙ୍କ ସିଟ୍ ବଦଳେଇବା ପାଇଁ ଲୋକସଭା ବାଚସ୍ପତିଙ୍କୁ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଗତ ୬ ତାରିଖରେ ଚିଠି ଲେଖିଥିଲେ । ତେବେ ବୈଜୟନ୍ତ ଏହା ଉପରେ ଟୁଇଟ୍ କରି ପାଣ୍ଡିଆନ୍ ଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଲେଖିଛନ୍ତି ‘ଏଥିରେ ଭର୍ତ୍ତୃହରିଙ୍କର କୌଣସି ଭୁଲ୍ ନାହିଁ । ସେ କେବଳ ତୃତୀୟ ମହଲା ପାଣ୍ଡିଆନ୍ ବାବୁଙ୍କ ନିର୍ଦ୍ଦେଶକୁ ହିଁ ପାଳନ କରିଛନ୍ତି’ ।
ବୈଜୟନ୍ତଙ୍କର ଏହି ଟୁଇଟ୍ କୁ ତାଙ୍କ ଟିଭି ବଡ଼ କରି ଦେଖେଇଛି । ତେବେ ଦଳରୁ ନିଲମ୍ବିତ ଜଣେ ସାଂସଦ ଏମିତି ବାଜ୍ୟ କଥା କହି ତାଙ୍କର କି ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ତାହା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି । ବୈଜୟନ୍ତଙ୍କୁ ଏକଘରିକିଆ ପାଇଁ ବିଜୁ ଜନତା ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା ଏକ ସ୍ୱାଭାବିକ ପ୍ରକ୍ରିୟା । ଦଳରୁ ନିଲମ୍ବିତ ଜଣେ ସାଂସଦଙ୍କର ଦଳୀୟ ଫୋରମ୍ କିମ୍ବା ଦଳ ପକ୍ଷରୁ ପାର୍ଲିଆମେଣ୍ଟରେ ପ୍ରତିନିଧିତ୍ୱ କରିବାର ଅଧିକାର ହିଁ ନାହିଁ । ବାଚସ୍ପତିଙ୍କୁ ଏ ସମ୍ପର୍କରେ ଜଣାଇବା ଏକ ଔପଚାରିକତା ମାତ୍ର । ମାତ୍ର ବୈଜୟନ୍ତ ଏହି କଥାରେ ତୃତୀୟ ମହଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଜଡ଼ିତ କରିବା ହାସ୍ୟାସ୍ପଦ ବୋଲି ଅନେକ ମତ ଦେଇଛନ୍ତି । ମାସେ କାଳ ଭିଡ଼ିଓଟାରି ପାଣ୍ଡିଆନ୍ ଙ୍କୁ ସବୁ ଦିନ ଟିଭିରେ ଦେଖାଇଲା ପରେ ବି ବୈଜୟନ୍ତଙ୍କର ମନ ଶାନ୍ତି ହୋଇନି କି ବୋଲି ପ୍ରଶ୍ନ ଉଠିଛି । ଏହାଦ୍ୱାରା ବୈଜୟନ୍ତ ବାରମ୍ବାର ନିଜକୁ ଛୋଟ କରୁଛନ୍ତି ବୋଲି ସମାଲୋଚନା ହୋଇଛି ।
ବୈଜୟନ୍ତଙ୍କର ଏଭଳି ହାବଭାବକୁ ବିଜେଡ଼ି ନେତାମାନେ ଜୋକର୍ ଆଖ୍ୟା ଦେଇଛନ୍ତି । ଦଳର ସମ୍ପାଦକ ବିଜୟ ନାୟକ କହିଛନ୍ତି, ‘ଜଣ୍ଡିସ୍ ରୋଗୀଙ୍କୁ ଦୁନିଆଟା ହଳଦିଆ ହଳଦିଆ ଦେଖାଯାଏ । ଠିକ୍ ସେହିଭଳି ବୈଜୟନ୍ତଙ୍କ ଦୁନିଆ ଏବେ ପାଣ୍ଡିଆନ୍ ସିଣ୍ଡ୍ରୋମ୍ ରେ ଆକ୍ରାନ୍ତ । ତାଙ୍କ ପାଇଁ ଯାହା ବି ଘଟଣା ଘଟୁଛି ତାହା ପାଣ୍ଡିଆନ୍ ମେଡ୍ । ବୈଜୟନ୍ତ ଏହି ଭ୍ରାନ୍ତରୁ ମୁକୁଳିଯାଆନ୍ତୁ’ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।
Previous Post

ସୌମ୍ୟ ପଟ୍ଟନାୟକଙ୍କ ପୁରୁଣା ଭିଡ଼ିଓ ଭାଇରାଲ୍

Next Post

ଅରୁଣ ଷଡ଼ଙ୍ଗୀ ବଦଳିଲେ, ଅନୁପ ସାହୁ ଭୁବନେଶ୍ୱର ଡିସିପି

Next Post
ଅରୁଣ ଷଡ଼ଙ୍ଗୀ ବଦଳିଲେ, ଅନୁପ ସାହୁ ଭୁବନେଶ୍ୱର ଡିସିପି

ଅରୁଣ ଷଡ଼ଙ୍ଗୀ ବଦଳିଲେ, ଅନୁପ ସାହୁ ଭୁବନେଶ୍ୱର ଡିସିପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA