Friday, May 8, 2026 10:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ

by Our Correspondent
26 May, 2020- 05:13 PM
in Latest News, News
1 min read
0
ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ
– ବାଘମାରୀ ଥାନା ଭୋଗଡ଼ା ଗାଁରେ ବଡ଼ ଧରଣର ଡକାୟତି
– ପୂର୍ବତନ ସରପଞ୍ଚଙ୍କ ସମେତ ପତ୍ନୀ, ପୁଅ ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗ୍ରାମରେ ଗତରାତି ପ୍ରାୟ ୨ଟା ସମୟରେ ବଡ଼ଧରଣର ସଶସ୍ତ୍ର ଡକାୟତି । ଏକାଧିକ ବୋମା ମାଡ଼ । ଘଟଣା ସମୟରେ ପୋଲିସ ପହଞ୍ଚିଥିଲେ ମଧ୍ୟ ପୋଲିସ ଉପରକୁ ବୋମାମାଡ଼। ବୋମା ମାଡ଼ ସହିତ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଡକାୟତମାନେ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କା ମୁଲ୍ୟର ବହୁ ସୁନାରୁପା ଅଳଙ୍କାର ଏବଂ ମୁଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଏଥିରେ ଗୄହ ମାଲିକଙ୍କ ସମେତ ପରିବାରର ତିନି ଗୁୁରୁତର ଆହତ ହୋଇଛନ୍ତି ।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଛି । ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗାରସିଙ୍ଗ ପଞ୍ଚାୟତର ପୁର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କର ଭୋଗଡ଼ା ଗ୍ରାମସ୍ଥିତ ବାସଭବନରେ କିଛି ସଶସ୍ତ୍ର ଡକାୟତ ଏକାଧିକ ବୋମା ମାଡ଼ କରି ବଳପୂର୍ବକ ଘରର ଲୁହା କବାଟ ଭାଙ୍ଗି ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ସୁକାନ୍ତ ଜୟସିଂ ଏବଂ ତାଙ୍କ ପୁତ୍ର ସୌମ୍ୟ ଜୟସିଂ ବିରୋଧ କରିବାରୁ, ଡକାୟତ ମାନେ ତାଙ୍କ ଉପରକୁ ବୋମା ଫିଙ୍ଗି ଏବଂ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଘର ଭିତରୁ ନଗଦ ଟଙ୍କା, ଲକ୍ଷାଧିକ ଟଙ୍କା ମୁଲ୍ୟର ସୁନା ଓ ରୁପା ଗହଣା ଏବଂ ଅନ୍ୟାନ୍ୟ ମୁଲ୍ୟବାନ୍ ସାମଗ୍ରୀ ଲୁଟି ନେଇଛନ୍ତି।
ସେହି ସମୟରେ ବୋମା ମାଡ଼ ଶବ୍ଦ ଶୁଣିପାରି ପୋଲିସ ପାଟ୍ରୋଲିଂ ଗାଡ଼ି ଏବଂ ସେହି ଗ୍ରାମର କିଛି ଲୋକ ତତକ୍ଷଣାତ୍ ପହଞ୍ଚିଥିଲେ ମଧ୍ୟ, ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ଡକାୟତ ମାନେ ତାଙ୍କ ଉପରକୁ ବୋମାମାଡ଼ କରି ଏବଂ ମାରଣାସ୍ତ୍ରର ଭୟ ଦେଖାଇ ସମସ୍ତ ମୁଲ୍ୟବାନ୍ ଚୋରି ସାମଗ୍ରୀ ନେଇ ରାତ୍ରିର ଅନ୍ଧକାରରେ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରାସ୍ତାଦେଇ ଖସିଯିବାରେ ସମର୍ଥ ହୋଇଥିଲେ।
ସୁକାନ୍ତ ଜୟସିଂଙ୍କ ପତ୍ନୀ ଗୁରୁତର ଆହତହୋଇ ଭୁବନେଶ୍ବରରେ ଏକ ଘରୋଇ ଚିକିତ୍ସାଳୟରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି ଏବଂ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ ରେଫର କରିଦେବାରୁ ସୁକାନ୍ତ ଓ ତାଙ୍କ ପୁଅ ସୌମ୍ୟ ମଧ୍ୟ ଭୁବନେଶ୍ବରରେ ଅନ୍ୟ ଏକ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଖବରପାଇ ବାଘମାରୀ ଥାନା ଅଧିକାରୀ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ସହିତ ଘଟଣାର ତଦନ୍ତ କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ପୋଲିସ ଏସ୍.ପି. ଶ୍ରୀ ଅଜୟ ପ୍ରତାପ ସ୍ବାଇଁ, ଜିଲ୍ଲାର ଅନ୍ୟ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ମଧ୍ୟ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି। ଜିଲ୍ଲାର ପ୍ରାୟ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ, ପୋଲିସ ଡଗ୍ ସ୍ଵାର୍ଡ଼ ଏବଂ ସାଇଣ୍ଟିଫିକି ଟିମ୍ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହି ବୈଷୟିକ କୌଶଳରେ ବିଭିନ୍ନ ଦିଗରୁ ବିଭିନ୍ନ ବିଭିନ୍ନ ବିଷୟ ଅନୁଧ୍ୟାନ ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନିତ କରୁଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ଅଧିବାସୀଙ୍କ ମତରେ ନିକଟ ଅତୀତରେ ଆଖପାଖରେ କେବେ ଏମିତି ଏତେ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇନଥିଲା। କରୋନା ମହାମାରୀ ଜନିତ ତାଲାବନ୍ଦ ଯୋଗୁଁ ଅନ୍ୟାନ୍ୟ ଉପାୟରେ ରୋଜଗାର ହରେଇ ପୁରୁଣା ଅପରାଧୀ ମାନେ ହୁଏତ ପୁଣି ଚୋରି ଡକାୟତି ରାହାଜାନି ଆଦି ଅପରାଧକୁ ପୁଣି ଆପଣେଇଛନ୍ତି।  ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଏଭଳି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
(ଗୋପାଳ ସାହୁଙ୍କ ରିପୋର୍ଟ)
Previous Post

ଆଗାମୀ ୧୫ ଦିନରୁ ମାସେ ଅଧିକ ଚାଲେଂଜ ହେବ: ମୁଖ୍ୟମନ୍ତ୍ରୀ

Next Post

+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ

Next Post
+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ

+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA